Logo video2dn
  • Сохранить видео с ютуба
  • Категории
    • Музыка
    • Кино и Анимация
    • Автомобили
    • Животные
    • Спорт
    • Путешествия
    • Игры
    • Люди и Блоги
    • Юмор
    • Развлечения
    • Новости и Политика
    • Howto и Стиль
    • Diy своими руками
    • Образование
    • Наука и Технологии
    • Некоммерческие Организации
  • О сайте

Скачать или смотреть ୨୦ ବର୍ଷ ପରେ ଫେରିଲା ଖୁସି! ଶ୍ରୀମନ୍ଦିର ଭିତରେ ଘଟିଲା ଅଲୌକିକ ଚମତ୍କାର। Jay Jagannath TV

  • JAY JAGANNATH TV
  • 2026-02-23
  • 882
୨୦ ବର୍ଷ ପରେ ଫେରିଲା ଖୁସି! ଶ୍ରୀମନ୍ଦିର ଭିତରେ ଘଟିଲା ଅଲୌକିକ ଚମତ୍କାର। Jay Jagannath TV
  • ok logo

Скачать ୨୦ ବର୍ଷ ପରେ ଫେରିଲା ଖୁସି! ଶ୍ରୀମନ୍ଦିର ଭିତରେ ଘଟିଲା ଅଲୌକିକ ଚମତ୍କାର। Jay Jagannath TV бесплатно в качестве 4к (2к / 1080p)

У нас вы можете скачать бесплатно ୨୦ ବର୍ଷ ପରେ ଫେରିଲା ଖୁସି! ଶ୍ରୀମନ୍ଦିର ଭିତରେ ଘଟିଲା ଅଲୌକିକ ଚମତ୍କାର। Jay Jagannath TV или посмотреть видео с ютуба в максимальном доступном качестве.

Для скачивания выберите вариант из формы ниже:

  • Информация по загрузке:

Cкачать музыку ୨୦ ବର୍ଷ ପରେ ଫେରିଲା ଖୁସି! ଶ୍ରୀମନ୍ଦିର ଭିତରେ ଘଟିଲା ଅଲୌକିକ ଚମତ୍କାର। Jay Jagannath TV бесплатно в формате MP3:

Если иконки загрузки не отобразились, ПОЖАЛУЙСТА, НАЖМИТЕ ЗДЕСЬ или обновите страницу
Если у вас возникли трудности с загрузкой, пожалуйста, свяжитесь с нами по контактам, указанным в нижней части страницы.
Спасибо за использование сервиса video2dn.com

Описание к видео ୨୦ ବର୍ଷ ପରେ ଫେରିଲା ଖୁସି! ଶ୍ରୀମନ୍ଦିର ଭିତରେ ଘଟିଲା ଅଲୌକିକ ଚମତ୍କାର। Jay Jagannath TV

ଜୟ ଜଗନ୍ନାଥ! 🙏
"ବିଶ୍ୱାସେ ମିଳଇ ହରି, ତର୍କେ ବହୁ ଦୂର"। ଆଜି Jay Jagannath TV ର ଏହି ଅଧ୍ୟାୟରେ ଶୁଣନ୍ତୁ ଜଣେ ଧୈର୍ଯ୍ୟବାନ ଭକ୍ତଙ୍କର ଅତି ଆବେଗପୂର୍ଣ୍ଣ ସତ୍ୟ ଅନୁଭୂତି। ଦୀର୍ଘ ୨୦ ବର୍ଷ ଧରି କଷ୍ଟ ଓ ଅଭାବ ଭିତରେ ଗତି କରିବା ପରେ ମଧ୍ୟ ସେ କେବେ ଜଗାଙ୍କ ହାତ ଛାଡ଼ିନଥିଲେ।

ଅପେକ୍ଷାର ଅନ୍ତ ଘଟାଇ ପ୍ରଭୁ କେବଳ ଖୁସି ଦେଲେ ନାହିଁ, ବରଂ ଶ୍ରୀମନ୍ଦିର ଭିତରେ ନିଜର ପବିତ୍ର "ପତକା" ବା "ନେତ" ମାଧ୍ୟମରେ ଆଶୀର୍ବାଦ ପ୍ରଦାନ କଲେ। ଜଣେ ଭକ୍ତ ପାଇଁ ଏହାଠାରୁ ବଡ଼ ସମ୍ପତ୍ତି ଆଉ କ’ଣ ହୋଇପାରେ? କିପରି ୨୦ ବର୍ଷର ଅନ୍ଧାର ପରେ ଆସିଲା ଆଲୋକ, ତାହା ଜାଣିବା ପାଇଁ ଭିଡିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ।

