ଧାମନଗରରେ ନେତାଙ୍କ ମୁଖା ଖୋଲିଦେଲେ ଜନତା | Dhamnagar Voter's Reaction | Election 2024 | Odisha Reporter

Описание к видео ଧାମନଗରରେ ନେତାଙ୍କ ମୁଖା ଖୋଲିଦେଲେ ଜନତା | Dhamnagar Voter's Reaction | Election 2024 | Odisha Reporter

ନେତାଙ୍କ ଅସଲ ଚେହେରାକୁ ପଦାରେ ପକାଇଲେ ଭୋଟର । ଭୋଟ ପୂର୍ବରୁ ଜମୁଛି ଖଟି । ଉପ-ନିର୍ବାଚନରେ ହାରିଲା ବିଜେଡି, କର୍ମୀ କହିଦେଲେ କଣ ପାଇଁ ହାରିଲା ଦଳ ? ସେପଟେ ବିଧାୟକ ହେବାପରେ ସୂର୍ଯ୍ୟବଂଶୀ କିଛି କରିନଥିବା ଅଭିଯୋଗ ଆଣିଲେ ବିଜେଡି କର୍ମୀ । ବିଜେପି କର୍ମୀ କହିଲେ ଯାହା କରିଛନ୍ତି ସୂର୍ଯ୍ୟବଂଶୀ ।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#DhamnagarMood #VioterView #OdishaElection #PoliticalKhati #SurjyabansiSuraj #SanjayDash #Bhadrak #OdishaReporter #VotersReaction

Комментарии

Информация по комментариям в разработке