Logo video2dn
  • Сохранить видео с ютуба
  • Категории
    • Музыка
    • Кино и Анимация
    • Автомобили
    • Животные
    • Спорт
    • Путешествия
    • Игры
    • Люди и Блоги
    • Юмор
    • Развлечения
    • Новости и Политика
    • Howto и Стиль
    • Diy своими руками
    • Образование
    • Наука и Технологии
    • Некоммерческие Организации
  • О сайте

Скачать или смотреть Tini-mundia Deula II Vaitala Deula II ବୈତାଳ ଦେଉଳ II ତିନିମୁଣ୍ଡିଆ ଦେଉଳ ॥ Odisha Bulabuli

  • Odisha Bulabuli
  • 2021-02-18
  • 63
Tini-mundia Deula II Vaitala Deula II ବୈତାଳ ଦେଉଳ II ତିନିମୁଣ୍ଡିଆ ଦେଉଳ ॥ Odisha Bulabuli
Goddess ChamundaTini-mundia deulaVaitala Deulaବୈତାଳ ଦେଉଳତିନିମୁଣ୍ଡିଆ ଦେଉଳଶିଶିରେଶ୍ଵର ମନ୍ଦିରवैताळ देउळ8th-century Hindu templeKhakara stylecapital city of Odishabhubaneswar cityMahasaraswatiMahalakshmiMahakaligoddess DurgaCharchikaList of temples in BhubaneswarChamunda Temple in bhubaneswarBhubaneswar Bulabuliବଇତାଳ ଦେଉଳAlasakanyaArdhanarishwarabaitala deulahinduismarchaeological survey of indiaorissavaitaldeulakalingaarchitecture
  • ok logo

Скачать Tini-mundia Deula II Vaitala Deula II ବୈତାଳ ଦେଉଳ II ତିନିମୁଣ୍ଡିଆ ଦେଉଳ ॥ Odisha Bulabuli бесплатно в качестве 4к (2к / 1080p)

У нас вы можете скачать бесплатно Tini-mundia Deula II Vaitala Deula II ବୈତାଳ ଦେଉଳ II ତିନିମୁଣ୍ଡିଆ ଦେଉଳ ॥ Odisha Bulabuli или посмотреть видео с ютуба в максимальном доступном качестве.

Для скачивания выберите вариант из формы ниже:

  • Информация по загрузке:

Cкачать музыку Tini-mundia Deula II Vaitala Deula II ବୈତାଳ ଦେଉଳ II ତିନିମୁଣ୍ଡିଆ ଦେଉଳ ॥ Odisha Bulabuli бесплатно в формате MP3:

Если иконки загрузки не отобразились, ПОЖАЛУЙСТА, НАЖМИТЕ ЗДЕСЬ или обновите страницу
Если у вас возникли трудности с загрузкой, пожалуйста, свяжитесь с нами по контактам, указанным в нижней части страницы.
Спасибо за использование сервиса video2dn.com

Описание к видео Tini-mundia Deula II Vaitala Deula II ବୈତାଳ ଦେଉଳ II ତିନିମୁଣ୍ଡିଆ ଦେଉଳ ॥ Odisha Bulabuli

ବୈତାଳ ମନ୍ଦିର ଏକାମ୍ର କ୍ଷେତ୍ରର ଏକ ସ୍ଵତନ୍ତ୍ର ଦେବୀ ପୀଠ । ପୁରୁଣା ଭୁବନେଶ୍ବରରେ ଥିବା ଏହି ଅଷ୍ଟମ ଶତକର ମନ୍ଦିର କଳିଙ୍ଗ ସ୍ଥାପତ୍ୟକଳାର ଖାଖରା ଶୈଳୀରେ ନିର୍ମିତ । ଦେବୀ ଦୂର୍ଗାଙ୍କ ଏକ ରୂପ ଚାମୁଣ୍ଡା । ଏହି ତାନ୍ତ୍ରିକ ପୀଠର ଅଧିଷ୍ଠାତ୍ରୀ ଦେବୀ ଏବଂ ସ୍ଥାନୀୟ ଦେବୀ କାପାଳିନୀ ଭାବରେ ପରିଚିତ ।

