ବିଜେପିର ମ୍ୟାଜିକ ନମ୍ବର 75 ପଛର ରହସ୍ୟ | Odisha Reporter

Описание к видео ବିଜେପିର ମ୍ୟାଜିକ ନମ୍ବର 75 ପଛର ରହସ୍ୟ | Odisha Reporter

ବିଜେପି କାହିଁକି କହୁଛି 75 ପାର ବୋଲି। ବିଜେଡି ଭଳି କାହିଁକି ବିଜେପି ଦାବି କରୁନି 100 ପାର ବୋଲି। ଗତଥର ଦଳ ଦାବି କରୁଥିଲା 120 ପ୍ଲସ ଆସନ ବୋଲି । ହେଲେ ଏଥର 75 ପାର କରିବ ବୋଲି କହୁଛି ଦଳ। ଆଉ ଦଳ ମଧ୍ୟ ପ୍ରାୟ 80 ଆସନ ଉପରେ ଅଧିକ ଫୋକସ କରିଥିବା କୁହାଯାଉଛି । ରାଜ୍ୟରେ ପ୍ରାୟ ସବୁ ଲୋକସଭା କ୍ଷେତ୍ରରେ ପ୍ରଧାମନ୍ତ୍ରୀଙ୍କ ବିଶାଳ ସଭା ହେଉ ବା ରୋଡ ସୋ କରୁଛି ଦଳ। ଆଗକୁ ଥିବା ବାକି ଲୋକସଭା କ୍ଷେତ୍ରରେ ମଧ୍ୟ ଦଳ ଏହା କରିବାକୁ ଲକ୍ଷ୍ୟ ରଖିଛି।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #BJP #75par #AssemblyElections #amitshah #odishatarget

Комментарии

Информация по комментариям в разработке