Logo video2dn
  • Сохранить видео с ютуба
  • Категории
    • Музыка
    • Кино и Анимация
    • Автомобили
    • Животные
    • Спорт
    • Путешествия
    • Игры
    • Люди и Блоги
    • Юмор
    • Развлечения
    • Новости и Политика
    • Howto и Стиль
    • Diy своими руками
    • Образование
    • Наука и Технологии
    • Некоммерческие Организации
  • О сайте

Скачать или смотреть ଉନ୍ମୋଚିତ ହେଲା ସାପ୍ତାହିକ ସମ୍ବାଦପତ୍ର ‘ଜନବାର୍ତ୍ତା’ ଏବଂ ଡିଜିଟାଲ୍ ଚ୍ୟାନେଲ ଲୋକାର୍ପିତ | Janabartta

  • Janabartta
  • 2026-02-23
  • 134
ଉନ୍ମୋଚିତ ହେଲା ସାପ୍ତାହିକ ସମ୍ବାଦପତ୍ର ‘ଜନବାର୍ତ୍ତା’ ଏବଂ ଡିଜିଟାଲ୍ ଚ୍ୟାନେଲ ଲୋକାର୍ପିତ | Janabartta
  • ok logo

Скачать ଉନ୍ମୋଚିତ ହେଲା ସାପ୍ତାହିକ ସମ୍ବାଦପତ୍ର ‘ଜନବାର୍ତ୍ତା’ ଏବଂ ଡିଜିଟାଲ୍ ଚ୍ୟାନେଲ ଲୋକାର୍ପିତ | Janabartta бесплатно в качестве 4к (2к / 1080p)

У нас вы можете скачать бесплатно ଉନ୍ମୋଚିତ ହେଲା ସାପ୍ତାହିକ ସମ୍ବାଦପତ୍ର ‘ଜନବାର୍ତ୍ତା’ ଏବଂ ଡିଜିଟାଲ୍ ଚ୍ୟାନେଲ ଲୋକାର୍ପିତ | Janabartta или посмотреть видео с ютуба в максимальном доступном качестве.

Для скачивания выберите вариант из формы ниже:

  • Информация по загрузке:

Cкачать музыку ଉନ୍ମୋଚିତ ହେଲା ସାପ୍ତାହିକ ସମ୍ବାଦପତ୍ର ‘ଜନବାର୍ତ୍ତା’ ଏବଂ ଡିଜିଟାଲ୍ ଚ୍ୟାନେଲ ଲୋକାର୍ପିତ | Janabartta бесплатно в формате MP3:

Если иконки загрузки не отобразились, ПОЖАЛУЙСТА, НАЖМИТЕ ЗДЕСЬ или обновите страницу
Если у вас возникли трудности с загрузкой, пожалуйста, свяжитесь с нами по контактам, указанным в нижней части страницы.
Спасибо за использование сервиса video2dn.com

Описание к видео ଉନ୍ମୋଚିତ ହେଲା ସାପ୍ତାହିକ ସମ୍ବାଦପତ୍ର ‘ଜନବାର୍ତ୍ତା’ ଏବଂ ଡିଜିଟାଲ୍ ଚ୍ୟାନେଲ ଲୋକାର୍ପିତ | Janabartta

ଉନ୍ମୋଚିତ ହେଲା ସାପ୍ତାହିକ ସମ୍ବାଦପତ୍ର ‘ଜନବାର୍ତ୍ତା’ ଏବଂ ଡିଜିଟାଲ୍ ଚ୍ୟାନେଲ ଓ ୱେବ୍ ପୋର୍ଟାଲ ଲୋକାର୍ପିତ | Janabartta

