ବିଜେଡିରେ ବଡ ବିଦ୍ରୋହ ‘ପାଣ୍ଡିଆନଙ୍କୁ କୌପିନ ପିନ୍ଧାଇବୁ’ | VK Pandian | BJD Workers | Naveen Patnaik | OR

Описание к видео ବିଜେଡିରେ ବଡ ବିଦ୍ରୋହ ‘ପାଣ୍ଡିଆନଙ୍କୁ କୌପିନ ପିନ୍ଧାଇବୁ’ | VK Pandian | BJD Workers | Naveen Patnaik | OR

ପାଣ୍ଡିଆନ କେଉଁଠି ଖୋଜୁଛୁ ପାଉନୁ। ଏବେ ପାଣ୍ଡିଆନ ନିଜେ ସନ୍ନ୍ୟାସ ନିଅନ୍ତୁ ନଚେତ ହାବୁଡରେ ପଡିଲେ ଟେକି ନେଇ କୌପିନ ପିନ୍ଧାଇ ହାତରେ କମଣ୍ଡୁଳ ଧରାଇ କପିଳାସ ପାହାଡରେ ବସାଇ ଦେବୁ। ତୁରନ୍ତ ଗାଦି ଛାଡନ୍ତୁ ବୋଲି କହିଛନ୍ତି ବିଜେଡିର ନେତା। ପାଣ୍ଡିଆନଙ୍କ ପାଇଁ ନବୀନ ହାରିଲେ ତାଙ୍କ ଦେହରେ କଳଙ୍କର ଛିଟା ଲାଗିଲା ବୋଲି କହିଛନ୍ତି ବିଜେଡି ନେତା ମାନସ ବସ୍ତିଆ।

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #BJD #NaveenPatnaik #VKPandian #OdishaPolitics

Комментарии

Информация по комментариям в разработке