`ଏ କଥା ନୂଆ ନୁହେଁ, ସେ ଆମକୁ କଲବଲ କରାନ୍ତି’ || Lord Balabhadra's Incident in Puri || Sevayat || OR

Описание к видео `ଏ କଥା ନୂଆ ନୁହେଁ, ସେ ଆମକୁ କଲବଲ କରାନ୍ତି’ || Lord Balabhadra's Incident in Puri || Sevayat || OR

ପହଣ୍ଡି ବେଳେ ଚାରମାଳ ଉପରୁ ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର। ଯାହାକୁ ନେଇ ସୁଆର ମହାସୁଆର ନିଯୋଗର ପୂର୍ବତନ ସଭାପତି ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଭଗବାନ ସୁଆର ନିଜର ମତ ରଖିଛନ୍ତି। ସେ କହିଛନ୍ତି ଦୀର୍ଘ 50 ବର୍ଷରୁ ଅଧିକ ସମୟ ଧରି ମହାପ୍ରଭୂଙ୍କ ପହଣ୍ଡି କରୁଛି। ଏହା କିଛି ନୂଆ କଥା ନୁହଁ, ମହାପ୍ରଭୁ ଏମିତି ସେବାୟତଙ୍କୁ କଲବଲ କରନ୍ତି।

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #puri #rathayatra #balabhadra #sebayat #srimandir #odisha #news #odishareporter

Комментарии

Информация по комментариям в разработке