କବି ସମ୍ରାଟଙ୍କ ରଚିତ ରୀତି ଯୁଗର ଅନନ୍ୟ କାବ୍ୟ ଲାବଣ୍ୟବତୀ ଭାଗ- ୨||labanyabati written by kabi samrat||

Описание к видео କବି ସମ୍ରାଟଙ୍କ ରଚିତ ରୀତି ଯୁଗର ଅନନ୍ୟ କାବ୍ୟ ଲାବଣ୍ୟବତୀ ଭାଗ- ୨||labanyabati written by kabi samrat||

#kabi_samrat #Upendra_bhanja #labanyabati


■ ବର୍ତ୍ତମାନ ଆପଣମାନେ #କାବ୍ୟ_ଲାବଣ୍ୟବତୀ ର ଭାଗ-୨ ଦେଖୁଛନ୍ତି।
■ ଭାଗ-୧ ଦେଖିବା ପାଇଁ ଏହି ଲିଙ୍କକୁ କ୍ଲିକ୍ କରନ୍ତୁ।👉    • ||କବି ସମ୍ରାଟଙ୍କ ରଚିତ ରୀତି ଯୁଗର ଅନନ୍ୟ ...   👈


ଓଡ଼ିଆ ସାହିତ୍ୟ ରୀତିଯୁଗର ସର୍ବପ୍ରମୁଖ କବି ହେଉଛନ୍ତି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। କାବ୍ୟଶାସ୍ତ୍ର ଓ ଅଳଙ୍କାରଶାସ୍ତ୍ର ନିୟମାନୁସାରେ ଶବ୍ଦପାଣ୍ଡିତ୍ୟପୂର୍ଣ୍ଣ କାବ୍ୟ କବିତା ଲେଖିଥିବାରୁ କବି ସମ୍ରାଟ ଭାବେ ପରିଚିତ । ଏହାଙ୍କ ସବୁଠୁ ପ୍ରସିଦ୍ଧ ଗ୍ରନ୍ଥ ହେଉଛି ଇଷ୍ଟଦେବତା ରାମଙ୍କୁ ସମର୍ପିତ ବୈଦେହୀଶ ବିଳାସ ନାମକ ରାମକାବ୍ୟ । ଏହା ଛଡ଼ା ଅନେକ ଚଉପଦୀ, କେତେକ ଚଉତିଶା ଓ ଜଣାଣ ମଧ୍ୟ ରଚନା କରିଛନ୍ତି। କବି ସମ୍ରାଟ ଭଞ୍ଜ ପାଖାପାଖି ୫୨ ଗୋଟି କାବ୍ୟ ଲେଖିଥିବା ଏକାଧିକ ଗବେଷକଙ୍କ ଦ୍ୱାରା ସଂଗୃହୀତ ହୋଇଅଛି । ଏହା ମଧ୍ୟରୁ ମାତ୍ର ୨୦-୨୫ ଗୋଟି କାବ୍ୟ ଅଧୁନା ମୁଦ୍ରିତ ହେଉଛି । ଅନ୍ୟ କାବ୍ୟଗୁଡ଼ିକ ନଷ୍ଟ କିମ୍ବା ବିଲୁପ୍ତ ହୋଇଯାଇଅଛି । କେତେକ ଗ୍ରନ୍ଥର ପୋଥି ରହିଅଛି କିନ୍ତୁ ମୁଦ୍ରଣ ହେଉନାହିଁ ।

ରୀତି ଯୁଗୀୟ କାବ୍ୟ ଓ କବିମାନଙ୍କୁ ପିଢ଼ି ପିଢ଼ି ଧରି ବଞ୍ଚେଇରଖିବା ପାଇଁ ଆମର ଏ ଛୋଟିଆ ପ୍ରୟାସ। ଏହି ଅଧ୍ୟାୟରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚିତ ଲୋକପ୍ରିୟ କାବ୍ୟ "ଲାବଣ୍ୟବତୀ" ବିଷୟରେ ସଂକ୍ଷିପ୍ତ ବିବରଣୀ ଦିଆଯାଇଛି। ଆଗକୁ ମଧ୍ୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚିତ ବିଭିନ୍ନ କାବ୍ୟ, କବିତା,ଚଉପଦୀ ଓ ଚଉତିଶା ଇତ୍ୟାଦି ପ୍ରକାଶ ପାଇବା ସହିତ ଓଡ଼ିଶାର ରୀତି ଯୁଗୀୟ ବିଭିନ୍ନ କବିଙ୍କର ଜୀବନି ଓ ସେ ଲେଖିଥିବା ବିଭିନ୍ନ କାବ୍ୟ, କବିତା,ଜଣାଣ,ଚଉପଦୀ ଓ ଚଉତିଶା ଇତ୍ୟାଦି ପ୍ରକାଶ କରାଯିବ।

