ମାଟି ତଳୁ ପାଣି ଚୋରି- ବିଲଡରଙ୍କୁ ସାଢେ 3 କୋଟିର ତଣ୍ଡ | Central Ground Water Board | Trident Galaxy | OR

Описание к видео ମାଟି ତଳୁ ପାଣି ଚୋରି- ବିଲଡରଙ୍କୁ ସାଢେ 3 କୋଟିର ତଣ୍ଡ | Central Ground Water Board | Trident Galaxy | OR

ମାଟି ତଳୁ ପାଣି ଚୋରି। ଅର୍ଥାତ ଭୂତଳ ଜଳ ଚୋରି।ବିନା ଅନୁମତିରେ ଅର୍ଥାତ ଏନଓସି ନନେଇ ମାଟି ତଳ ପାଣି ଚୋରି କରିଥିବା ଅଭିଯୋଗରେ ଟ୍ରାଇଡେଣ୍ଟ ପ୍ରପର୍ଟିଜ୍ ପ୍ରାଇଭେଟ୍ ଲିମିଟେଡ୍ ଉପରେ ପଡ଼ିଛି 3 କୋଟି 56 ଲକ୍ଷ ଟଙ୍କାର ପରିବେଶ କ୍ଷତି ପୂରଣ ଶୁଳ୍କ। ମେ 7 ତାରିଖରେ ଭୁବନନେଶ୍ବର ଖଣ୍ଡଗିରିରେ ଅବସ୍ଥାପିତ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ରାଜ୍ୟସ୍ତରୀୟ ଶାଖା ଏଭଳି ନୋଟିସ୍ ହୋଇଛି।


ମାଟି ତଳୁ ପାଣି ଚୋରି- ବିଲଡରଙ୍କୁ ସାଢେ 3 କୋଟିର ତଣ୍ଡ | Central Ground Water Board | Trident Galaxy | Odisha Reporter

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #GroundWater #odisha #news #TridentGalaxy #Bhubaneswar #odishareporter

Комментарии

Информация по комментариям в разработке