ଆଜିର ଅନୁଭୂତି:
📺 ଶୋ' ର ନାମ: ଭକ୍ତଙ୍କ ଅନୁଭୂତି (Bhaktanka Anubhuti)
🚩 ଚ୍ୟାନେଲ: Jay Jagannath TV

ପ୍ରଭୁଙ୍କ ଦରବାରରେ ବିଳମ୍ବ ଅଛି ସତ, କିନ୍ତୁ ଅନ୍ଧାର ନାହିଁ।

"ଜୟ ଜଗନ୍ନାଥ ଟିଭି" ହେଉଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପିତ ଆଧ୍ୟାତ୍ମିକ ୨୪ ଘଣ୍ଟିଆ ସାଟେଲାଇଟ୍ ଚାନେଲ୍, ଯେଉଁଠାରେ ଘରେ ବସି ପ୍ରତିଦିନ ସିଧା ପ୍ରସାରଣରେ ଦେଖିପାରିବେ ପୁରୀ ଶ୍ରୀମନ୍ଦିରର ସମସ୍ତ ଲୀଳା ଓ ଦିବ୍ୟ ନୀତିମାନ :
🔹ଦ୍ୱାରଫିଟା ନୀତି
🔹 ପତିତପାବନ ମଙ୍ଗଳ ଆଳତୀ
🔹 ପତାକା ଲାଗି ଦର୍ଶନ
🔹 ସନ୍ଧ୍ୟା ଆଳତୀ
🔹 ଶ୍ରୀମନ୍ଦିର ପହୁଡ଼ ନୀତି
🔹 ବର୍ଷ ତମାମ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବ

ଏହି ଚ୍ୟାନେଲରେ କୌଣସି ବିଜ୍ଞାପନ ନାହିଁ, ତେଣୁ ଶୁଦ୍ଧ ଆଧ୍ୟାତ୍ମିକତାର ସହିତ ଦର୍ଶନ କରନ୍ତୁ ଓ ଶ୍ରୀଜୀଉଙ୍କ ଦିବ୍ୟତାକୁ ଅନୁଭବ କରନ୍ତୁ । ଘରେ ବସି ପାଆନ୍ତୁ — ପୁରୀ ଶ୍ରୀମନ୍ଦିରର ପବିତ୍ର ପରିବେଶ 🙏

📺 "ଜୟ ଜଗନ୍ନାଥ ଟିଭି" ସିଦ୍ଧାର୍ଥ ଟେଲିଭିଜନ୍ ନେଟୱର୍କର ଚତୁର୍ଥ ଚାନେଲ | ଓଡ଼ିଆ ଲୋକଙ୍କ ପାଇଁ ଗର୍ବର ବିଷୟ!

📡 Watch “JAY JAGANNATH TV” on DTH:
==================================
Tataplay – Channel 1799
Dish TV – Channel 1397
Airtel Digital – Channel 615
Videocon D2H – Channel 1397
Sun Direct – Channel 490
=====================================
Also available on all cable networks across Odisha.

📞 Contact : 6372804618 if could not watch our channel

🌐 Follow us on social media for daily LIVE updates and darshan :
=========================================
Facebook:   / jayjagannathtv  
Instagram:   / jayjagannathtv  
YouTube:    / @jayjagannathtvofficial  
Twitter: https://x.com/JayjagannathtvX
=========================================
#JayJagannathTV #NamitaAgrawal #SidharthTV #SitaramAgrawal #JagannathLive #LiveFromPuri #shreemandir #srimandir #shreemandira #JagannathRathJatra #JagannathRathYatra #PuriRathYatra #jayjagannathswami #dwarafitaniti #mangalaalati #dhupaalati #patakalagidarshan #sandhyaalati #bhaktankaanubhuti #jagannathlivedarshan #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम

