ପୁରୁଷଙ୍କ ପ୍ରୋଷ୍ଟେଟ୍ ଗ୍ରନ୍ଥି କାହିଁକି ବଢ଼ିଯାଏ? | Prostate Enlargement in Odia | Dr Biswajit Nanda

Описание к видео ପୁରୁଷଙ୍କ ପ୍ରୋଷ୍ଟେଟ୍ ଗ୍ରନ୍ଥି କାହିଁକି ବଢ଼ିଯାଏ? | Prostate Enlargement in Odia | Dr Biswajit Nanda

#ProstateEnlargement #BPH #DoctorAdvice

ବିଭିନ୍ନ କାରଣରୁ ପୁରୁଷଙ୍କ ପ୍ରୋଷ୍ଟେଟ୍ ଗ୍ରନ୍ଥିର ଆକାର ବଢ଼ିଯାଇ ମୂତ୍ରାଶୟର ମୁଖଭାଗକୁ ଚାପି ଧରେ। ଫଳରେ ବ୍ୟକ୍ତିଠାରେ ପରିସ୍ରାଜନିତ ବିଭିନ୍ନ ଲକ୍ଷଣ ଆରମ୍ଭ ହୋଇଥାଏ। ସାଧାରଣତଃ ବୟସ ବଢ଼ିଲେ ଏହି ସମସ୍ୟା ଅଧିକ ଦେଖାଯାଏ? ତେବେ କାହିଁକି ବଢ଼ିଯାଏ ପ୍ରୋଷ୍ଟେଟ୍ ଗ୍ରନ୍ଥି? ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ କିଡନି ରୋଗ ବିଶେଷଜ୍ଞ ଡାକ୍ତର ବିଶ୍ବଜିତ ନନ୍ଦଙ୍କଠାରୁ ଜାଣନ୍ତୁ।

ଏହି ଭିଡିଓରେ ରହିଛି,

ପ୍ରୋଷ୍ଟେଟ୍ ସମସ୍ୟା କ’ଣ? (0:00)
ପ୍ରୋଷ୍ଟେଟ୍ ବଢ଼ିଗଲେ କ’ଣ ଲକ୍ଷଣ ଦେଖାଯାଏ? (1:10)
କାହାଠାରେ ଦେଖିବାକୁ ମିଳେ ପ୍ରୋଷ୍ଟେଟ୍ ସମସ୍ୟା? (2:26)
ପ୍ରୋଷ୍ଟେଟ୍ ସମସ୍ୟାର ଚିକିତ୍ସା ନକଲେ କ’ଣ ଅସୁବିଧା ହେବ? (3:00)
ପ୍ରୋଷ୍ଟେଟ୍ ସମସ୍ୟାର ପରୀକ୍ଷା ଓ ଚିକିତ୍ସା (3:41)
ପ୍ରୋଷ୍ଟେଟ୍ ଅପରେସନର ସୁବିଧା ଓ ଅସୁବିଧା (5:07)

Enlargement of the prostate occurs when the cells of the prostate gland begin to multiply. it is also called benign prostatic hyperplasia (BPH). It is non-cancerous. So, what are the causes of prostate enlargement? Let us know about its symptoms and treatment from Dr Biswajit Nanda, a UrologIst.
In this video,

What is a prostate problem? (0:00)
What are the symptoms of enlargement of the prostate? (1:10)
Who is at risk for prostate enlargement? (2:26)
Complication of prostate enlargement (3:00)
Diagnosis & treatment of prostate enlargement (3:41)
Advantages and disadvantages of prostate surgery (5:07)

Subscribe Now & Live a Healthy Life!

ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍

ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!

For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).

For feedback and business inquiries, contact Swasthya Plus Odia at [email protected]

Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

Комментарии

Информация по комментариям в разработке