ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗ: କାରଣ, ଲକ୍ଷଣ ଓ ଚିକିତ୍ସା | Dr. Jyoti Ranjan Parida on Arthritis, in Odia

Описание к видео ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗ: କାରଣ, ଲକ୍ଷଣ ଓ ଚିକିତ୍ସା | Dr. Jyoti Ranjan Parida on Arthritis, in Odia

#Arthritis #Rheumatology #OdiaHealthTips

ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗ ସାଧାରଣତଃ ବୟସ୍କ ବ୍ୟକ୍ତିଙ୍କଠାରେ ଦେଖାଯାଏ। ଏହି ରୋଗର ବିଭିନ୍ନ ପ୍ରକାର ଭେଦ ରହିଛି। ରୋଗର ବିଭିନ୍ନ ପ୍ରକାରକୁ ନେଇ ଭିନ୍ନ ଭିନ୍ନ ଚିକିତ୍ସା କରାଯାଇଥାଏ। ତେବେ ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗର ଲକ୍ଷଣ କ'ଣ? ଏହା କାହାକୁ ହୋଇଥାଏ ଏବଂ କ'ଣ ରହିଛି ଏହାର ଚିକିତ୍ସା? ଆସନ୍ତୁ ଜାଣିବା ଏନେଇ କ'ଣ କହୁଛନ୍ତି ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା।

ଏହି ଭିଡିଓରେ ରହିଛି,
ଗଣ୍ଠିବାତ ରୋଗ ଓ ଏହାର ଲକ୍ଷଣ କ'ଣ? (0:00)
ଗଣ୍ଠିବାତ ରୋଗର ଲକ୍ଷଣ (0:50)
କାହିଁକି ହୁଏ ଗଣ୍ଠିବାତ ରୋଗ? (2:00)
ଗଣ୍ଠିବାତ ରୋଗକୁ କେମିତି ଜାଣିବେ? (3:57)
ଗଣ୍ଠିବାତ ରୋଗ କାହାକୁ ହୋଇଥାଏ (5:32)
ଗଣ୍ଠିବାତ ରୋଗ ବଂଶଗତ କି? (6:57)
ଗଣ୍ଠିବାତ ରୋଗର ଚିକିତ୍ସା? (8:03)
ଗଣ୍ଠିବାତ ରୋଗରୁ କେମିତି ସୁରକ୍ଷିତ ରହିବେ? (11:42)

ଯଦି ଆପଣ ଏହି ଭିଡିଓ ଉପରେ ଆଧାରିତ ଲେଖା ପଢ଼ିବାକୁ ଚାହୁଁଛନ୍ତି, କ୍ଲିକ୍‌ କରନ୍ତୁ: https://www.swasthya.plus/what-is-art...

Arthritis is common in older people. There are different types of this disease with various treatments. What are the symptoms of arthritis, to whom does it occur and what is its treatment? Let's find out from Dr. Jyoti Ranjan Parida.
In this video,
What are the symptoms of arthritis?
Why does arthritis occur?
Who is susceptible to arthritis and how to diagnose it?
Is arthritis hereditary?
Treatment of arthritis?
How to prevent arthritis?

Subscribe Now & Live a Healthy Life!

ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍

ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!

ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍‌ସ୍କ୍ରାଇବ୍ କରନ୍ତୁ।

SwasthyaPlus, the first health portal of Odisha provides you with Health Tips & Expert Advice in Odia language on hygiene, nutrition, lifestyle, and more!

Connect with us at https://www.swasthya.plus

Комментарии

Информация по комментариям в разработке