ମଣି ତୁମେ କିଏ କି ? || Bahuda Yatra || Non Sevayat in Ratha || Odisha Reporter

Описание к видео ମଣି ତୁମେ କିଏ କି ? || Bahuda Yatra || Non Sevayat in Ratha || Odisha Reporter

#ସେବାୟତ_ବେଶରେ_ରଥରେ_ଚଢ଼ିଥିଲେ_ଅଣସେବକ
ବାରମ୍ବାର ତାଗିତ ସତ୍ତ୍ୱ ଚେତୁ ନାହାନ୍ତି । କଡ଼ା ଚେତାବନୀ ସତ୍ତ୍ବେ ବାହୁଡ଼ା ଯାତ୍ରାରେ ରଥରେ ଚଢ଼ିଲେ ଅଣସେବାୟତ। ଟାଣି ଟାଣି ତଳକୁ ଓହ୍ଲାଇ ଆଣିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ବାହୁଡା ଯାତ୍ରାର ପହଣ୍ଡି ପୂର୍ବରୁ ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା। ସେବାୟତ ବେଶରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ଚଢ଼ିଥିଲେ ଜଣେ ଅଣସେବାୟତ। ସଂପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ରଥରୁ ଓହ୍ଲାଇ ଦିଆଯାଇଥିଲା
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #puri #anasevayat #rathayatra #odisha #OdishaReporter

Комментарии

Информация по комментариям в разработке