Welcome to Janabartta – The Voice of the People
In a world where information moves fast, Janabarta stands for clarity, truth, and responsibility. Our channel is dedicated to delivering accurate, unbiased, and timely news that matters to you. From local headlines to national developments and global affairs, Janabartta brings every important story straight to your screen.
At Janabartta, we believe news is not just about events — it’s about people. We focus on real issues, real voices, and real impact. Our mission is to inform, educate, and empower viewers with facts that help them stay aware and make informed decisions.
--------------------------
ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକଙ୍କ ଦ୍ୱାରା ବହୁ ପ୍ରତିକ୍ଷିତ ସ୍ୱାଭିମାନୀ ଓଡ଼ିଆଙ୍କ ସ୍ୱର ‘ଜନବାର୍ତ୍ତା’ ସାପ୍ତାହିକ ସମ୍ୱାଦପତ୍ର ଉନ୍ମୋଚନ ଏବଂ ଡିଜିଟାଲ ଚ୍ୟାନେଲ ଓ ୱେବ୍ ପୋର୍ଟାଲର ଲୋକାର୍ପଣ ଗତକାଲି ଭାରତୀୟ ବିଦ୍ୟା ଭବନ ଭୁବନେଶ୍ୱରଠାରେ ମହାସାମରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଇଷ୍ଟର୍ଣ୍ଣ ମିଡିଆର ଅଧ୍ୟକ୍ଷ ସୌମ୍ୟ ରଂଜନ ପଟ୍ଟନାୟକ ଉଦ୍ଘାଟକ ଭାବେ ଯୋଗ ଦେଇ ।ପ୍ତାହିକ ଖବରକାଗଜ ସାହସ କରି ପ୍ରକାଶ କରିବା କିଛି କମ କଥା ନୁହେଁ । ବରଂ ସାହସିକ ପଦକ୍ଷେପ । ଓଡ଼ିଶା ଭଳି ଧନୀ ରାଜ୍ୟରେ ଓଡ଼ିଆ ଲୋକ ଗରିବ କାହିଁକି ବୋଲି ଜନବାର୍ତ୍ତା ପ୍ରଶ୍ନ କରିବା ପାଇଁ ସାହସ ରଖୁ ବୋଲି ଆହ୍ୱାନ ଦେଇଥିଲେ । ସେହିପରି ଆଉଟ୍ ଲୁକର ପୂର୍ବତନ ସମ୍ପାଦକ ରୁବେନ ବାନାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି କି “ଓଡ଼ିଶା ମୋର ପରୀକ୍ଷାଗାର ଏବଂ ମୁଁ ସବୁବେଳେ ପରୀକ୍ଷା ଦେଉଛି । ବିଜୟ ବାବୁ ଏଇ ଯେଉଁ ଖବର କାଗଜ ପ୍ରକାଶ କରିଛନ୍ତି, ବହୁତ ଭଲ କଥା । କିନ୍ତୁଏବେ ମେଡ଼ିଆ ବିପଦରେ ଓ ଏହାର କଣ୍ଠରୋଧ କରାଯାଉଛି । ତେଣୁ ସତ୍ୟ ଛାପିବାକୁ ସାହାସ ଦରକାର । ସେହିଭଳି ଜନବାର୍ତ୍ତାର ସଂସ୍ଥାପକ ବିଜୟ କୁମାର ପଟ୍ଟନାୟକ କହିଥିଲେ କି, ଜନତାଙ୍କ ସ୍ୱର ହେବ ଜନବାର୍ତ୍ତା । ଲୋକଙ୍କ ମଧ୍ୟରେ ଜନ ଜାଗରଣ ସୃଷ୍ଟି କରିବା ଜନବାର୍ତ୍ତାର ଆଭିମୁଖ୍ୟ
ସେହିପରି ଅନ୍ୟତମ ଅତିଥି ଭାବେ ଅବସରପ୍ରାପ୍ତ ରାଷ୍ଟ୍ରଦୂତ ମଳୟ ମିଶ୍ର ଯୋଗ ଦେଇ କହିଥିଲେ କି, “ଓଡ଼ିଆ ସ୍ୱାଭିମାନ ସୁରକ୍ଷା ପାଇଁ ସମସ୍ତେ ଲଢେଇ କରିବା ଜରୁରୀ । କେବଳ କଥାର ନୁହେଁ, ବାସ୍ତବରେ ତାହା ପ୍ରତିଫଳନ ହେବା ଆବଶ୍ୟକ ଏବଂ ତାହା ହିଁ ଅସଲ ଅସ୍ମିତା ।
ଭାରତୀୟ ବିଦ୍ୟା ଭବନଠାରେ ଆୟୋଜିତ ବରିଷ୍ଠ ସାମ୍ବାଦିକ ରବି ଦାସଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ‘ଜନବାର୍ତ୍ତା’ର ସମ୍ପାଦକ ଶୁଭେନ୍ଦୁ୍ର ରାୟମହାପାତ୍ର ପ୍ରଥମେ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହା ପରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । କଣ୍ଠ ଶିଳ୍ପୀ ଅନିନ୍ଦିତା ଦାଶ ଜାତୀୟ ସଙ୍ଗୀତ ବନେ୍ଦ ଉକ୍ରଳ ଜନନୀ ଗାନ କରାଯାଇଥିଲା । ଏହା ପରେ ଅନୁଷ୍ଠାନ ପକ୍ଷରୁ ଅତିଥିମାନଙ୍କୁ ଉପଢୌକନ ସହ ଫୁଲତୋଡ଼ା ଦେଇ ସମ୍ବଦ୍ଧିତ କରାଯାଇଥିଲା । ଏହା ପରେ ଅତିଥିମାନଙ୍କ ଦ୍ୱାରା ଖବରକାଗଜ ଜନବାର୍ତ୍ତା ଓ ଡିଜିଟାଲ ଚ୍ୟାନେଲ ଉେନ୍ମୋଚିତ ହୋଇଥିଲା । ଏହା ପରେ ପ୍ରକାଶକ ଶାରଦା ପ୍ରସନ୍ନ ସ୍ୱାଇଁ ଖବର ଛାପିବାରେ କୌଣସି ସାଲିସ କରାଯିବ ନାହିଁ ବୋଲି କହିବା ସହ ସମ୍ପାଦକ ଶୁଭେନ୍ଦୁ ରାୟମହାପାତ୍ର ସମ୍ବାଦ ପରିବେଷଣରେ ନିରପେକ୍ଷତାକୁ ନେଇ ଅନେକ ମତ ଦେଇଥିଲେ । ଶେଷରେ ବରିଷ୍ଠ ସାମ୍ବାଦିକ ପ୍ରମୋଦ ସାମନ୍ତରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାରା ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ପ୍ରତିନିଧିମାେନେ ଯୋଗ ଦେଇ ଖବରକାଗଜର ସଫଳ କାମନା କରିଥିଲେ । ବୁ୍ୟରୋ ରିପୋର୍ଟ,ଜନବାର୍ତ୍ତା
-------------------------
🔔 *Subscribe to our Channel:*
   / @janabartta_news  