ଦର୍ଶକବନ୍ଧୁ, ଯଦି ଆମର ଏହି ଛୋଟ ପ୍ରୟାସଟି ଆପଣଙ୍କର ହୃଦୟର ଗଭିରତ୍ତମ ସ୍ଥାନକୁ ସ୍ପର୍ଶ କରିପାରିଛି ତାହାଲେ ଆପଣ ଆମର ଏହି ଭିଡିଓ ଟି କୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଓ ମତାମତ ବାକ୍ସରେ ଆପଣଙ୍କର ମତାମତ ଆମକୁ ଜଣାନ୍ତୁ।ଆଉ ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ ଆପଣ ଆମର ଏଇ ଚ୍ୟାନେଲକୁ subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।

||ଧନ୍ୟବାଦ||
••••••••••••••••••••••••••••••••••••••••••••••••••••••••••••••••••••••••••••••••••••••


ନିର୍ଦ୍ଦେଶନା- ଆଫ଼ତାବ୍ ହୋସେନ
ଉପସ୍ଥାପନା- ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର
କ୍ୟାମେରା- ରୋହନ ମହାପାତ୍ର
ଏଡିଟିଙ୍ଗ- ରୋହନ ମହାପାତ୍ର
ସହଯୋଗ- ଵୀର କଳିଙ୍ଗ ଟିମ୍ ର ସମସ୍ତ

ଆମକୁ ଯୋଗାଯୋଗ କରନ୍ତୁ- ୮୯୮୪୦୧୨୬୦୮


ଆମ ଓ୍ବେବସାଇଟ: https://virkalinga.in/


ଆମେ ଟେଲିଗ୍ରାମରେ ମଧ୍ୟ ଉପଲବ୍ଧ ଅଛୁ- https://t.me/Vir_Kaling 👈 କ୍ଲିକ୍ କରନ୍ତୁ।


ଆମକୁ ଇନଷ୍ଟାଗ୍ରାମ ରେ ଫଲୋ କରି,ଆମ ସହ ସିଧାସଳଖ କଥାବାର୍ତ୍ତା ହୁଅନ୍ତୁ- https://instagram.com/virkalinga?igsh... 👈 କ୍ଲିକ୍ କରନ୍ତୁ।


ଆମ ଫେସବୁକ ପେଜକୁ ଲାଇକ କରନ୍ତୁ ଓ ଆମ ସହ ଯୋଡିହୋଇ ରୁହନ୍ତୁ-   / virkalinga   👈 କ୍ଲିକ୍ କରନ୍ତୁ।


ଆମେ ଟୁଇଟରରେ ମଧ୍ୟ ଉପଲବ୍ଧ ଅଛୁ, ଆପଣ ଆମକୁ ଟୁଇଟରରେ ଫଲୋ କରି ଆମ ସହ ଯୋଗାଯୋଗରେ ରହିପାରିବେ- https://twitter.com/KalingaVir?s=09 👈 କ୍ଲିକ୍ କରନ୍ତୁ।



ଆମକୁ ମେଲ୍ କରନ୍ତୁ- [email protected]


ଓଡିଶାର ଐତିହ୍ୟ, ପରମ୍ପରା, ଇତିହାସ, ସଂସ୍କୃତି,ଲୋକକଳା ଏବଂ ଲୋକନୃତ୍ୟ ବିଷୟରେ ଜାଣିବା ପାଇଁ ଆମର ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଓ ଆମ ସହ ଯୋଡିହୋଇ ରୁହନ୍ତୁ।


ସୌଜନ୍ୟ- ବୀର କଳିଙ୍ଗ

••••••••••••••••••••••••••••••••••••••••••••••••••••••••••••••••••••••••••





















































































































































#Riti_juga #labanyabati #kabi_samrat #Upendra_bhanja #birabara #କବି_ସମ୍ରାଟ #ଶ୍ରେଷ୍ଠ_କବି #ଉପେନ୍ଦ୍ର_ଭଞ୍ଜ #ରୀତି_ଯୁଗ #କାବ୍ୟ #ରୀତି_ଯୁଗୀୟ_କବି #ବୀରବର #ଓଡିଆ_କାବ୍ୟ #ଓଡିଆ_କବିତା #ଓଡିଆ_କବି#Chilika_lake#ଚିଲିକା_ହ୍ରଦ#Vir_kalinga #ଵୀର_କଳିଙ୍ଗ #ଚିଲିକା #ହ୍ରଦ #କାଳୀଜାଇ #kalijai #odisha_tourist #ଓଡିଶା_ପର୍ଯ୍ୟଟକ #odisha #ଓଡିଶା#tourism_palce_odisha#ପର୍ଯ୍ୟଟନ_ସ୍ଥାନ_ଓଡିଶା#ଓଡି଼ଆ_ନବବର୍ଷ #ପଣାସଂକ୍ରାନ୍ତି#ମହାବିଷୁବସଂକ୍ରାନ୍ତି#odia_kabita#odia_kabi_o_kabita#jadumani_kabita#jadumani_rahasya#kabi_jadumani#jadumani_mahapatra #jadumani #rahasya #jadumani_rahasya #ଯଦୁମଣି_ମହାପାତ୍ର #ଯଦୁମଣି_ରହସ୍ୟ #ଭଞ୍ଜ#କବି_ସମ୍ରାଟ#ଉପେନ୍ଦ୍ର_ଭଞ୍ଜ#kabi_samrat_upandra_bhanja#jayjagannath #puri #jagannath#virkalinga #odisha#Utkal_Dibasa2020 #ଉତ୍କଳ_ଦିବସ #virkalinga #odisha #kalinga #kalinga_bir #utkal #kabi#Utkal_Dibasa2020 #ଉତ୍କଳ_ଦିବସ #virkalinga #odisha #kalinga #kalinga_bir #utkal #kabi #utkal_divash2020
#lalita_madhab #nila_madhab #kantilo ##jayjagannath #puri #jagannath#virkalinga #odisha#odia #srikhetra #konark#temple #god #bestpicture #religious#odissidance, #performance, #dance, #culture, #odissi, #oldestdance#bhubaneswar#bbsr #chilika#chilika_hrada #winter_season #kalijai #kalijai_tample#holi #dolaparba #dolapurnima #jagannath #dolabedi #dolajata #srimandira #rathyatra #puri #ହୋଲି #ଦୋଳପୂର୍ଣ୍ଣିମା #ଶ୍ରୀମନ୍ଦିର #ଦୋଳଯାତ #ଦୋଳବେଦୀ #ଦୋଳଗୋବିନ୍ଦ #ପୁରୀ#ଫଗୁଦଶମୀ #phagudasami#jayjagannath #puri #jagannath#virkalinga #odisha
#odia #srikhetra #konark#temple #god #bestpicture #religious#odissidance, #performance, #dance, #culture, #odissi, #oldestdance#bhubaneswar#bbsr
#village, #bhuban#largestvillage#villagers #odissidance, #performance, #dance, #culture, #odissi, #oldestdance#bhubaneswar#bbsr#Ranabhuin #Ranapur #Vir_kalinga #Nayagrth #ରଣଭୂଇଁ #ରଣପୁର #ଵୀର_କଳିଙ୍ଗ #maninageswari #maninaga #asura_kumari #ନୟାଗଡ଼ #ମଣିନାଗେଶ୍ବରୀ #ମା_ମଣିନାଗ #ଅସୁର_କୁମାରୀ

Комментарии

Информация по комментариям в разработке