Kou Sahi Ra Jhia | Humane Sagar | Odia New Dance Song | Dev Od Music | Official Studio Version

Описание к видео Kou Sahi Ra Jhia | Humane Sagar | Odia New Dance Song | Dev Od Music | Official Studio Version

Dev Od Music Presents you a Dance Number solo song 'Kou Sahi Ra Jhia' by ollywood singer Humane Sagar. Enjoy the song and do not forget to like, share and subscribe our channel for unlimited updates.

🔊Studio Version Credits🔊
--------------------------------------
🔊 Dev Od Music Presents...
🔊 Titel-Kou Sahi Ra Jhia
🔊 Lyrics-Biku Babu
🔊 Music -Chinmay Dash & Bibhun
🔊 Singer-Humane Sagar
🔊 Producer- Rekha Nayak & Kunu
🔊 Arrangement-Remo & Suman
🔊Making & Edit - Chiku
🔊 Rec & Mix-Milan STUDIO

▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪

All Rights are Reserved By Dev Od Music YouTube Channel.
----------------------------------------------------------------------

ଗୀତ- ତମେ କଉ ସାହିର ଝିଅ

ମୁଖୁଡା-

ମୁହଁ ଲୁଚେଇ କାହିଁ ତମେ ହୁଅ ଫୁଲେଇ
ରାଗିଗଲେ ତମେ ଲାଗୁଚ ଭୁଆଁ ବିଲେଇ
ଟାଇଟ୍ ଫିଟିଙ୍ଗ ଜିନ୍ସ ପିନ୍ଧି କାହିଁ ବୁଲୁଚ
ଆମକୁ ଦେଖି ତମେ କିଆଁ ଡରି ଯାଉଚ
ଏତେ ରାଗୁଚ କାହିଁ
ଭାଉ ଖାଉଚ କାହିଁ
ପ୍ରେମ ବରଷା ଟିକେ ଆମ ଉପରେ କର ....
ତମେ କଉ ସାହିର ଝିଅ ଝିଅ ଝିଅ
1 2 ..1 2 3 4
ତମେ କଉ ସାହିର ଝିଅ
ତମ ନାଆଟା ଟିକେ କୁହ

___🎉____🎉___

ଅନ୍ତରା-୧

ଟ୍ଵେଣ୍ଟି ଟ୍ଵେଣ୍ଟି ଲଭ ଷ୍ଟୋରୀ ତୋ ସାଥେ ଖେଳିଲି
ମୋ ଛାତିର ୱାଲ୍ ପେପର୍ ତୋତେ ବାଛିଲି
ଏଲ୍ଇଡି ଲାଇଟ୍ ପରି କାହିଁ ତମେ ଜଳୁଚ
ଚାଲିଗଲେ ମାର୍କେଟ ପୁରା ଘାଣ୍ଟି ଦେଉଚ
କାହିଁ ଲାଗ ଏମିତି
ରମ୍ଭା ପାର ଯେମିତି
କିଛି ଗୋଟେ ତୋ ହସିଦେଇ ଆମକୁ କୁହ....
ତମେ କଉ ସାହିର ଝିଅ ଝିଅ ଝିଅ
1 2 .. 1 2 3 4
ତମେ କଉ ସାହିର ଝିଅ
ତମ ମୋବାଇଲ ନମ୍ୱର ଦିଅ



___🎉____🎉___

ଅନ୍ତରା -୨

କୋଉ ଏରିଆରୁ ଆଇଚ ପୁରା ଲାଗୁଚ ନଙ୍ଘା
ଲେଫ୍ଟ ରାଇଟ ଚାଲିଲେ ଲାଗ ତମେ ତ ଚାଙ୍ଗା
ଉଦୁ ଉଦୁମା ତାଳ ଗୁଟମା ତୁମେ ମୋ ସୋନା
ଉଡନ ଛୁ ହେବା ଚାଲ୍ କରନା ମନା
କାହିଁ ରାଗି ଯାଉଚ
କାହିଁ ଋଷି ଯାଉଚ
ମୁହଁ ମୋଡ଼ି ତମେ ଯାଅନି ଟିକିଏ ରୁହ....
ତମେ କଉ ସାହିର ଝିଅ ଝିଅ ଝିଅ
1 2 ..1 2 3 4
ତମେ କଉ ସାହିର ଝିଅ
ତମ ଷ୍ଟାଇଲ କମ୍ ନୁହଁ
----------------------------------------------
#KouSahiraJhia#OdiaSong#Humanesagar
#DanceSong#DevOdMusic

Subscribe Our Channel For
Odia | Odia Gita | Odia Song| Odia Song Video
| Odia Song Human Sagar | Odia Video Song |Odia New Song

Комментарии

Информация по комментариям в разработке