6 ମାସ ହେଲା 1 ନମ୍ବର, ମାସେ ପୂରିନି ବିଜେପିକୁ ଦୋଷ |BJD Targets BJP Govt On Price Hike In Odisha | BJP |OR

Описание к видео 6 ମାସ ହେଲା 1 ନମ୍ବର, ମାସେ ପୂରିନି ବିଜେପିକୁ ଦୋଷ |BJD Targets BJP Govt On Price Hike In Odisha | BJP |OR

ମୁଦ୍ରାସ୍ଫୀତିରେ 6 ମାସ ହେଲା ଆମ ରାଜ୍ୟ, ଦେଶରେ 1 ନମ୍ବର ରହି ରେକର୍ଡ କରିଛି । 24 ବର୍ଷ ମଧ୍ୟରେ ଆମର ଉତ୍ପାଦନ ଶୂନ ଅନ୍ୟ ଉପରେ ନିର୍ଭର ଅଧିକ । ଅଣ୍ଡାଠୁ ଆଳୁ ଯାଏଁ ଡାଲିଠୁ ପନିପରିବା ଯାଏଁ ସବୁ ପଡୋଶୀଙ୍କ ଉପରେ ନିର୍ଭର । ସରକାର ବଦଳିବା ମାସେ ପୂରନି ବିଜେପି କ୍ଷମତାକୁ ଆସିବାରୁ ଦର ବଢିଲା କହି ବିଜେଡିର ଆଟାକ୍ । ଓଡ଼ିଶାକୁ ଆତ୍ମନିର୍ଭରଶୀଳ ରାଜ୍ୟ କରିବାକୁ ବିଜେପିର ବଡ଼ ଯୋଜନା ,କଞ୍ଜୁମର ରାଜ୍ୟ ନୁହେଁ ଉତ୍ପାଦନଶୀଳ ରାଜ୍ୟ ହେବ ଓଡ଼ିଶା। Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #PriceHike #vegitablesPriceHike #BJPGovernment #BJD #Reportcard

Комментарии

Информация по комментариям в разработке