FASI GOLURE || ଫସି ଗଲୁରେ || KORAPUTIA CHRISTIAN SONG || NAYAMI KHOSLA, JHUNI KHOSLA, PINTU KHORA

Описание к видео FASI GOLURE || ଫସି ଗଲୁରେ || KORAPUTIA CHRISTIAN SONG || NAYAMI KHOSLA, JHUNI KHOSLA, PINTU KHORA

FASI GOLURE || ଫସି ଗଲୁରେ || KORAPUTIA CHRISTIAN SONG || NAYAMI KHOSLA, JHUNI KHOSLA, PINTU KHORA


#trendingsong
#trendingreels
#Viral video song

MUSIC LYRICS AND COMPOSITION -SUSANTA KHOSLA
SINGER- JHUNI KHOSLA, NAYAMI KHOSLA, AND PINTU KHORA,
CHOREOGRAPHY -JHUNI KHOSLA
DANCE- RUTH TEAM FROM KORAPUT
SALINA, KHUSI, RANJU, MAMALI JHUNI NAYAMI, PARI,
SPECIAL THANKS TO ANIL BRO, KISHOR BRO AND SANJU
VIDEO GRAPHY - SK STUDIO TEAM
MUSIC STUDIO DAMANJODI(9178784880)

FASI GOLU RE LYRICS :-

ତୁଇ ଧୀରେ ଧୀରେ ବୁଡି ଗଲୁ ଯେ
ତର ଜ୍ଞାନ ବୁଦ୍ଧି ହାଜି ଗଲା ଯେ
ତର ମାଆ ବାବା ତୋଡ଼ି ଦେଲାକେ
ତୁଇ ଜ୍ଞାନ ବୁଦ୍ଧି ଶିଖିଲୁ ଏବେ...

ଦେଖ ଏଡିକି ସୁନ୍ଦର ପିଲା କେ..
ଏନେ ଥେନେ ହେଲା କେ
ଶୟତାନ ଧରି ଦେଲା ରେ...
ଦେଖ ଜଗତର ନିଶା କେ
ଆନି ଦେଲା ତକେ ସେ
ତର ବାଜି ଗଲା ବାସନା ତାକେ..

ହେ ଏ ଏ...... ତୁଇ ଫସି ଗଲୁରେ
ତକେ ଶୟତାନ ନସାଇ ଦେଲା ନସି ଗଲୁରେ....*2


1)) ତକେ ଗାଡି ରେଲା ଘର ରେଲା ଧନ ରେଲା ସୁନା ରେଲା
ସେତିକି ବେଲା ଯୀଶୁର ଠାନୁ ରେଲୁ କାଇ ଧୁରେ....
ତକେ ହସ ରେଲା ଖୁସି ରେଲା ସାଙ୍ଗ ସାଥି ସବୁ ରେଲାଏ..
ସେତିକି ବେଲା ଯୀଶୁର ଠାନୁ ରେଲୁ କାଇ ଧୁରେ....

ତର ଜାନ ଜୀବନ ଜଗତ ଠାନେ ବୁଡାଇ ଦେଲୁ ଯେ.
ତର ମନ ପରାନ ଯୀଶୁର ଠାନେ ହରାଇ ଦେଲୁ ଯେ
ତର ଜାନ ଜୀବନ ଜଗତ ଠାନେ ବୁଡାଇ ଦେଲୁ ଯେ.
ତୁଇ ହରାଇ ଦେଲୁ ଯେ.....

ହେ ଏ ଏ...... ତୁଇ ଫସି ଗଲୁରେ
ତକେ ଶୟତାନ ନସାଇ ଦେଲା ନସି ଗଲୁରେ....*2

2)) ପାପ କରି କରି ଧୁରେ ଯାଉଛୁ ତର ପାକେ ରେଲା ଭଲ ଜୀବନ ... ହରାଇ ଦେଉଛୁ *2
ପାପ କରି କରି ଧୁରେ ଯାଉଛୁ ତର ଭଲ ଜୀବନ ... ହରାଇ ଦେଉଛୁ *2

ତର ଜାନ ଜୀବନ ଜଗତ ଠାନେ ବୁଡାଇ ଦେଲୁ ଯେ.
ତର ମନ ପରାନ ଯୀଶୁର ଠାନେ ହରାଇ ଦେଲୁ ଯେ
ତର ଜାନ ଜୀବନ ଜଗତ ଠାନେ ବୁଡାଇ ଦେଲୁ ଯେ.
ତୁଇ ହରାଇ ଦେଲୁ ଯେ.....

ହେ ଏ ଏ...... ତୁଇ ଫସି ଗଲୁରେ
ତକେ ଶୟତାନ ନସାଇ ଦେଲା ନସି ଗଲୁରେ....*2







Susanta khosla viral video song
Susantakhosanewsongs
Susantakhoslafullhitsongs
New2024susantakhoslasongs
Susantakhoslahearttouchingsongs
#susantakhosla
#jhuni khosla
All new Christian songs

Susanta khosla music official

Комментарии

Информация по комментариям в разработке