`ଜଳବନ୍ଦୀ ପାଇଁ ହଟିବ ଜବରଦଖଲ’ | Odisha Reporter

Описание к видео `ଜଳବନ୍ଦୀ ପାଇଁ ହଟିବ ଜବରଦଖଲ’ | Odisha Reporter

ଲଘୁଚାପ ଜନିତ ବର୍ଷାରେ ଉବୁଟୁବୁ ବାଲେଶ୍ୱର। ସହରର ମୁଖ୍ୟ ରାସ୍ତାରେ ଲହଡି ଭାଙ୍ଗୁଛି ବର୍ଷାପଣି। ବାଲେଶ୍ୱରରୁ ରେମୁଣାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ନୂଆସାହି ଛକରେ ଆଣ୍ଠୁଏ ଉଚ୍ଚରେ ବର୍ଷାଜଳ। ଜାତୟତରେ ବାଧାପ୍ରାପ୍ତ ହେଉଛି। ବେଆଇନ ଗୃହ ନିର୍ମାଣ ଓ ଡ୍ରେନେଜ ବ୍ୟବସ୍ଥାକୁ ଦାୟୀ କଲେ ଲୋକେ। ଯାହାକୁ ନେଇ ସାଂସଦ କହିଛନ୍ତି, ଜଳ ନିଷ୍କାସନ ପାଇଁ ହଟିବ ଜବରଦଖଲ...

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #balasore #odisha #news #update #PratapSarangi #odishareporter

Комментарии

Информация по комментариям в разработке