ଆଣ୍ଠୁ ଯନ୍ତ୍ରଣାରୁ କେମିତି ପାଇବେ ମୁକ୍ତି? | Dr Jyoti Ranjan Parida on Knee Pain in Odia | Treatment

Описание к видео ଆଣ୍ଠୁ ଯନ୍ତ୍ରଣାରୁ କେମିତି ପାଇବେ ମୁକ୍ତି? | Dr Jyoti Ranjan Parida on Knee Pain in Odia | Treatment

#KneePain #OdiaHealthTips #DoctorAdvice

ପିଲାଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଯାଏଁ, ସବୁ ବୟସର ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳୁଛି ଆଣ୍ଠୁ ଯନ୍ତ୍ରଣା। ତେବେ କେମିତି ଆଣ୍ଠୁ ଯନ୍ତ୍ରଣାରୁ ମୁକ୍ତି ପାଇବେ? ବିଶିଷ୍ଟ ରୁମାଟୋଲୋଜିଷ୍ଟ ତଥା ଇମ୍ୟୁନୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

ଏହି ଭିଡିଓରେ ରହିଛି,

ଆଣ୍ଠୁ ଯନ୍ତ୍ରଣା କ’ଣ? (0:00)
ଛୋଟ ପିଲାଙ୍କ ଆଣ୍ଠୁରେ କାହିଁକି ହୁଏ ଯନ୍ତ୍ରଣା? (2:01)
ଯୁବାବସ୍ଥାରେ କାହିଁକି ହୁଏ ଆଣ୍ଠୁ ଯନ୍ତ୍ରଣା? (4:14)
ମଧ୍ୟ ବୟସ୍କ ବ୍ୟକ୍ତିଙ୍କଠାରେ ଆଣ୍ଠୁ ଯନ୍ତ୍ରଣା (6:16)
ବୟସ୍କ ବ୍ୟକ୍ତିଙ୍କ କାହିଁକି ହୁଏ ଆଣ୍ଠୁ ଯନ୍ତ୍ରଣା? (7.56)
ଅଷ୍ଟିଓଆର୍ଥ୍ରାଇଟିସ୍ ହେବାର କାରଣ କ’ଣ? (9:19)
ଆଣ୍ଠୁ ଯନ୍ତ୍ରଣାର ବିଭିନ୍ନ ଲକ୍ଷଣ (10:40)
ଆଣ୍ଠୁ ଯନ୍ତ୍ରଣା ରୋଗକୁ କେମିତି ଚିହ୍ନିବେ? (13:19)
ଆଣ୍ଠୁଗଣ୍ଠି ବାତ ରୋଗର ଚିକିତ୍ସା (15:40)
ଆଣ୍ଠୁ ପ୍ରତିରୋପଣ କାହାକୁ ଦରକାର? (20:35)
ଆଣ୍ଠୁ ଯନ୍ତ୍ରଣାକୁ ରୋକିବା କେମିତି? (24:10)

ଯଦି ଆପଣ ଏହି ଭିଡିଓ ଉପରେ ଆଧାରିତ ଲେଖା ପଢ଼ିବାକୁ ଚାହୁଁଛନ୍ତି, କ୍ଲିକ୍‌ କରନ୍ତୁ: https://www.swasthya.plus/how-to-trea...

ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା ହେଉଛନ୍ତି ଓଡ଼ିଶାର ଜଣେ ଜଣାଶୁଣା ରୁମଟୋଲୋଜିଷ୍ଟ ତଥା ଇମ୍ୟୁନୋଲୋଜିଷ୍ଟ (ଅର୍ଥ୍ରାଇଟିସ ସ୍ପେସିଆଲିଷ୍ଟ)। ଅର୍ଥ୍ରାଇଟିସ ରୋଗ ଓ ଏହା ଚିକିତ୍ସା କ୍ଷେତ୍ରରେ ତାଙ୍କର ରହିଛି ଦୀର୍ଘ ଦିନର ଅନୁଭୂତି। ବର୍ତ୍ତମାନ ଡାକ୍ତର ପରିଡ଼ା ଭୁବନେଶ୍ୱରରେ ରହି ଚିକିତ୍ସା କରୁଛନ୍ତି। ତାଙ୍କ ସହ ଯୋଗାଯୋଗ କରିବା ପାଇଁ +91-9338653086 ନମ୍ବରରେ କଲ୍ କରିପାରିବେ।

Dr Jyoti Ranjan Parida is a well-known clinical Immunologist and Rheumatologist (Arthritis Specialist) in Odisha. He has deep experience in providing Arthritis care to patients. Dr Parida currently resides in Bhubaneswar. You can contact him on +91-9338653086.

Knee pain can be seen in people of all ages, from children to adults. So, how to treat knee pain? Let us find out Dr Jyoti Ranjan Parida, a Rheumatologist, and Immunologist.

In this video,

What is Knee pain? (0:00)
Why do children have Knee pain? (2:01)
Why does Knee pain occur in youth? (4:14)
Knee pain in middle-aged people (6:16)
Why does old age have Knee pain? (7.56)
What are the causes of Osteoarthritis? (9:19)
Symptoms of Knee pain (10:40)
Diagnosis of Knee pain (13:19)
Treatment of Arthritis (15:40)
Who needs a Knee transplant? (20:35)
How to prevent Knee pain? (24:10)

Subscribe Now & Live a Healthy Life!

ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍

ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!

For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).

For feedback and business inquiries, contact Swasthya Plus Odia at [email protected]

Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

Комментарии

Информация по комментариям в разработке