ଶଙ୍ଖ ଭବନ ଉପରେ ବୁଲିବ କି ବୁଲଡୋଜର ? | Odisha Reporter

Описание к видео ଶଙ୍ଖ ଭବନ ଉପରେ ବୁଲିବ କି ବୁଲଡୋଜର ? | Odisha Reporter

ବେଆଇନ ଭାବେ ଛିଡା ହୋଇଛି କି ଶଙ୍ଖ ଭବନ? ସରକାରରେ ଥିବାବେଳେ ଏହି ଭବନ ନିର୍ମାଣ ପାଇଁ ଆଇନକୁ ମୋଡି ମକଚି ଦିଆଯାଇଛି କି? କେମିତି ସଡ଼କ ବା ଉପଗଳି କିସମକୁ ଘରବାଡିରେ ପରିଣତ କରାଗଲା? ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍। ଭୁବନେଶ୍ବର ଛାତି ଉପର ୟୁନିଟ-୬ ରେ ମୋଟ୍ ୪ଟି ପ୍ଲଟ୍ କୁ ମିଶାଇ ଏକ ଏକର ୧୮୩ ଡିସିମିଲ ଜାଗା ଉପରେ ନିର୍ମାଣ ହୋଇଛି ବିଜେଡି ମୁଖ୍ୟାଳୟ- ଶଙ୍ଖ ଭବନ।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #Sankhabhawan #IllegalConstruction #bhubaneswar #BJD #OdishaGovt

Комментарии

Информация по комментариям в разработке