‘ଅଶାନ୍ତି ସୃଷ୍ଟି କରୁଛନ୍ତି ଦୁଇ ନେତା’ | BJD Corporators Controversy | BMC |Bhubaneswar |Odisha Reporter

Описание к видео ‘ଅଶାନ୍ତି ସୃଷ୍ଟି କରୁଛନ୍ତି ଦୁଇ ନେତା’ | BJD Corporators Controversy | BMC |Bhubaneswar |Odisha Reporter

ପୁଣି ତେଜିଲା ବିଜେଡି କର୍ପୋରେଟର କଳି। ବିଜେଡି କର୍ପୋରେଟର ବିରଞ୍ଚି ନାରାୟଣ ମହାସୂପକାର ଆଣିଲେ ସାଙ୍ଘାତିକ ଅଭିଯୋଗ। କହିଲେ ୨୨ ଜଣ କର୍ପୋରେଟର କାହା ନିର୍ଦ୍ଦେଶରେ ଗତକାଲି ସାମ୍ବାଦିକ ସମ୍ମିଳନୀ କରିଥିଲେ । ଜଣେ ହାରିଥିବା ଓ ଜଣେ ଜିତି ଥିବା ବିଧାୟକ ଅଶାନ୍ତ ବାତାବରଣ ସୃଷ୍ଟି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#Odisha #OdishaReporter #BJD #Corporater #Bhubaneswar #GroupClash #AnantaJena #AshokPanda #BiranchiMahasupakar

Комментарии

Информация по комментариям в разработке