Kathi hanuman o bauri saja parva khandapada Nayagarh କାଠି ହନୁମାନ ଦୂତିଆ ଓଷା ରେ ବାଉରୀ ସଜ 2024

Описание к видео Kathi hanuman o bauri saja parva khandapada Nayagarh କାଠି ହନୁମାନ ଦୂତିଆ ଓଷା ରେ ବାଉରୀ ସଜ 2024

ହନୁମାନ କାଠି ଖଳିସାହି ତୋଟା ହନୁମାନ ଙ୍କ ଠୁ ଆଜ୍ଞା ମାଳ ପାଇଲା ପରେ. ଖଣ୍ଡପଡ଼ା ରେ ଥିବା ରାଜ ବଂଶ ପରିବାର ଙ୍କ ଘରେ ପୂଜା ଭୋଗ ଲାଗି ହୋଇ. ଜଗନ୍ନାଥ ଙ୍କ ମନ୍ଦିର ରେ ପୂଜା ହେଲେ. ଶେଷ ରେ ରାଜବାଟୀ ରେ ମୁଖ୍ୟ ଦ୍ୱାର ରେ ଖଣ୍ଡପଡ଼ା ଯୁବରାଜ. ସିଦ୍ଧାର୍ଥ ଶେଖର ସିଂହ ପୂଜା ଅର୍ଚ୍ଚନା କଲେ. ହନୁମାନ କାଠି ଆସିବା ପରେ ମା ବାଉରୀ ବାହାରିଲେ ରାଜ ବାଟି ଭିତରୁ. ତାଙ୍କ କୋଠି ରେ ରହିଲେ 🙏

Комментарии

Информация по комментариям в разработке