ମାଳିକା ବଚନ: 2026 ରେ Hirakud Dam ଭାଙ୍ଗି ବାହାରିବ ଚିତଳ ମାଛ, ଆଉ ତା'ପରେ ଓଡିଶାର ହେବ ଏମିତି ଅବସ୍ଥା !

Описание к видео ମାଳିକା ବଚନ: 2026 ରେ Hirakud Dam ଭାଙ୍ଗି ବାହାରିବ ଚିତଳ ମାଛ, ଆଉ ତା'ପରେ ଓଡିଶାର ହେବ ଏମିତି ଅବସ୍ଥା !

ମାଳିକା ବଚନ: 2026 ରେ Hirakud Dam ଭାଙ୍ଗି ବାହାରିବ ଚିତଳ ମାଛ, ଆଉ ତା'ପରେ ଓଡିଶାର ହେବ ଏମିତି ଅବସ୍ଥା !

#malikabachana #hirakuddam #hirakud #sambalpur #chitalafish #2026 #kalyug #endofkalyug #odiakhabar24 #odiaviralnews #odishaexclusive #odishanews #odiaviralvideos #odianews

Each and every thing said in Malika is slowly becoming true. Veda Gurus are saying that what is written in Malika about Hirakud Dam will come true soon.

2026 ରେ ସତ ହେବ
ମାଳିକା ବଚନ
ଭାଙ୍ଗିଯିବ ହୀରାକୁଦ ଆଉ
ବାହାରିବ ଚିତଳ ମାଛ
ଆଉ ତା'ପରେ ଓଡିଶାରେ
ଘଟିବ କିଛି ଏମିତି !

ମାଳିକାରେ କୁହା ଯାଇଥିବା ଗୋଟି ଗୋଟି କଥା ଧୀରେ ଧୀରେ ସତ ହେବାରେ ଲାଗିଛି । ହୀରାକୁଦ ଡ୍ୟାମକୁ ନେଇ ମାଳିକାରେ ଲେଖା ଯାଇଥିବା କଥା ମଧ୍ୟ ଖୁବ ଶୀଘ୍ର ସତ ହେବ ବୋଲି ବେଦଗୁରୁ ମାନେ କହୁଛନ୍ତି । କୁହାଯାଉଛି କି, 2026 ରେ ହୀରାକୁଦ ଡ୍ୟାମ ଭାଙ୍ଗିଯିବ । ଏହାପରେ ବିରାଟକାୟ ଚିତଳ ମାଛ ବାହାରିବ । ଯାହାର ଅସ୍ଥିରେ ପୁଣି ଥରେ ହୀରାକୁଦ ନଦୀବନ୍ଧର ପୁନଃ ନିର୍ମାଣ ହେବ । ମାଲିକାରେ ଲେଖାଥିବା ତଥ୍ୟ ଅନୁଯାୟୀ, ଚିତଳ ମାଛ ରାହାମରେ ଥିବା ସାରଦା ମା'ଙ୍କୁ ଦର୍ଶନ କରିବ ଏବଂ ଛତିଆ ବଟରେ ପ୍ରାଣ ହାରିବ । ସେଠାରେ ଅନେକ ଗୁପ୍ତ ରହସ୍ୟ ଫିଟିବ ବୋଲି ଶାସ୍ତ୍ରରେ କୁହାଯାଇଛି । ଚିତଳ ମାଛ ସାରା ଓଡିଶାକୁ ଭସାଇ ନେବ ବୋଲି ମଧ୍ୟ ମାଳିକାରେ କୁହାଯାଇଛି ।

