ତ୍ୱଚାରେ ଚମକ ପାଇଁ କ’ଣ କରିବେ? | Tips for Glowing Skin, in Odia | Skin Care | Dr Kishan Kumar Agarwal

Описание к видео ତ୍ୱଚାରେ ଚମକ ପାଇଁ କ’ଣ କରିବେ? | Tips for Glowing Skin, in Odia | Skin Care | Dr Kishan Kumar Agarwal

#SkinCare #GlowingSkinTips #OdiaHealthTips

ତ୍ୱଚାଜନିତ ସମସ୍ୟା ଯେପରିକି ବ୍ରଣ, ବ୍ରଣ ଦାଗ, କଳାଦାଗ, ଟ୍ୟାନ୍‌ ଆଦି ସମସ୍ୟା ପାଇଁ ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଦାୟୀ ହୋଇଥାଏ। ଆମର ଖାଦ୍ୟପେୟ, ମାନସିକ ଚିନ୍ତା, ସମୟରେ ନ ଶୋଇବା କାରଣରୁ ତ୍ୱଚାଜନିତ ସମସ୍ୟା ଉପୁଜିପାରେ। ତ୍ୱଚାକୁ ସୁସ୍ଥ କେମିତି ରଖିବେ ବା ତ୍ୱଚାଜନିତ ସମସ୍ୟାକୁ ଏଡ଼ାଇବେ କିପରି? ଆସନ୍ତୁ, ବିଶିଷ୍ଟ ତ୍ୱଚା ରୋଗ ବିଶେଷଜ୍ଞ ଡାକ୍ତର କିଶନ ଅଗ୍ରଓ୍ୱାଲଙ୍କଠାରୁ ଜାଣିବା।

ଏହି ଭିଡିଓରେ ରହିଛି,

ସୁସ୍ଥ ତ୍ୱଚା ପାଇଁ ଖାଦ୍ୟପେୟ ଓ ଜୀବନଶୈଳୀ (0:00)
ତ୍ଵଚା ପାଇଁ ସନ୍‌ସ୍କ୍ରିନ୍‌ - କେମିତି ଲଗାଇବେ? (3:50)
ତ୍ୱଚାରେ ବ୍ରଣ ହେଲେ ଚିକିତ୍ସା କ’ଣ? (7:10)
ତ୍ଵଚାଜନିତ ସମସ୍ୟା ଏବଂ ସମାଧାନ (8:52)

Skin problems are the conditions that impact both the appearance and health of the skin. To manage skin problems effectively, it’s important to maintain consistent skincare. What to do for a Healthy Skin? Let's know more from Dr Kishan Kumar Agarwal, A Dermatologist.

In this Video,

Diet & Lifestyle changes for Healthy Skin, in Odia (0:00)
How to use Sunscreen? in Odia (3:50)
Treatment of Acne, in Odia (7:10)
Care for Skin Problems, in Odia (8:52)

Subscribe Now & Live a Healthy Life!

ସ୍ଵାସ୍ଥ୍ୟ ପ୍ଲସ୍‌ ନେଟ୍‌ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍‌ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।

Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.

ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।

ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!

For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).

For feedback and business inquiries, contact Swasthya Plus Odia at [email protected]

Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

Комментарии

Информация по комментариям в разработке