👇 *Stay Connected with Us on Social Media:*
*Instagram*
  / janabarta_thenews  
*Facebook Page*
https://www.facebook.com/profile.php?...
-------------------------------
#Janabartta #OdiaNews #BreakingNews #OdishaNews #latestnews #Janabarta,#OdiaNewspaper,#WeeklyJanabarta,#OdiaNews,#JanabartaWeekly

Комментарии

Информация по комментариям в разработке

Похожие видео

  • Bijay Kumar Patnaik Full Speech | ଜନ ଜାଗରଣ ସୃଷ୍ଟି କରିବା ଜନବାର୍ତ୍ତାର ଆଭିମୁଖ୍ୟ | Janabartta
    Bijay Kumar Patnaik Full Speech | ଜନ ଜାଗରଣ ସୃଷ୍ଟି କରିବା ଜନବାର୍ତ୍ତାର ଆଭିମୁଖ୍ୟ | Janabartta
    2 дня назад
  • ସୁର, ପ୍ରସନ୍ନଙ୍କ ଫିଟ୍‌ସେନ୍‌ ସିକ୍ରେଟ୍ |Health Conclave |Suresh Routray |Prasanna Pattsani |News18 Odia
    ସୁର, ପ୍ରସନ୍ନଙ୍କ ଫିଟ୍‌ସେନ୍‌ ସିକ୍ରେଟ୍ |Health Conclave |Suresh Routray |Prasanna Pattsani |News18 Odia
    7 дней назад
  • ଭୋକ ଆଗରେ ହାର ମାନିଲା ପାଠ: ବଲାଙ୍ଗୀରରେ ମାଟ୍ରିକ ପରୀକ୍ଷା ଦେଲେନି ୭୦୯ ଛାତ୍ରଛାତ୍ରୀ | Janabartta
    ଭୋକ ଆଗରେ ହାର ମାନିଲା ପାଠ: ବଲାଙ୍ଗୀରରେ ମାଟ୍ରିକ ପରୀକ୍ଷା ଦେଲେନି ୭୦୯ ଛାତ୍ରଛାତ୍ରୀ | Janabartta
    2 часа назад
  • Did BJP‘s Internal Rift Leave its firebrand MP Aparajita Helpless? Letter Khorda SP Sparks the Row
    Did BJP‘s Internal Rift Leave its firebrand MP Aparajita Helpless? Letter Khorda SP Sparks the Row
    3 дня назад
  • Special Story: Bride Flees with Lover in Gunpoint Drama Midway from In-Laws' House After Wedding
    Special Story: Bride Flees with Lover in Gunpoint Drama Midway from In-Laws' House After Wedding
    4 дня назад
  • Behind The Laughter Gyan Tadaka Real Story :Otv Podcast
    Behind The Laughter Gyan Tadaka Real Story :Otv Podcast
    4 дня назад
  • ପାଣ୍ଡିଆନଙ୍କ କଥା କହିଲେ.... News desk interview With Arvind Mohapatra | Manas Dash | Odia News
    ପାଣ୍ଡିଆନଙ୍କ କଥା କହିଲେ.... News desk interview With Arvind Mohapatra | Manas Dash | Odia News
    3 дня назад
  • ଶାଶୁ କହୁଛନ୍ତି, ଡିମାଣ୍ଡ ଟଙ୍କା ଦେଲେ ହିଁ ସ୍ବାମୀ ସହିତ ଶୋଇବୁ ! Wife allegations against Husband & in-law.
    ଶାଶୁ କହୁଛନ୍ତି, ଡିମାଣ୍ଡ ଟଙ୍କା ଦେଲେ ହିଁ ସ୍ବାମୀ ସହିତ ଶୋଇବୁ ! Wife allegations against Husband & in-law.
    3 дня назад
  • ଶୁଣିଲେ ଶୁଣୁଥିବେ... | EP - 143 | Podcast With Viral Baba Asit Jena
    ଶୁଣିଲେ ଶୁଣୁଥିବେ... | EP - 143 | Podcast With Viral Baba Asit Jena
