Gayaka samalochana//part 2 //akhaya pradhan//trinatha panda//

Описание к видео Gayaka samalochana//part 2 //akhaya pradhan//trinatha panda//

Gayaka samalochana//part 2 //akhaya pradhan//trinatha panda// #sanskutisanskaraamaparichaya

#akhaya_pradhan
#trinatha_panda
#ssap
#prabira
#susanta
#laxmidhara
#ranjan
#sridhara
#odiapala

ପାଲା ହେଉଛି ଓଡ଼ିଆ ସଂସ୍କୃତି ର ଏକ ସାର୍ବଜନୀନ ପରିଚିତ ସାଂସ୍କୃତିକ କାର୍ଯ୍ୟକ୍ରମ । ଏହି ପାଲା ରେ ମୁଖ୍ୟ ଉଦ୍ଦେଶ୍ୟ ଯଦି କୁହା ଯାଏ ତେବେ ଏହି କଥା ସମ୍ମୁଖିନ ହୁଏ ଯେ ପ୍ରତ୍ୟେକ ପୁର ପଲ୍ଲୀ ରେ ବେଦ , ଶାସ୍ତ୍ର , ପୁରାଣ , ଉପନିଷଦ , କୁ ଲୋକ ଲୋଚନ ରେ ପହଞ୍ଚାଇ ଆମେ ଭୁଲି ଯାଉଥିବା ଆମ ସଂସ୍କୃତି , ପରମ୍ପରା କୁ ଉଜିବିତ କରିବାକୁ ଚେଷ୍ଟା କାର ଯିବା ହିଁ ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଇପାରେ , ତନ୍ମଧ୍ୟରେ ଯଦି ବାଦ ପାଲା ର କଥା ଆସେ ତେବେ ତାହା ଆହୁରି ଅଧିକ ଆଦୃତ ହୁଏ ଏ ସଂସ୍କୃତି ପରମ୍ପରା କାରଣ ଦୁଇ ଦଳ ରେ ବିଭକ୍ତ ହୋଇ ପାଲା କୁ ତର୍କ ବିତର୍କ ରେ ପୁରାଣ ଉପନିଷଦ ସମାଜ ଶିକ୍ଷା କୁ ଶିକ୍ଷା ଦେଇ ପାଲା ବାଲା ଆଦୃତ ହୁଅନ୍ତି । ଆଜିର ପାଲା ରେ ଗାୟକ ଅକ୍ଷୟ ପ୍ରଧାନ ଓ ଗାୟକ ତ୍ରିନାଥ ପଣ୍ଡା ମହୋଦୟ ଙ୍କ ପାଲା ଅତି ଚମତ୍କାର ହୋଇଛି ଏବଂ ଏହି ପାଲା ରୁ ଅନୁମେୟ କରା ଯାଉଛି କି ପାଲା ମଧ୍ୟମ ରେ ଦୁଇ ଗାୟକ ଉଭୟଙ୍କୁ ଏତେ ମାତ୍ରାରେ ମଧ୍ୟ ସମାଲୋଚନା କରାଯାଇ ପାରେ। ଆଉ ସମାଲୋଚନା ର ମୁଖ୍ୟ ଉଦ୍ଦେଶ୍ୟ କେବଳ ଲୋକ ମାନଙ୍କ ମନୋରଞ୍ଜନ ଆଉ କିଛି ନୁହେଁ । ଏତେ ଆପଣ ଆପଣଙ୍କ ଭଲ ପାଇବା ଏହିପରି ଥାଉ ଆଉ ଆମ ସଂସ୍କୃତି ଏହିପରି ଆଗକୁ ଆଗକୁ ଯାଉ । ଜୟ ଜଗନ୍ନାଥ

Комментарии

Информация по комментариям в разработке