ଶ୍ରୀ ଶ୍ରୀ ରାଧାଗୋପାଳଜୀଉଙ୍କର ମନ୍ଦିର ପ୍ରତିଷ୍ଠା ଉତ୍ସବ ଗୋବିନ୍ଦପୁର |

Описание к видео ଶ୍ରୀ ଶ୍ରୀ ରାଧାଗୋପାଳଜୀଉଙ୍କର ମନ୍ଦିର ପ୍ରତିଷ୍ଠା ଉତ୍ସବ ଗୋବିନ୍ଦପୁର |

Sri Sri Radhar Gopaljiunka
Mandira pratishtha utsav Govindapur .
Govindapur Bania sahi.
ଶ୍ରୀ ଶ୍ରୀ ରାଧାଗୋପାଳଜୀଉଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଗୋବିନ୍ଦପୁର |
ଗୋବିନ୍ଦପୁର ବିଣିଆସାହି ।
#JayJagannath​
#ISKCON​
#HowToMakeLordJagannath​
#ଜୟଜଗନ୍ନାଥ​
   • ଆସନ୍ତୁ ଆମେ ଦେଖିବା କିପରି #ଜଗନ୍ନାଥବିଗ୍ର...  

   • ସହଜ ଉପାୟରେ କିପରି #ଜଗନ୍ନାଥ ଙ୍କର ଚୁଡ଼ି ...  

ଆମ ଚ୍ୟାନେଲର ମୁଖ୍ୟ ଉଦ୍ଦେଶ୍ୟ ।
ଏହି ଚ୍ୟାନିଲ୍ ମାଧ୍ୟମରେ ଆମେ ଆପଣଙ୍କୁ ଜଗନ୍ନାଥଙ୍କର ନିମ୍ଵ କାଠର ମୂର୍ତ୍ତି ବା ଆମେ କିଭଳି ଭାବରେ ଜଗନ୍ନାଥଙ୍କର ବିଗ୍ରହ ’ ବଳଭଦ୍ରଙ୍କର ବିଗ୍ରହ ’ ସୁଭଦ୍ରାଙ୍କର ବିଗ୍ରହ ଓ ସୁଦର୍ଶନଙ୍କର ବିଗ୍ରହ କିଭଳି ଭାବରେ ତିଆରି କରାଯାଏ ଓ ତାଙ୍କର କୋଉ ସାଇଜ୍୍ ର କଣ ମାପ ରହିବ
ଏହି ଚ୍ୟାନେଲ୍ ମାଧ୍ୟମରେ ଆମେ ଆପଣଙ୍କୁ ଶିଖେଇବାକୁ ସମ୍ପୁର୍ଣ୍ଣ ଚେଷ୍ଟା କରିବୁ ।🌏
ଏହି ଚ୍ୟାନେଲ୍ ମାଧ୍ୟମରେ ଆମେ ଆପଣଙ୍କୁ ‌‌ଜଗନ୍ନାଥଙ୍କର ଚୁଡ଼ି କେମିତି ତିଆରି କରାଯାଏ। ଜଗନ୍ନାଥଙ୍କର ପଗଡ଼ି କେମିତି ତିଆରି କରାଯାଏ। ଜଗନ୍ନାଥଙ୍କର ଅଣ୍ଟାର ହାର କେମିତି ତିଆରି କରାଯାଏ। ଜଗନ୍ନାଥଙ୍କର ଡ୍ରେଶ୍ କେମିତି ତିଆରି କରାଯାଏ ଏହି ଚ୍ୟାନେଲ୍ ମାଧ୍ୟମରେ ଆମେ ଆପଣଙ୍କୁ ଶିଖେଇବାକୁ ସମ୍ପୁର୍ଣ୍ଣ ଚେଷ୍ଟା କରିବୁ |🌏
ଏହି ଚ୍ୟାନେଲ୍ ମାଧ୍ୟମରେ ଆମେ ଆପଣଙ୍କୁ ଭଗବାନ୍ ଶ୍ରୀକୃଷ୍ଣଙ୍କର ମୁଖ ନିଃସୃତ ବାଣୀ।
ଯାହା ଭଗବାନ୍ ଶ୍ରୀକୃଷ୍ଣ ଭଗବତ୍ ଗୀତା ଓ ଭାଗବତମ୍ ରେ କହିଛନ୍ତି।
ଏହି ଚ୍ୟାନେଲ୍ ମାଧ୍ୟମରେ ଆମେ ଆପଣଙ୍କୁ କିଛି କିଛି ଜ୍ଞାନ ଦେବାପାଇଁ ସର୍ମୁର୍ଣ୍ଣ ଚେଷ୍ଟା କରିବୁ ।🌏
ଏହି ଚ୍ୟାନେଲ୍ ମାଧ୍ୟମରେ ଆମେ ନିଳମାଧବଙ୍କର ଲିଳା, ଜଗନ୍ନାଥଙ୍କର ଲିଳା ଆମର କୁନି ଝିଅ (ଜାହ୍ନଭି) ମାଧ୍ୟମରେ ଆମେ ଆପଣଙ୍କୁ ଜଣେଇବାକୁ ସମ୍ପୁର୍ଣ୍ଣ ଚେଷ୍ଟା କରିବୁ।🌏
ହରେକୃଷ୍ଣ 👏👏👏
ଜୟ ଜଗନ୍ନାଥ 👏👏👏⭕❗⭕
ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ
ହରେରାମ ହରେରାମ ରାମ ରାମ ହରେ ହରେ 👏👏👏
Immerse yourself in the soothing sounds of the flute with this copyright-free music, perfect for meditation, study sessions, yoga, or simply unwinding. This calming instrumental track is royalty-free and can be used for personal or creative projects. Enjoy the tranquil melodies designed to enhance focus, relaxation, and peace. Don't forget to subscribe for more relaxing, copyright-free music!

Kindly don't upload on Spotify or any streaming platforms |
Please give credit to 'Sujan Lama Official' in your versions and link
    / @sujanlamaofficial

Комментарии

Информация по комментариям в разработке