    2 недели назад
  • Миллиарды для Алины. Царский подарок Владимира Путина
    Миллиарды для Алины. Царский подарок Владимира Путина
    7 часов назад
  • Арест военных в Украине / Обращение Киева к Москве
    Арест военных в Украине / Обращение Киева к Москве
    13 часов назад
  • Lunar Eclipse on Dola Purnima: Know Grahan Timings, Paak Tyaag & Zodiac Impact
    Lunar Eclipse on Dola Purnima: Know Grahan Timings, Paak Tyaag & Zodiac Impact
    3 дня назад
  • ଗାଁକୁ ଆସୁଛନ୍ତି ପିଲା ଚୋର ଠେଙ୍ଗା ଧରି ଜଗିଛନ୍ତି ଲୋକେ || MAYURBHANJ NEWS
    ଗାଁକୁ ଆସୁଛନ୍ତି ପିଲା ଚୋର ଠେଙ୍ଗା ଧରି ଜଗିଛନ୍ତି ଲୋକେ || MAYURBHANJ NEWS
    3 дня назад
  • ⚡️НОВОСТИ | ТРАМП ХОЧЕТ ЗАКОНЧИТЬ ВОЙНУ | У РЕГИОНОВ ЗАКАНЧИВАЮТСЯ ДЕНЬГИ | РОССИЯ РОЕТ ТОННЕЛИ
    ⚡️НОВОСТИ | ТРАМП ХОЧЕТ ЗАКОНЧИТЬ ВОЙНУ | У РЕГИОНОВ ЗАКАНЧИВАЮТСЯ ДЕНЬГИ | РОССИЯ РОЕТ ТОННЕЛИ
    3 часа назад
  • ମନ୍ତ୍ରୀ ମା' ଦେଲା ବେଶ୍ୟାର ପାଉଣା | MATRI MAA DELA BESYA RA PAUNA | TIKI APA BEST SCENE | EASTREN OPERA
    ମନ୍ତ୍ରୀ ମା' ଦେଲା ବେଶ୍ୟାର ପାଉଣା | MATRI MAA DELA BESYA RA PAUNA | TIKI APA BEST SCENE | EASTREN OPERA
    5 дней назад
  • #ՀԻՄԱ. ՍԵՐԺ ՍԱՐԳՍՅԱՆԸ ՀԱՆԴԵՍ Է ԳԱԼԻՍ ՃԵՊԱԶՐՈՒՅՑՈՎ
    #ՀԻՄԱ. ՍԵՐԺ ՍԱՐԳՍՅԱՆԸ ՀԱՆԴԵՍ Է ԳԱԼԻՍ ՃԵՊԱԶՐՈՒՅՑՈՎ
    Трансляция закончилась 1 час назад
  • Пророческое интервью Немцова 2012 года
    Пророческое интервью Немцова 2012 года
    4 месяца назад
  • ବନ୍ଧୁକ ମୁନରେ ନବବଧୂ ଅପହରଣ ଘଟଣାରେ ନୂଆ ଟ୍ୱିଷ୍ଟ! ସୋନପୁର SPଙ୍କ ପ୍ରେସ୍‌ମିଟ୍ | Sonepur News | Janabartta
    ବନ୍ଧୁକ ମୁନରେ ନବବଧୂ ଅପହରଣ ଘଟଣାରେ ନୂଆ ଟ୍ୱିଷ୍ଟ! ସୋନପୁର SPଙ୍କ ପ୍ରେସ୍‌ମିଟ୍ | Sonepur News | Janabartta
    1 день назад
  • ବିଲୁଆକୁ କାହିଁକି “ନନା” ବୋଲି କୁହନ୍ତି? 🤔 | ବ୍ରାହ୍ମଣ ଓ ବିଲୁଆର ରହସ୍ୟମୟ ସମ୍ପର୍କ | Sadhubani
    ବିଲୁଆକୁ କାହିଁକି “ନନା” ବୋଲି କୁହନ୍ତି? 🤔 | ବ୍ରାହ୍ମଣ ଓ ବିଲୁଆର ରହସ୍ୟମୟ ସମ୍ପର୍କ | Sadhubani
    5 дней назад
  • Amita Biswal | ବାପା ଥିଲେ ମାଟିର ମଣିଷ | Janabartta
    Amita Biswal | ବାପା ଥିଲେ ମାଟିର ମଣିଷ | Janabartta
    2 часа назад
  • О нас
  • Контакты
  • Отказ от ответственности - Disclaimer
  • Условия использования сайта - TOS
  • Политика конфиденциальности

video2dn Copyright © 2023 - 2025

Контакты для правообладателей video2contact@gmail.com