ଭୁଶୁଡ଼ିଲା 5 ମହଲା କୋଠାର ଛାତ, ଚାପି ହୋଇ ରହିଛନ୍ତି ଶ୍ରମିକ | Odisha Reporter

Описание к видео ଭୁଶୁଡ଼ିଲା 5 ମହଲା କୋଠାର ଛାତ, ଚାପି ହୋଇ ରହିଛନ୍ତି ଶ୍ରମିକ | Odisha Reporter

ଢେଙ୍କାନାଳରେ ବଡ଼ ଧରଣର ଅଘଟଣ । ଭୁଶୁଡ଼ିଲା ନିର୍ମାଣାଧିନ ବିରାଟକାୟ ପାଞ୍ଚ ମହଲା କୋଠାର ଛାତ । କିଛି ମାସ ହେବ ଅତ୍ୟାଧୁନିକ ହୋଟେଲ ପାଇଁ ୫ମହଲା କୋଠା ନିର୍ମାଣ କାର୍ଯ୍ୟ ଚାଲୁଥିଲା । ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ପଞ୍ଚାବନ ନମ୍ବର ଜାତୀୟ ରାଜପଥ କଡ଼ରେ ଏହି ହୋଟେଲ ନିର୍ମାଣ କାମ ଚାଲିଥିଲା । ଛାତ ଭୁଶୁଡି ପଡିବା ପରେ କିଛି ଶ୍ରମିକ ଭଗ୍ନାଂଶ ତଳେ ଚପି ରହିଥିବା କୁହାଯାଉଛି ।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #Collapse #Buidling #dhenkanal

Комментарии

Информация по комментариям в разработке