It is hard task for both CP and DCP to save the image of state | The Quiver

Описание к видео It is hard task for both CP and DCP to save the image of state | The Quiver

#ଧୋଇ_ପାରିବେ_ତ_ଓଡ଼ିଶା_କଳଙ୍କ
ରାଜଧାନୀ ପୋଲିସର ଅପାରଗତା ପାଇଁ ସାରା ରାଜ୍ୟ କଳଙ୍କିତ ହୋଇଯାଇଛି । ଜାତୀୟ ଓ ଅର୍ନ୍ତଜାତିକ ସ୍ତରରେ ଓଡ଼ିଶାର ଭାବମୂର୍ତ୍ତୀ ମଳିନ ପଡ଼ିଯାଇଛି । ନୂଆ ବିଜେପି ସରକାର ବା ମୋହନ ସରକାରଙ୍କ ଛବି କଳା ହୋଇଯାଇଛି । ରାଜଧାନୀର ଭରତପୁର ଥାନାରେ ଘଟିଥିବା ଜଘନ୍ୟ କାଣ୍ଡ ବ୍ୟତୀତ ଫ୍ଲାଟରେ ପଶି ଗଣଦୁଷ୍କର୍ମ କରିବା ଭଳି ଘଟଣା ପୋଲିସ ଉପରେ ଥିବା ଭରସାକୁ ଭାଙ୍ଗି ଦେଇଛି । ରାଜଧାନୀରେ ବାରମ୍ବାର ଏପରି ଘଟଣା କମିଶନରେଟ ପୋଲିସକୁ ଅପାରଗ ସଜାଇ ଦେଇଛି । ଏହି ସ୍ଥିତିରେ ମୋହନ ସରକାର ପୋଲିସ କମିଶନର ଓ ଡେପୁଟୀ କମିଶନରଙ୍କୁ ବଦଳି କରିଦେଇଛନ୍ତି । ଏବେ ଦାୟିତ୍ୱ ନେଇଛନ୍ତି ନୂଆ କମିଶନର ଦେବଦତ୍ତ ସିଂହ । ଡିସିପି ପିନାକ ମିଶ୍ର ।
#thequiver #thequivernews #odishapolitics #odishanews #latest #update #cmo #pmo #bjpodisha #bjpgovernment #cmmohanmajhi #bhubaneswar #newdcp #newcp #bharatpurpolice #bharatpurapolicestation #pinakmishra
THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
Get Touch With Us!
--------------------------
Subscribe "THEQuiverNews" in YouTube!    / @thequivernews  
Like us in Facebook:   / thequiverofficial  
Follow us in Instagram:   / thequivernews  
Follow us in Twitter:   / thequivernews  
Visit our website: https://thequiver.in/
Follow us in LinkedIn:   / thequivernews  
#thequiver #thequivernews #odishapolitics

Комментарии

Информация по комментариям в разработке