ପଶ୍ଚିମ ଓଡ଼ିଶାର ଲୋକ୍‌ଗୀତ୍‌, ହଲିଆ ଗୀତ୍‌ର ସୁପରଷ୍ଟାର ଦିଲୀପ୍ ଦୀପ୍

Описание к видео ପଶ୍ଚିମ ଓଡ଼ିଶାର ଲୋକ୍‌ଗୀତ୍‌, ହଲିଆ ଗୀତ୍‌ର ସୁପରଷ୍ଟାର ଦିଲୀପ୍ ଦୀପ୍

ଗୁଁନଚା ମୂଷା ଆମ୍ପରି ଦେବା ଗାଲକେ, ତମର ବାଁକ ସୁଉଁତିଆ, ଚକାବେନୀକେ ଭୁଲି ନାଇଁ ହେଇନ ଲେଖେଁ ସୁପରହିଟ୍ ଗୀତ୍‌କେ ଜନମ୍ ଦେଇଛନ୍ ଦିଲୀପ୍ ଦୀପ୍ । ଯେନ୍ ହଲିଆ ଗୀତ୍‌ମାଦେ ଧୀରେ ଧୀରେ ହଜବାରକେ ଲାଗଲାନ ସେ ସବୁକେ ଫେର୍ ଘାଏ ଲୋକମାନକଁର ପାଶେ ପୁହୁଁଚାବାର ଗୁଟେ ଚେଷ୍ଟା କରିଛନ୍ ସେ । ଶଲାବୁଢା ଫିଲ୍ମନେ ତାକଁର ଲେଖା ଗୀତ୍ ଜାଗା ପାଇଥିବାର ବେଲକେ ଦର୍ଶକ୍ ଭିଲ୍ ବହୁତ୍ ପସନ୍ଦ କରିଥିଲେ । ଆମର ସମ୍ବଲପୁରୀ କଲା, ସଂସ୍କୃତିର ଝଲକ୍ ତାକଁର ଲେଖାନେ ଦେଖବାର ଲାଗି ମିଲିଥିସି । ଯୁଆନ୍ ମାନକଁର ଭିତରେ ଭିଲ୍ ତାକଁର ଗୀତ୍ ବହୁତ୍ ହିଟ୍ ରହିଛେ । ତାକଁର କଲାକାର ଜୀବନ୍‌, ଗୀତ୍ ଲେଖା ଇ ସବୁ ବାବଦେ ବହୁତ୍ ଲୋକ୍ ନାଇଁ ଜାନିଥିବେ । ପହରାର ଆଜିର ଭିଡିଓନେ ଦିଲୀପକଁର ମୁହୁଁନୁ ଜାନମା ତାକଁର ବାବଦେ ।

About Us!
ପହରା, ଆମର ସମିଆ ଆର ସମାଜର ଦର୍ପନ।
ଆମର ତିହାର ବାହାରର ଉସନାଖି,
ଆମରଘର,ପରିବାର ଆର ସମ୍ପର୍କର ଗହକି।
ପହରା, ଆମର ଉଷତ ଆନନ୍ଦର କଥାନି।
ଆମର ଭାଷାଥି, ଆମକୁ କହେବେ ଆମର ନନୀ।
ଆମର ଗାନା ବାଜନା, ଆମର ତିହାର ବରପନ, ଆମର ଗାଁ ମା ଆରୁ ଭାଇ ବହେନକର କଥା।
ଆମର ନନୀ ମାନେ ଆମକୁ ବାଟ ଦେଖାବେ ଆରୁ ଆମକୁ ଶୂନାବେ ଆମର ଭାଷାଥି ଦୁନିଆଁ ଯାକର ଖବର।
ପହରା, ଆମର ନୂଆ ଜୀବନ ଆରୁ ନୂଆ ସପନର ପ୍ଲାଟଫର୍ମ। ଆଗକେ ବଢବାର ଲାଗି ପହରା ଆମର ସିଡି ।
ପହରା ଆମର କଥା, ତୁମର କଥା, ଆମର ସମକର କଥା। ଆମର ସମିଆର ସବୁଠୁ ସୁନ୍ଦର କଥା।
ଆମେ ଠିଆ ହେମୁ ଆପନମାନଙ୍କର ସୁଖ ଆର ଦୁଖ ଥି। ଆମେ ଆମର ଭାଷା ଆର ସଂସ୍କୃତିର ପହରାଦାର ହୋଇ କରି
ସବୁବେଲେ ଠିଆ ହେମୁ ଆପଣଙ୍କର ସାଙ୍ଗେ।
ପହରା, ଆମର ଭାଷାଥି ଆମର ତୁଲସୀ ଚଉରା।

Subscriber If you are watching this video on Youtube, Like/Follow our page if you are watching this on Facebook and stay connected with Awesome Sambalpuri Videos!

Contact Us:- [email protected] If you finds your content in our videos!

Thanks & Regards
www.Paharaa.com
#ସମାଜ​ #ସଂସ୍କୃତି​ #ସମାଚାର

Комментарии

Информация по комментариям в разработке