Комментарии

Информация по комментариям в разработке

Похожие видео

  • ପ୍ରଭୁଙ୍କୁ ଅନ୍ତରର ସହିତ ଡାକିଲେ ସେ ନିଶ୍ଚୟ ଶୁଣନ୍ତି! ଜଣେ ଭକ୍ତର ଅଭୁଲା ଅନୁଭୂତି 🙏Jay Jagannath TV
    ପ୍ରଭୁଙ୍କୁ ଅନ୍ତରର ସହିତ ଡାକିଲେ ସେ ନିଶ୍ଚୟ ଶୁଣନ୍ତି! ଜଣେ ଭକ୍ତର ଅଭୁଲା ଅନୁଭୂତି 🙏Jay Jagannath TV
    1 час назад
  • ⚡️ Cилы Британии вошли в Киев || Представителей власти эвакуируют
    ⚡️ Cилы Британии вошли в Киев || Представителей власти эвакуируют
    2 часа назад
  • ମୃତ୍ୟୁ ମୁଖରୁ ଫେରିଲେ ସ୍ୱାମୀ! ବ୍ରେନ୍ ଟ୍ୟୁମର୍ ସହ ସେହି ଲଢ଼େଇ ଏବଂ ଜଗାଙ୍କ ଅଲୌକିକ ଦୟା। Jay Jagannath TV
    ମୃତ୍ୟୁ ମୁଖରୁ ଫେରିଲେ ସ୍ୱାମୀ! ବ୍ରେନ୍ ଟ୍ୟୁମର୍ ସହ ସେହି ଲଢ଼େଇ ଏବଂ ଜଗାଙ୍କ ଅଲୌକିକ ଦୟା। Jay Jagannath TV
    3 недели назад
  • ୩ ମାର୍ଚ୍ଚ ଭୟଙ୍କର ସୂର୍ଯ୍ୟ ଗ୍ରହଣ ହାଣ୍ଡି ଛାଡ କେତେବେଳେ କଣ କରିବେ ଗର୍ଭବତୀ ନାରୀ!!@BHABADIBAKAR
    ୩ ମାର୍ଚ୍ଚ ଭୟଙ୍କର ସୂର୍ଯ୍ୟ ଗ୍ରହଣ ହାଣ୍ଡି ଛାଡ କେତେବେଳେ କଣ କରିବେ ଗର୍ଭବତୀ ନାରୀ!!@BHABADIBAKAR
    2 дня назад
  • ନାଗ ସାପ ଜଗିଛି ବିଶ୍ୱର ବଡ ତୁଳସୀ ଗଛ ! ସାଲେପୁର l Salepur, Cuttack l Gouranga Nayak Odia Vlogs
    ନାଗ ସାପ ଜଗିଛି ବିଶ୍ୱର ବଡ ତୁଳସୀ ଗଛ ! ସାଲେପୁର l Salepur, Cuttack l Gouranga Nayak Odia Vlogs
    6 дней назад
  • 🔵'ମୁଁ କାଳିଆର ଚେଲା....' | EXCLUSIVE Interview With Pandit Surya Narayan Ratha Sharma
    🔵'ମୁଁ କାଳିଆର ଚେଲା....' | EXCLUSIVE Interview With Pandit Surya Narayan Ratha Sharma
    8 месяцев назад
  • ମଙ୍ଗଳ ଆଳତୀ ଦର୍ଶନ(28-Feb) | Today's Live Mangala Alati - Puri Jagannath Temple | Jay Jagannath Tv
    ମଙ୍ଗଳ ଆଳତୀ ଦର୍ଶନ(28-Feb) | Today's Live Mangala Alati - Puri Jagannath Temple | Jay Jagannath Tv
    4 часа назад
  • ରିକ୍ସା ଚାଳକ ନାଁରେ ନିଜ ଘରକୁ ଦାନ କଲେ  | Full Episode- 07 | Minati Patnaik | Subhashri Das
    ରିକ୍ସା ଚାଳକ ନାଁରେ ନିଜ ଘରକୁ ଦାନ କଲେ | Full Episode- 07 | Minati Patnaik | Subhashri Das
    3 дня назад
  • ସବୁ କଷ୍ଟ ସହି ନପାରି ଘର ଛାଡ଼ିଲି! ସିଂହଦ୍ୱାରରେ ଜଗା ପାଖେ ଆତ୍ମସମର୍ପଣ 🙏Jay Jagannath TV
    ସବୁ କଷ୍ଟ ସହି ନପାରି ଘର ଛାଡ଼ିଲି! ସିଂହଦ୍ୱାରରେ ଜଗା ପାଖେ ଆତ୍ମସମର୍ପଣ 🙏Jay Jagannath TV
    3 дня назад
  • ମହାପ୍ରଭୁଙ୍କ ପାଇଁ ପ୍ରଫୁଲ୍ଲ ତାଙ୍କ ସ୍ତ୍ରୀଙ୍କୁ ଫେରିପାଇଲେ | Tume Sata Eka Jagannatha | PrameyaNews7
    ମହାପ୍ରଭୁଙ୍କ ପାଇଁ ପ୍ରଫୁଲ୍ଲ ତାଙ୍କ ସ୍ତ୍ରୀଙ୍କୁ ଫେରିପାଇଲେ | Tume Sata Eka Jagannatha | PrameyaNews7
    3 дня назад
  • ଶ୍ରୀମନ୍ଦିରର ଶିକାର ଲୀଳା: ବେଣ୍ଟ ପୋଖରୀ ଅଭିମୁଖେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା | Jay Jagannath TV
