Asuchanti Jisu MeghaMalare/ଆସୁଛନ୍ତି ଯୀଶୁ ମେଘ ମାଳାରେ/Mantu Chhuria & Salman Paul/SalemLima /BapiSamal

Описание к видео Asuchanti Jisu MeghaMalare/ଆସୁଛନ୍ତି ଯୀଶୁ ମେଘ ମାଳାରେ/Mantu Chhuria & Salman Paul/SalemLima /BapiSamal

PAUL SALMAN CHRISTIAN MUSIC YOUTUBE CHANNEL ତରଫରୁ ସମସ୍ତଙ୍କୁ ପ୍ରଭୁଯୀଶୁଖ୍ରୀଷ୍ଟଙ୍କ ନାମରେ ନମସ୍କାର ।
"ଆସୁଛନ୍ତି ଯୀଶୁ ମେଘମାଳାରେ "
ଏକ ସୁନ୍ଦର ଗୀତ ବିଶ୍ୱାସୀମାନଙ୍କ ନିମନ୍ତେ । PRAISE THE LORD 🙏🙏🙏

ଈଶ୍ୱରଙ୍କ ପବିତ୍ର ମୂଖନିସୃତ ବାକ୍ୟ ମାଥିଉ-25:31-33 ପଦରେ ଲେଖାଅଛି ମନୁଷ୍ୟପୁତ୍ର ଯେତେବେଳେ ସମସ୍ତ ଦୂତଙ୍କ ସହିତ ସ୍ୱମହିମାରେ ଆସିବେ, ସେତେବେଳେ ସେ ଆପଣା ଗୌରବମୟ ସିଂହାସନରେ ବସିବେ, ପୁଣି, ତାହାଙ୍କ ଛାମୁରେ ସମସ୍ତ ଜାତି ଏକତ୍ର କରାଯିବେ, ଆଉ ମେଷପାଳକ ଛାଗଠାରୁ ମେଷ ପୃଥକ୍ କରି, ମେଷମାନଙ୍କୁ ଆପଣା ଦକ୍ଷିଣ ପାର୍ଶ୍ୱରେ ଓ ଛାଗମାନଙ୍କୁ ବାମ ପାର୍ଶ୍ୱରେ ରଖିବେ।
ପ୍ରକାଶିତ -2:10(ଖ) ଅଂଶରେ ଲେଖାଅଛି ତୁମ୍ଭେ ମରଣ ପର୍ଯ୍ୟନ୍ତ ବିଶ୍ୱସ୍ତ ଥାଅ, ସେଥିରେ ଆମ୍ଭେ ତୁମ୍ଭକୁ ଜୀବନରୂପ ମୁକୁଟ ଦେବୁ।
ପ୍ରକାଶିତ -22:5 ରେ ଲେଖାଅଛି ରାତ୍ରି ଆଉ ହେବ ନାହିଁ, ସେମାନଙ୍କର ପ୍ରଦୀପ କି ସୂର୍ଯ୍ୟର ଆଲୋକର ପ୍ରୟୋଜନ ହେବ ନାହିଁ, କାରଣ ପ୍ରଭୁ ଈଶ୍ବର ସେମାନଙ୍କ ଉପରେ ଆଲୋକ ସ୍ୱରୂପ ହେବେ, ପୁଣି, ସେମାନେ ଯୁଗେ ଯୁଗେ ରାଜତ୍ୱ କରିବେ।
🙏AMEN 🙏
ଏହି ସବୁ ପବିତ୍ର ବାକ୍ୟକୁ ଆଧାର କରି ପ୍ରଭୁଯୀଶୁଖ୍ରୀଷ୍ଟଙ୍କର ସେବାରେ ଭାଇ Salem Limma ଗୀତ ଲେଖିବା ସହିତ ସ୍ୱର ସଂଯୋଜନା କରିଛନ୍ତି। କାରଣ ଯେଉଁମାନେ ପ୍ରଭୁ ଯୀଶୁଙ୍କ ଦ୍ଵିତୀୟ ଆଗମନର ଅପେକ୍ଷାରେ ଅଛନ୍ତି ପୁଣି ଯେଉଁମାନେ ଦ୍ଵିତୀୟ ଆଗମନ ନିମନ୍ତେ ପ୍ରସ୍ତୁତ ହୋଇନାହାନ୍ତି ସେମାନେ ଯେପରି ମନ ପରିବର୍ତ୍ତନର ସହ ପ୍ରସ୍ତୁତ ହେବେ ସେଥି ସକାଶେ ପ୍ରସ୍ତୁତ କରାଯାଇଅଛି।

