ଟଳମଳ ଭୁବନେଶ୍ବର ବିଜେଡି ! | BJD's Show of Strength in Bhubaneswar Ekamra | Odisha Reporter

Описание к видео ଟଳମଳ ଭୁବନେଶ୍ବର ବିଜେଡି ! | BJD's Show of Strength in Bhubaneswar Ekamra | Odisha Reporter

ଭୁବନେଶ୍ବର ଏକାମ୍ର ନିର୍ବାଚନମଣ୍ଡଳୀରେ ବିଜେଡିର ଶକ୍ତି ପ୍ରଦର୍ଶନ। ଗୋଟିଏ ପଟେ ବିଧାୟକ ଅଶୋକ ପଣ୍ଡାଙ୍କ ମହିଳା ସାମାବେଶ । ଅନ୍ୟପଟେ ଏକଦା ତାଙ୍କ ଅତି ଖାସ୍ ଥିବା କର୍ପୋରେଟର ବିରଞ୍ଜି ମହାସୁପକାର ଓରଫ୍ ଲିଟୁ ମହାସୁପକାରଙ୍କ ବନ୍ଧୁ ମିଳିନ କାର୍ଯ୍ୟକ୍ରମ। ଅଶୋକଙ୍କ ସଭାରେ ମଧ୍ୟ -ଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନା ବି ସାମିଲ ହୋଇଥିଲେ। ଆଉ ଏହି ସମାବେଶରେ ବିଏମସି ମେୟରଙ୍କ ଠାରୁ ନେଇ ଦଳର ସମସ୍ତ ଫ୍ରଣ୍ଟ ଲାଇନ୍ ମହିଳା ନେତ୍ରୀଙ୍କୁ ଦେଖିବାକୁ ମିଳିଥିଲା।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #bhubaneswarpolitics #bjd #bjdpolitics #odishareporter

Комментарии

Информация по комментариям в разработке