‘ସମୁଦ୍ର ଅଶାନ୍ତ ଅଛି, ଭିତରକୁ ଯାଆନ୍ତୁନି’ | Odisha Reporter

Описание к видео ‘ସମୁଦ୍ର ଅଶାନ୍ତ ଅଛି, ଭିତରକୁ ଯାଆନ୍ତୁନି’ | Odisha Reporter

ଗଭୀର ଅବପାତ ଫଳରେ ପୁରୀ ସମୁଦ୍ର ଜୁଆରିଆ ହୋଇଛି । ପବନର ଗତି ଧୀରେ ଧୀରେ ବଢୁଛି । ପ୍ରତିଦିନ ଯେଉଁଭଳି ଜୁଆର ରହିଥାଏ ତା ଠାରୁ ଅଧିକ ଜୁଆର ମାଡିଆସୁଛି କୂଳକୁ । ତଥାପି ସମୁଦ୍ରରେ ପର୍ଯ୍ୟଟକମାନେ ଗାଧଉଛନ୍ତି । ଲାଇଫଗାର୍ଡ ମାନେ ସତର୍କ କରାଉଛନ୍ତି ।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #puri #Samudra #Seabeach #Tides

Комментарии

Информация по комментариям в разработке