ଗୀତଟିକୁ ଶୁଣନ୍ତୁ ଯଦି ପ୍ରକୃତରେ ଆପଣମାନେ ପ୍ରଭୁଯୀଶୁଖ୍ରୀଷ୍ଟଙ୍କର ଆଗମନର ଅପେକ୍ଷାରେ ଅଛନ୍ତି, ଗୀତ ଶୁଣିବା ପରେ ନିଶ୍ଚୟ ଆପଣମାନଙ୍କ ହୃଦୟରେ ଏକ ଆତ୍ମିକ ଆନନ୍ଦର ସିଂହରଣ ଖେଳିଯିବ।
🙏Amen 🙏
ଗୀତଟିକୁ ଅତି ସୁନ୍ଦର ଭାବରେ ସମ୍ବଲପୁରୀ ଗାୟକ MANTU CHHURIA & ଖ୍ରୀଷ୍ଟିଆନ ଜଗତର ଯୁବ ଗାୟକ SALMAN PAUL ଗାଇଛନ୍ତି ।
ଗୀତଟିକୁ ଅନ୍ୟମାନେ ମଧ୍ୟ ଯେପରି ଶୁଣିପାରିବେ ସେଥିନିମନ୍ତେ SHARE କରିବା ସହିତ ଗୀତକୁ Do LIKE, COMMENT AND SUBSCRIBE କରନ୍ତୁ 🙏🙏🙏


Song Credits :

🎵Channel : Paul Salman Christian music

🎵Song : Asuchanti jisu megha malare

🎵Singer : Mantu churia & Salman Paul
🎵Contact : ( 8280628830 )

🎵Compose & Lyrics : Salem Lima

🎵Producer : Solomon limma & Manaha panni

🎵Music Arrangements: Bapi Samal
🎵cotact : (+91 824-9776215)

🎵Camera & Edits : Digital Crew ,Cuttack
🎵Comtact : (98536 68181)

Special Thanks to : Salim star , Ponting paricha , Bunty pani , Tarun limma , Jogesh Bardhan , Vicky limma , Amon limma , John Limma & Rahim Sadangi 🙏🏻😇

#Asuchantijisumeghamalare
#AsuchantiJisuMeghamalaresong
#AsuchantiJisuMeghamalaresong2024
#jesussong #newchristionsong #latestchristiansong #mantuchuriachristiansong #mantuchuriasong #salmanpaul #song #mantuchhuria #mantuchurianewsong #bapisamal #jesussong #mantuchhuria&salmanpaul
#mantuchhuria&salmanpaulsong2024
#SalmanpaulChristiansong
#latestmantuchhuriasong2024
#ejibanakichhidaubanadau #LatestSalmanpaulsong2024
#superhitdancesong
#superhitChristiansong
#SuperhitChristiansong2024
#latestchristiansong #viralsong #mantuchuria&salmanpaullatestsong2024
#jesuscomingsoon #jesuschrist #jesuschristcomingsoon

Anti privacy :
This is the Copyright Content of Paul Salman Christian music Youtube Channel✝️Any re-upload (Audio or Video ) is Strictly Prohibited 🚫 of this content. Legal Action will be Taken against those who violate the Copyright of this Content!!!🙏🏻🙏🏻🙏🏻

Комментарии

Информация по комментариям в разработке