କେଶ ଝଡ଼ିବା ଓ ଚନ୍ଦାପଣ – କିପରି ପାଇବେ ମୁକ୍ତି? । Dr Satyartha Prakash on Hairfall & Baldness in Odia

Описание к видео କେଶ ଝଡ଼ିବା ଓ ଚନ୍ଦାପଣ – କିପରି ପାଇବେ ମୁକ୍ତି? । Dr Satyartha Prakash on Hairfall & Baldness in Odia

#HairCareTips #OdiaHealthVideo #DoctorAdvice

କେଶ ଝଡ଼ିବା ଓ ଚନ୍ଦାପଣ ବର୍ତ୍ତମାନ ସମୟରେ ଏକ ବଡ଼ ସମସ୍ୟା ଭାବେ ଦେଖାଦେଇଛି। ତେବେ କେଶ ଝଡ଼ିବା ଏବଂ ଚନ୍ଦାପଣର କାରଣ କ’ଣ? କୋଭିଡ୍‌ରୁ ସୁସ୍ଥ ହେବା ପରେ କେଶ ଝଡ଼ିବାକୁ ରୋକିବା କିପରି? ଏନେଇ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟାର୍ଥ ପ୍ରକାଶଙ୍କ ପରାମର୍ଶ, ଜାଣନ୍ତୁ।

ଏହି ଭିଡିଓରେ ରହିଛି,

କେଶ ଝଡ଼ିବାର କାରଣ କ’ଣ? (0:00)
କେଶ ଝଡ଼ିବା ଏବଂ ଚନ୍ଦାପଣ ମଧ୍ୟରେ ଫରକ (3:25)
କେଶ ଝଡ଼ିବାର ଚିକିତ୍ସା (5:42)
ଚନ୍ଦାପଣର ଚିକିତ୍ସା କେମିତି ହୁଏ? (6:46)
ଘରୋଇ ଉପଚାର କେତେ ସୁରକ୍ଷିତ? (8:56)
ସୁସ୍ଥ କେଶ ପାଇଁ ସୁସ୍ଥ ଲାଇଫଷ୍ଟାଇଲ (10:16)
ପୋଷ୍ଟ କୋଭିଡ୍ କେଶ ଝଡ଼ିବାକୁ କିପରି ରୋକିବା? (12:57)
ଡାକ୍ତରଙ୍କ ପରାମର୍ଶ (14:08)

ଯଦି ଆପଣ ଏହି ଭିଡିଓ ଉପରେ ଆଧାରିତ ଲେଖା ପଢ଼ିବାକୁ ଚାହୁଁଛନ୍ତି, କ୍ଲିକ୍‌ କରନ୍ତୁ: https://www.swasthya.plus/hair-loss-a...

Hair loss and baldness are major problems nowadays. So what causes hair loss and baldness? How to prevent hair loss after recovering from Covid-19? Find out more from Cosmetologist Dr Satyartha Prakash.

In this video,

Causes of Hair Loss (0:00)
Difference between Hair Loss and Baldness (3:25)
Treatment for Hairfall/Hair Loss (5:42)
Treatment for Baldness (6:46)
How safe are home remedies for hair growth (8:56)
Healthy lifestyle for healthy hair(10:16)
How to prevent hair loss after Covid-19 recovery? (12:57)
Consult a doctor (14:08)

Subscribe Now & Live a Healthy Life!

ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍

ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!

For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).

For feedback and business inquiries, contact Swasthya Plus Odia at [email protected]

Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

Комментарии

Информация по комментариям в разработке