ହୀରାକୁଦ ଡ୍ୟାମ ଭାଙ୍ଗିଲେ ଓଡିଶା ଭାସିଯିବ ଏକଥା ତ ସମସ୍ତଙ୍କୁ ଜଣା । ଆଉ ଯଦି ମାଳିକା କଥା ସତ ହୁଏ ତେବେ ପରିଣାମ କେତେ ଭୟଙ୍କର ହେବ ଏକଥା ଆପଣ ଅନୁମାନ କରି ପାରୁଥିବେ । କଳିଯୁଗ ଶେଷ ସମୟରେ ଏହିଭଳି ଅନେକ ଭୟଙ୍କର ଘଟଣା ପୁରା ଦୁନିଆରେ ଦେଖିବାକୁ ମିଳିବ । ସମ୍ବଲପୁରରେ ନିର୍ମିତ ହୀରାକୁଦ ଡ୍ୟାମର କାର୍ଯ୍ୟ 1947 ମସିହାରେ ହୀରାକୁଦ ଡ୍ୟାମ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ଏହା ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେବା ପାଇଁ ପୁରା 10 ବର୍ଷ ସମୟ ଲାଗି ଯାଇଥିଲା । ଶହେ ବର୍ଷକୁ ଦୃଷ୍ଟିରେ ରଖି ଏହି ଡ୍ୟାମ ନିର୍ମାଣ କରା ଯାଇଥିଲା । ଡ୍ୟାମକୁ ପାଖାପାଖି 70 ବର୍ଷ ବୟସ ହେଲାଣି । ହେଲେ ଏବେଠୁ ହୀରାକୁଦ ଡ୍ୟାମରେ ଫାଟ ଦେଖା ଦେଲାଣି । ସରକାର ଅନେକ ଥର ଏହାର ମରାମତି କରି ସାରିଲେଣି । ତଥାପି ହୀରାକୁଦ ଏବେ ବିପଦ ସଂକେତରେ ରହିଛି । ବର୍ଷାଦିନେ ହୀରାକୁଦ ଡ୍ୟାମର ଜଳସ୍ତର ବଢିଲେ ଏହି ବିପଦ ଆହୁରି ବଢି ଯାଇଛି । ତେଣୁ ମାଳିକାରେ କୁହା ଯାଇଥିବା ଲକ୍ଷଣ ସବୁ ସଫଳ ହେଉଥିବା ସାଧୁସନ୍ଥ ମାନେ କହୁଛନ୍ତି । କଳିଯୁଗ ଅନ୍ତରେ ସଂପୂର୍ଣ୍ଣ ବିଶ୍ଵ ଧ୍ଵଂସ ପାଇବ ବୋଲି ଶାସ୍ତ୍ରରେ କୁହାଯାଇଛି । ପୁରୀ ମନ୍ଦିର ମଧ୍ୟ ଏନେଇ ଅନେକ ସଂକେତ ଦେଇ ସାରିଲାଣି । ତେଣୁ କୁହାଯାଉଛି ହୀରାକୁଦ ଡ୍ୟାମ ଭାଙ୍ଗି ମହାପ୍ରଳୟ ଆସିବ ଆଉ ସେତିକି ବେଳେ ଚିତଳ ମାଛ ଦେଖା ଦେବ । ଭିଡିଓଟି ଭଲ ଲାଗିଥିଲେ ଲାଇକ କରନ୍ତୁ । ଆଗକୁ ଏହିଭଳି ଅପଡେଟ ପାଇବା ପାଇଁ ଆମ ଚ୍ଯାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ କରନ୍ତୁ ଏବଂ ସୋସିଆଲ ମିଡିଆରେ ଆମକୁ ଫୋଲୋ କରନ୍ତୁ ।

Hello Friends, ଆମ ଚ୍ଯାନେଲ Odia Khabar 24 କୁ ଆପଣଙ୍କୁ ସ୍ଵାଗତ । ଆପଣଙ୍କ ପାଖେ ନିରପେକ୍ଷ ଭାବେ ସଠିକ ଖବର ପହଞ୍ଚାଇବା ଆମର ପ୍ରଥମ ଲକ୍ଷ୍ୟ । ପ୍ରତିଟି ଓଡିଆଙ୍କ ସ୍ଵର ହେବା ଆମର ଉଦ୍ଦେଶ୍ୟ । ଆମ ଚ୍ଯାନେଲରେ ଆପଣ ସମସ୍ତ ପ୍ରକାର ଜରୁରୀ Information, ଆପଣଙ୍କ ଆଖପାଖରେ ଘଟୁଥିବା ଘଟଣା ଓ ଦୁର୍ଘଟଣା ସହିତ ସହର, ରାଜ୍ୟ ଏବଂ ଦେଶ. ବିଦେଶର ସମସ୍ତ Up-to-Date ଖବର ପାଇପାରିବେ । ଏହାଦ୍ବାରା ଆପଣ ନିଜ ଜ୍ଞାନକୁ ପ୍ରସାରିତ କରିପାରିବେ ।

ଲୋକଙ୍କୁ ଶିକ୍ଷିତ କରିବା ଠାରୁ ନେଇ ସାମାଜିକ ଉନ୍ନତି ପର୍ଯ୍ୟନ୍ତ ପ୍ରତ୍ଯେକ କ୍ଷେତ୍ରରେ ଆପଣଙ୍କ ସହ ଠିଆ ହେବାରେ ଆମର ସହଯୋଗ କରନ୍ତୁ । Odia Khabar 24 କୁ Subscribe କରନ୍ତୁ ଏବଂ ନିଜ ସାଙ୍ଗମାନଙ୍କ ସହ Share କରିବାକୁ ଭୁଲନ୍ତୁ ନାହିଁ । ଆମେ Upload କରୁଥିବା ସବୁ ଭିଡିଓ ର Notification ପାଇବା ପାଇଁ ଚ୍ଯାନେଲରେ ଥିବା Bell icon କୁ ମଧ୍ୟ Click କରି ନିଅନ୍ତୁ ।

For Business Inquiry Email us at: [email protected]
Facebook: / odiakhabar24official

#OdiaKhabar24 #odishanews #latestodianews #odiaviralnews

Комментарии

Информация по комментариям в разработке