ଯାନବାହନରେ ଯାତ୍ରା କରିବା ବେଳେ ବାନ୍ତି ହେଉଛି କି? | Motion Sickness, in Odia | Dr Swastik Acharya

Описание к видео ଯାନବାହନରେ ଯାତ୍ରା କରିବା ବେଳେ ବାନ୍ତି ହେଉଛି କି? | Motion Sickness, in Odia | Dr Swastik Acharya

#MotionSickness #OdiaHealthTips

କେତେକ ଲୋକଙ୍କର ଯାତ୍ରା କରିବା ବେଳେ ବାନ୍ତି ହେବା, ମୁଣ୍ଡ ବିନ୍ଧିବା ଭଳି ଲକ୍ଷଣ ଦେଖାଦିଏ, ଯାହାକୁ ମୋସନ୍‌ ସିକ୍‌ନେସ୍‌ କୁହାଯାଏ। ଏହା ହେବାର କାରଣ କ’ଣ? ଏହାକୁ ରୋକିବା କିପରି? ଆସନ୍ତୁ, ଭେଷଜ ରୋଗ ବିଶେଷଜ୍ଞ ଡାକ୍ତର ସ୍ୱସ୍ତିକ୍‌ ଆଚାର୍ଯ୍ୟଙ୍କଠାରୁ ଅଧିକ ଜାଣିବା।

ଏହି ଭିଡିଓରେ ରହିଛି,

ମୋସନ୍‌ ସିକ୍‌ନେସ୍‌ ବା ଯାତ୍ରା କରିବା ବେଳେ ବାନ୍ତି ହେବା (0:00)
ମୋସନ୍‌ ସିକ୍‌ନେସ୍‌ର କାରଣ (1:00)
କେଉଁମାନଙ୍କୁ ଏହି ସମସ୍ୟା ଅଧିକ ହୋଇଥାଏ? (2:25)
ମୋସନ୍‌ ସିକ୍‌ନେସ୍‌ର ଚିକିତ୍ସା (3:06)

Motion sickness is a condition where individuals experience nausea, dizziness, and discomfort when exposed to movement, such as during travel in cars, boats, or planes. It occurs when there is a mismatch between the visual and vestibular (inner ear) signals perceived by the brain. How to treat Motion Sickness? Let's know more from Dr Swastik Acharya, a Medicine Specialist.

In this Video,

What is Motion Sickness? in Odia (0:00)
What causes Motion Sickness? in Odia (1:00)
Who is at risk of developing Motion Sickness? in Odia (2:25)
Treatment of Motion Sickness, in Odia (3:06)

Subscribe Now & Live a Healthy Life!

ସ୍ଵାସ୍ଥ୍ୟ ପ୍ଲସ୍‌ ନେଟ୍‌ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍‌ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।

Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.

ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।

ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!

For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).

For feedback and business inquiries, contact Swasthya Plus Odia at [email protected]

Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

Комментарии

Информация по комментариям в разработке