ଦକ୍ଷିଣ ଭାରତୀୟ ଗୋପୁରମ ଭଳି ଦେଖା ଯାଉଥିବା ଏହି ମନ୍ଦିର ଖାକରା ଶୈଳୀରେ ନିର୍ମିତ ଏବଂ ତିନିମୁଣ୍ଡିଆ ମନ୍ଦିର ଭାବେ ଖ୍ୟାତ । ଏକ ବିଶ୍ବାସ ଅନୁଯାୟୀ ଏହି ମନ୍ଦିରଟି ବୋଇତାଳୁ ବା କଖାରୁ ଭଳି ଦେଖାଯାଉଥିବାରୁ ଏହି ଭଳି ନାମକରଣ ରହିଛି ।

ଅନ୍ୟ ଏକ ବିଶ୍ବାସ ଅନୁଯାୟୀ ମନ୍ଦିର ଶିଖରେ ତିନିଗୋଟି ମୁଣ୍ଡି ବା ଚୂଳ ଥିବାରୁ ଏହାକୁ ତିନିମୁଣ୍ଡିଆ ଦେଉଳ ଭାବେ ସାଧାରଣ ଲୋକେ ଡାକିଥାଆନ୍ତି । ତେବେ ପୂଜକମାନଙ୍କ ବିଶ୍ବାସ ଅନୁଯାୟୀ ମନ୍ଦିରର ନାମ ତନ୍ତ୍ର ପୂଜା ପଦ୍ଧତି ସହ ସଂଶ୍ଳିଷ୍ଟ ବେତାଳ ନାମ ଅନୁଯାୟୀ ବୈତାଳ ଦେଉଳ ରଖାଯାଇଛି । ଲୋକମତ ଅନୁସାରେ ଏହି ତିନିଗୋଟି ମୁଣ୍ଡି ଚାମୁଣ୍ଡା ଦେବୀଙ୍କ ତିନିଗୋଟି ଶକ୍ତି - ମହାସରସ୍ୱତୀ, ମହାଲକ୍ଷ୍ମୀ ଓ ମହାକାଳୀଙ୍କ ଉଦ୍ଦେଶ୍ୟରେ ରହିଛି ।

ଏହି ମନ୍ଦିରରେ ସୂର୍ଯ୍ୟ, ନଟରାଜ, ଗଣେଶ, ଲକୁଲିଶ ଏବଂ ମହିଷା-ମର୍ଦ୍ଧିନୀଙ୍କ ମୂର୍ତ୍ତି ଓ ଖୋଦେଇ ଭାସ୍କର୍ଯ୍ୟ ଶୋଭା ପାଉଛି । ବୈତାଳ ଦେଉଳର ବାହାର କାନ୍ଥରେ ଶିବ, ଶକ୍ତି ରୂପରେ ପାର୍ବତୀ, ନାନାଦି ଶିକାର ଅଭିଯାନ, ବଣୁଆ ହାତୀ ଧରା ଓ ରତିକ୍ରୀଡାସକ୍ତ ଯୁଗଳ ଦମ୍ପତିଙ୍କ ମୂର୍ତ୍ତିମାନ ଦେଖିବାକୁ ମିଳିଥାଏ । ଏହି ଦେଉଳର ତାନ୍ତ୍ରିକ ଔପାସନର ପ୍ରମାଣ ଏହାର ଜଗମୋହନସ୍ଥ ବଳିପୀଠ ହରିକାଠ ବା ଯୁପସ୍ତମ୍ଭରୁ ଜାଣିହୁଏ । ଏହି ପ୍ରାଙ୍ଗଣରେ ଅବସ୍ଥିତ ଶିଶିରେଶ୍ଵର ମନ୍ଦିରର ଲଲିତଗିରି ସ୍ଥିତ ବୌଦ୍ଧ ମଠ ସହିତ ଅନେକ ସାମଞ୍ଜସ୍ୟ ରହିଛି ।

Map -

Like us on Facebook:   / odishabulabuli  
Follow us on Twitter:   / odishabulabuli  
Instagram:   / odishabulabuli  

#VaitalaDeula #OdishaBulabuli #ଓଡ଼ିଶାବୁଲାବୁଲି

Комментарии

Информация по комментариям в разработке

Похожие видео

  • О нас
  • Контакты
  • Отказ от ответственности - Disclaimer
  • Условия использования сайта - TOS
  • Политика конфиденциальности

video2dn Copyright © 2023 - 2025

Контакты для правообладателей [email protected]