ଘଣ୍ଟା ପ୍ରିୟ ଥିଲେ ସୁପରିଣ୍ଟେଣ୍ଡେଣ୍ଟ ! | Odisha Vigilance Raid | Kendujhar Jail Superintendent | OR

Описание к видео ଘଣ୍ଟା ପ୍ରିୟ ଥିଲେ ସୁପରିଣ୍ଟେଣ୍ଡେଣ୍ଟ ! | Odisha Vigilance Raid | Kendujhar Jail Superintendent | OR

ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରର ଅଧୀକ୍ଷକ। ଭୁବନେଶ୍ୱର ଲକ୍ଷ୍ମୀସାଗରରେ ୨ଟି ଘର, ଝାରପଡ଼ା, ଖଣ୍ଡଗିରିରେ ରେଡ୍। ୫ରୁ ଅଧିକ ଦାମୀ ଘଣ୍ଟା, ୪ଟି ପାସପୋର୍ଟ, ଏକାଧିକ ଘରର ଦସ୍ତାବିଜ୍ ଠାବ। ବିଭିନ୍ନ ବ୍ୟାଙ୍କର ପାସ୍‌ବୁକ୍ ଓ ATM, ୧୦ରୁ ଅଧିକ ମୋବାଇଲ ଠାବ।

ଘଣ୍ଟା ପ୍ରିୟ ଥିଲେ ସୁପରିଣ୍ଟେଣ୍ଡେଣ୍ଟ ! | Odisha Vigilance Raid | Kendujhar Jail Superintendent | Odisha Reporter
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #Bhubaneswar #Watch #VigilanceRaid #Odisha #JailSuperintendent

Комментарии

Информация по комментариям в разработке