    ଶ୍ରୀମନ୍ଦିରର ଶିକାର ଲୀଳା: ବେଣ୍ଟ ପୋଖରୀ ଅଭିମୁଖେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା | Jay Jagannath TV
    2 часа назад
  • ସରୋଜିନୀଙ୍କ ଡାକ ଶୁଣିଲେ ଚକାଆଖି: Sarojini’s Emotional Miracle | Jay Jagannath Bhakta
    ସରୋଜିନୀଙ୍କ ଡାକ ଶୁଣିଲେ ଚକାଆଖି: Sarojini’s Emotional Miracle | Jay Jagannath Bhakta
    2 дня назад
  • ଓଡିଶାର ସବୁଠୁ ଭାଇରାଲ ବାବା ଅସିତ ଖୋଲି କହିଦେଲେ ସବୁ ଗୁମର  Interview With  Most VIral Baba Asit Jena
    ଓଡିଶାର ସବୁଠୁ ଭାଇରାଲ ବାବା ଅସିତ ଖୋଲି କହିଦେଲେ ସବୁ ଗୁମର Interview With Most VIral Baba Asit Jena
    8 дней назад
  • Удар по ядерному объекту / Больницы переполнены
    Удар по ядерному объекту / Больницы переполнены
    4 часа назад
  • Star's Secret | Rabindra Mohapatra, Singer | Family & Friends | PrameyaNews7
    Star's Secret | Rabindra Mohapatra, Singer | Family & Friends | PrameyaNews7
    7 месяцев назад
  • ସନ୍ଧ୍ୟା ସମୟରେ କଣ କଲେ ଘର ସୁନା ହେଇଯିବ l ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ
    ସନ୍ଧ୍ୟା ସମୟରେ କଣ କଲେ ଘର ସୁନା ହେଇଯିବ l ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ
    3 года назад
  • 28 February 2026 | Aaj Ki 25 Sabse Badi Breaking News, Bharat Ki Taza Khabrein | Decode With Sudhir
    28 February 2026 | Aaj Ki 25 Sabse Badi Breaking News, Bharat Ki Taza Khabrein | Decode With Sudhir
    1 час назад
  • ପୁରୀ  ଯାଉଥିଲେ ଜଗନ୍ନାଥ ଦର୍ଶନ ପାଇଁ କଣ ସବୁ ନୀତି ନିୟମ ରହିଛି ?କାହଁକି ପାଦ ଥୋଇବାନି ଯମ ଶିଳାରେ
    ପୁରୀ ଯାଉଥିଲେ ଜଗନ୍ନାଥ ଦର୍ଶନ ପାଇଁ କଣ ସବୁ ନୀତି ନିୟମ ରହିଛି ?କାହଁକି ପାଦ ଥୋଇବାନି ଯମ ଶିଳାରେ
    1 месяц назад
  • ଭାଇଙ୍କୁ ହରାଇବା ପରେ ପୁଣି ବଡ଼ ଦୁର୍ଘଟଣା! ଜଗା କେମିତି ଆମ ୩ ଜଣଙ୍କ ଜୀବନ ବଞ୍ଚାଇଲେ?
    ଭାଇଙ୍କୁ ହରାଇବା ପରେ ପୁଣି ବଡ଼ ଦୁର୍ଘଟଣା! ଜଗା କେମିତି ଆମ ୩ ଜଣଙ୍କ ଜୀବନ ବଞ୍ଚାଇଲେ?
    15 часов назад
  • मेरे कालिया से बस एक ही मांग: मुझे धन-दौलत नहीं, बस चरणों की सेवा चाहिए | Jay Jagannath TV
    मेरे कालिया से बस एक ही मांग: मुझे धन-दौलत नहीं, बस चरणों की सेवा चाहिए | Jay Jagannath TV
    1 месяц назад
  • О нас
  • Контакты
  • Отказ от ответственности - Disclaimer
  • Условия использования сайта - TOS
  • Политика конфиденциальности

video2dn Copyright © 2023 - 2025

Контакты для правообладателей video2contact@gmail.com