Langaleswar danda 2022|| prava nurty|| ପ୍ରଭା ନୁର୍ତ୍ୟ||

Описание к видео Langaleswar danda 2022|| prava nurty|| ପ୍ରଭା ନୁର୍ତ୍ୟ||

Langaleswar danda nacha 2022

ବିଶ୍ୱ ପ୍ରସିଦ୍ଧ ଦଣ୍ଡ ଯାତ୍ରା ଓଡିଶା ର ଏକ ପ୍ରାଚୀନ ଏବଂ ପାରମ୍ପରିକ ଯାତ୍ରା ଅଟେ ll ଏହାକୁ ଗଞ୍ଜାମ ଜିଲାରେ ବହୁ ଆନନ୍ଦ ଉଲ୍ହାସ ର ସହ ପାଳନ କରି ଥାନ୍ତି ll ଯାହାକି ଆମ ଓଡ଼ିଆ ସଂସ୍କୃତି, ଓଡ଼ିଆ ପରମ୍ପରା ଏବଂ ଓଡ଼ିଆ ମାନଙ୍କର ଅଭିଜାତ୍ୟ କୁ ଦର୍ଶାଉଛି ll
ଏହା ଭକ୍ତ ମାନଙ୍କର ମାନସିକ ପୁର୍ଣ ହେଲା ପରେ ଠାକୁର ଙ୍କର ପାଖରେ 21 ଦିନ ରହି, ଗୋଟିଏ ଗାଁ ରୁ ଅନ୍ୟ ଗାଁ ପର୍ଯ୍ୟନ୍ତ ଖାଲି ପାଦ ରେ ଯାତ୍ରା କରି ଦଣ୍ଡ ଯାତ୍ରା କରି ଥାନ୍ତି ll ଏଥିରେ ଭକ୍ତଙ୍କୁ 21 ଦିନ ନିର୍ଜଳ ଉପବାସ କରି ବାକୁ ପଡି ଥାଏ କେବଳ ରାତ୍ର ସମୟରେ ଅର୍ଣ୍ଣ ପ୍ରସାଦ ଥରଟେ ପାଇଁ ଗ୍ରହଣ କରି ଥାନ୍ତି ll

ଏହି ଦଣ୍ଡ ଯାତ୍ରା ରେ 21 ହଳ ପଟ ଯାତ୍ରା ହୁଏ ll
ସେ ମଧ୍ୟରୁ.....
ପ୍ରଭା
ହାଡ଼ି ହାଡ଼ିଆଣୀ
ଶିବ ପାର୍ବତୀ
ଚଢ଼େୟା ଚଢ଼େୟାଣୀ
ଶବର ଶବରୁଣି
ଯୋଗୀ ଯୋଗିଆଣୀ
ମାଳି ମହାପାତ୍ରେ
ମାଟିଆ ମାଟିଆଣି
ବନ ଦୁର୍ଗା
ଚଢ଼େୟା ର ପୂର୍ବ ଜନ୍ମ.... ଇତ୍ୟାଦି କୁ ଦର୍ଶାଇ ଯାଇଛି ll

ପ୍ରଭା ଙ୍କର ଦୂର୍ଷ୍ୟ..........


©jagannath _sanskruti



#danda_nacha_2022
#danda_nacha
#danda_nacha_odia
#danda_nirtya
#danda_nacha_ganjam
#danda_hadi_hadiyani
#danda_nacha_video
#siba_parbati
#siba_parbati_danda_nacha
#danda_nacha_gita
#rajaka_rajaki
#gopapura_dahi_bikali
#jagannath_sanskruti

ଜଗନ୍ନାଥ ସଂସ୍କୃତି-    • jagannath sanskruti ll jagannath slok...  

Langaleswar danda nacha 2022
________________________________

ପ୍ରଭା ନୁର୍ତ୍ୟ -    • Langaleswar danda 2022|| prava nurty|...  
ହାଡ଼ି ହାଡ଼ିଆଣୀ -    • Langaleswar danda nacha 2022 || Hadi ...  
ଚଢ଼େୟା ନାଚ part-1-    • Langaleswar danda nacha 2022||ଚଢ଼େୟା ...  
ଚଢ଼େୟା ଚଢ଼େୟାଣୀ - part-2-    • Langaleswar danda nacha 2022 ||ଚଢ଼େୟା...  
ଚଢ଼େୟା ଚଢ଼େୟାଣୀ - part-3 -    • Langaleswar danda nacha 2022||chadhey...  
ଶିବ ନୁର୍ତ୍ୟ (ଶିବ ତାଣ୍ଡବ p-1)-    • Langaleswar danda nacha 2022||siba nu...  
ନନ୍ଦୀ ବୃନ୍ଦି ବୃକଟି (ଶିବ ତାଣ୍ଡବ p-2)-    • Langaleswar danda nacha 2022||nandi b...  
ଶିବ ପାର୍ବତୀ -part-1 -    • Langaleswar danda nacha 2022||siba pa...  
ଶିବ ପାର୍ବତୀ -part-2 -   • Langaleswar danda nacha 2022||shibapa...  
ରଜକ ରାଜକୀ (ଧୋବା ଧୋବଣୀ ) -    • Langaleswar danda nacha 2022||Rajaka ...  



ଯୋଗୀ ଯୋଗିଆଣୀ (part-1) -    • Langaleswar danda nacha 2022||jogi jo...  
ଯୋଗୀ ଯୋଗିଆଣୀ (part-2) -    • Langaleswar danda nacha 2022||jogo jo...  
ଯୋଗୀ ଯୋଗିଆଣୀ (part-3) -    • Langaleswar danda nacha 2022||jogi jo...  
ଯୋଗୀ ଯୋଗିଆଣୀ (part-4) -    • Langaleswar danda nacha 2022||jogi jo...  
ମାଟିଆ ମାଟିଆଣି -    • Langaleswar danda nacha 2022||matia m...  
ଶବର ଶବରୁଣୀ (part-01) -    • Langaleswar danda nacha 2022||sabara ...  
ଶବର ଶବରୁଣୀ (part-02) -    • Langaleswar danda nacha 2022||sabara ...  
ଶବର ଶବରୁଣୀ (part-03) -    • Langaleswar danda nacha 2022||sabara ...  
ବନ ରଖି -    • Langaleswar danda nacha 2022||bana ra...  
ଚଢ଼େୟା ବୀର ପକ୍ଷୀ ଶିକାର -    • Langaleswar danda nacha 2022||chadhey...  
ସାପୁଆ କେଳା -    • Langaleswar danda nacha 2022||sapua k...  
ଚଢ଼େୟାଣି ସ୍ୱାମୀ ଙ୍କୁ ଖୋଜୁ ଛନ୍ତି -    • Langaleswar danda nacha 2022||chadhey...  
କାମାକ୍ଷା ଜତି -    • Langaleswar danda nacha 2022||kamaksh...  


kespur danda nacha 2022
___________________________

ଅଗ୍ନି ଦଣ୍ଡ -    • Kespur danda nacha 2022||agni danda n...  


D patapur danda nacha 2022
_____________________________

ଚମ୍ପା କେଉଟଣି -    • D patapur danda nacha 2022||champa ke...  
ଚଢ଼େୟା ସୁଅଙ୍ଗ (p-01) -    • D patapur danda nacha 2022||chadheya ...  
ଚଢ଼େୟା ସୁଅଙ୍ଗ (p-02) -    • D patapur danda nacha 2022||chadheya ...  

🙏🏻🙏🏻🙏🏻ଧନ୍ୟବାଦ 🙏🏻🙏🏻🙏🏻

Комментарии

Информация по комментариям в разработке