ଶେଷ ସମୟରେ ଭଗବାନଙ୍କୁ ଡାକନ୍ତି କାହିଁକି II ଶ୍ରୀମଦ୍ ଭାଗବତ ପରାୟଣ ଓ ପ୍ରବଚନ II ପ୍ରବକ୍ତା-ସତ୍ୟାନନ୍ଦ ଦାସ

Описание к видео ଶେଷ ସମୟରେ ଭଗବାନଙ୍କୁ ଡାକନ୍ତି କାହିଁକି II ଶ୍ରୀମଦ୍ ଭାଗବତ ପରାୟଣ ଓ ପ୍ରବଚନ II ପ୍ରବକ୍ତା-ସତ୍ୟାନନ୍ଦ ଦାସ

ଶେଷ ସମୟରେ ଭଗବାନଙ୍କୁ ଡାକନ୍ତି କାହିଁକି II ଶ୍ରୀମଦ୍ ଭାଗବତ ପରାୟଣ ଓ ପ୍ରବଚନ II ପ୍ରବକ୍ତା-ସତ୍ୟାନନ୍ଦ ଦାସ

ପ୍ରଭୁ ଶ୍ରୀ ଜଗନ୍ନାଥ ସମଗ୍ର ବିଶ୍ୱ ତଥା ଆମ ଓଡ଼ିଆ ମାନଙ୍କର ପୂଜ୍ୟ ଦେବତା I କାହିଁ ଅନନ୍ତ କାଳରୁ ପ୍ରଭୁ ପୂଜା ପାଉଛନ୍ତି ଆମ ଓଡିଶା ମାଟିର ପୁରୀ ଧାମରେ I ଯେପରି ବଡ ତାଙ୍କ ହୃଦୟ ସେହିପରି, ବଡ ତାଙ୍କ ଦେଉଳ, ବଡ ତାଙ୍କ ସଂସ୍କୃତି, ବଡ ତାଙ୍କ ଏଇତିହ, ଓ ବଡ ତାଙ୍କ ପରମ୍ପରା I ସେଇ ବଡ ଠାକୁର, କାଳିଆ ଠାକୁର, ଚକାନୟନ, ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭକ୍ତି ଅନୁଗ୍ରହରେ, ଆମେ ଭେଟି ଦେଉଛୁ ଓଡ଼ିଶାର ଅଗଣିତ ଦର୍ଶକ ମାନଙ୍କ ପାଇଁ "WC BHAKTI " ପ୍ରଥମ ଅଧାତ୍ମିକ ୟୁ ଟ୍ୟୁବ ଚାନେଲ । ଯେଉଁଥିରେ ଆପଣ ମାନେ ପାଇପାରିବେ ବୁଡ଼ି ଯାଉଥିବା କଳା ଓ ଲୋକ ସଂକୃତି ର ପୁନଃ ଉଦ୍ଧାର ପାଇଁ କିଭଳି ଭାବରେ ପୁଣିଥରେ ଲୋକଙ୍କ ମଧ୍ୟରେ ଉଜିବିତ ରହିବ ଓ ପୁନଃ ଉଦ୍ଧାର ହେଇପାରିବ ଏଥି ପାଇଁ ଆମର ଏ ପ୍ରୟାସ ଜାରି ରହିଛି I। ତେବେ ଆମ ଚାନେଲ " WC BHAKTI" କୁ ସବସକ୍ରIଇବ କରନ୍ତୁ ଓ ବେଲ ବଟନକୁ ପ୍ରେସ କରନ୍ତୁ ଯାହାଦ୍ୱାରା ଆପଣ ପାଇପାରିବେ ସମସ୍ତ ଭିଡିଓ ସହଜରେ । ଧନ୍ୟବାଦ

✽ Prabakta- Satyananda Das
✽ Arranger - SHREE SHREE UTTARESWARA MAHADEV , PODARUAA , BALIKUDA , JAGATSINGHPUR
✽ Concept , Screen Play - Manas
✽ Dop - Abhaya , Prasanjit
✽ Edited By: WC BHAKTI

other social links
Instagram -   / wcbhakti  
Facebook -   / wcbhakti  
Youtube -    / @wcbhakti  

#wcbhakti #ସତ୍ୟାନନ୍ଦଦାସ #ଶ୍ରୀମଦ୍ଭାଗବତପାରାୟଣ #ପ୍ରବଚନ #jagannathstory #anubhutirejagannath #anubhutireshreejagannath #anubhutirethakura #jagannathmahima #jagannathpuri #anubhutirethakura #shreejagannathmahima #odia

Комментарии

Информация по комментариям в разработке