କେଶ ଝଡ଼ିବା ସମସ୍ୟା - କାରଣ ଓ ନିରାକରଣ | Dr Manas Ranjan Puhan on Hair Loss/ Hair Fall in Odia

Описание к видео କେଶ ଝଡ଼ିବା ସମସ୍ୟା - କାରଣ ଓ ନିରାକରଣ | Dr Manas Ranjan Puhan on Hair Loss/ Hair Fall in Odia

#HairFall #HairLoss #DoctorAdvice #OdiaHealthTips

ବର୍ତ୍ତମାନ କେଶ ଝଡ଼ିବା ଏକ ପ୍ରମୁଖ ସମସ୍ୟା ଭାବେ ଦେଖାଦେଇଛି। କମ ବୟସରୁ କେଶ ଝଡ଼ିବା ଫଳରେ ଅନେକ ଚିନ୍ତାଗ୍ରସ୍ତ ହୋଇପଡ଼ୁଛନ୍ତି। ବିଭିନ୍ନ ପ୍ରକାରର ଘରୋଇ ଉପଚାର ଏବଂ ଅନ୍ଧବିଶ୍ୱାସକୁ ମଧ୍ୟ ଆପଣାଉଛନ୍ତି। କେଶ ଝଡ଼ିବାର ନିରାକରଣ ପାଇଁ ପ୍ରଥମେ ଏହାର କାରଣ ଜାଣିବାକୁ ପଡ଼ିବ। ତେବେ କେଶ କାହିଁକି ଝଡ଼ିଥାଏ? କେମିତି ନିଜ କେଶର ଯତ୍ନ ନେବେ? ଏନେଇ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ପୁହାଣ କ'ଣ କହୁଛନ୍ତି, ଆସନ୍ତୁ ଜାଣିବା

ଏହି ଭିଡିଓରେ ରହିଛି,

କେଶ ଝଡ଼ିବା ସମସ୍ୟା କ'ଣ? (0:00)
କେଶ ଝଡ଼ିବାର କାରଣ (1:54)
ରୁପି ଯୋଗୁଁ କେଶ ଝଡ଼ିଥାଏ କି? (4:14)
ଅନ୍ଧବିଶ୍ୱାସରୁ ଦୂରେଇ ରହନ୍ତୁ (5:12)
ଘରୋଇ ଉପଚାର କେତେ ଭଲ? (6:38)
କେଶ ଝଡ଼ିବା ସମସ୍ୟାର ଚିକିତ୍ସା (8:26)
କେଶ ସମସ୍ୟା - ଅଧିକ ଚିନ୍ତା କରନ୍ତୁ ନାହିଁ (10:55)
ସୁଷମ ଖାଦ୍ୟ କେଶ ପାଇଁ ଭଲ (12:34)

ଯଦି ଆପଣ ଏହି ଭିଡିଓ ଉପରେ ଆଧାରିତ ଲେଖା ପଢ଼ିବାକୁ ଚାହୁଁଛନ୍ତି, କ୍ଲିକ୍‌ କରନ୍ତୁ:
https://www.swasthya.plus/do-you-have...

Now hair loss is a major problem. Many are worried about hair loss from an early age. There are also a variety of home remedies and superstitions. The first thing to do is to find out the cause of hair loss. So why does hair fall out? How to take care of your hair? Let us know what dermatologist Dr Manas Ranjan Puhan has to say.

In this video,

What are the problems with hair loss? (0:00)
Causes of hair loss (1:54)
Does hair fall out because of dandruff? (4:14)
Stay away from superstitions (5:12)
How good are home remedies? (6:38)
Treatment for Hair Loss (8:26)
Don't worry too much over Hair problems (10:55)
A balanced diet is good for hair (12:34)

Subscribe Now & Live a Healthy Life!

ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍

ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!

ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍‌ସ୍କ୍ରାଇବ୍ କରନ୍ତୁ।

SwasthyaPlus, the first health portal of Odisha provides you with Health Tips & Expert Advice in Odia language on hygiene, nutrition, lifestyle, and more!

Connect with us at https://www.swasthya.plus

Комментарии

Информация по комментариям в разработке