ରେଭେନ୍ସାଙ୍କ ଇତିହାସ ଖୋଲିଦେଲେ ନଟବର | Ravenshaw Name Change Issue | Pro. Natabar Satapathy | OR

Описание к видео ରେଭେନ୍ସାଙ୍କ ଇତିହାସ ଖୋଲିଦେଲେ ନଟବର | Ravenshaw Name Change Issue | Pro. Natabar Satapathy | OR

ରେଭେନ୍ସା ବିଶ୍ଵବିଦ୍ୟାଳୟର ନାଁ ପରିବର୍ତ୍ତନ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାମର୍ଶ ପରେ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଏଥିରେ ଅନେକ ଅସହମତ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସେହିପରି ଅନେକ ବ୍ୟକ୍ତି ନାଁ ପରିବର୍ତ୍ତନ ସପକ୍ଷରେ ମଧ୍ୟ ଯୁକ୍ତି ବାଢ଼ିଛନ୍ତି । ଏହାରି ଭିତରେ ରେଭେନ୍ସାଙ୍କ ସମ୍ପୂର୍ଣ୍ଣ ଇତିହାସ କହିଛନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଧ୍ୟାପକ ନଟବର ଶତପଥୀ । ଶୁଣନ୍ତୁ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ କାହିଁକି ରେଭେନ୍ସାଙ୍କ ନାଁରେ ହୋଇଥିଲା ।


ରେଭେନ୍ସାଙ୍କ ଇତିହାସ ଖୋଲିଦେଲେ ନଟବର | Ravenshaw Name Change Issue | Pro. Natabar Satapathy | Odisha Reporter
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #Natabarsatapathy #Cuttack #Ravenshawissue

Комментарии

Информация по комментариям в разработке