Joputhibi Namo I ଜପୁଥିବି ନାମ I Dipti Rekha Padhi I New Odia Christian Devotional Song I

Описание к видео Joputhibi Namo I ଜପୁଥିବି ନାମ I Dipti Rekha Padhi I New Odia Christian Devotional Song I

_____
ସଂଗୀତ ସାରଣୀ ପରିବାର ସମସ୍ତ ଖ୍ରୀଷ୍ଟୀୟ ଶ୍ରୋତା ବନ୍ଧୁ ମାନଙ୍କୁ ପ୍ରଭୁ ଯୀଶୁ ଙ୍କ ନାମରେ ନମସ୍କାର ଜଣାଏ I ଆଶା କରୁ ଏହି ଗୀତ ଦ୍ଵାରା ପ୍ରଭୁଙ୍କର ଗୌରବ ହେବା ସହ ଆପଣମାନଙ୍କ ପ୍ରେମ ଏବଂ ଆଶୀର୍ବାଦ ନିଶ୍ଚୟ ମିଳିବ I ଆପଣମାନଙ୍କ ପ୍ରେମ ଏବଂ ଭଲପାଇବା ସହ ଆମ ପାଇଁ ପ୍ରାର୍ଥନା ଜାରି ରଖନ୍ତୁ I
_____
ଗୀତର ସମୂର୍ଣ୍ଣ ଲେଖା :-

ଜପୁଥିବି ନାମ ପ୍ରଭୁ ତୁମର
ଶୁଣୁଥିବି ବାକ୍ୟ ସଦା ତୁମର
ରଖି ହୃଦେ ତୁମ ନାମ ଏ ଜୀବନେ
ଧ୍ୟାନ କରି ତୁମ ବାକ୍ୟ ପ୍ରତିଦିନେ
ବିତାଇବି ଦିନ ତୁମ ଚରଣେ

I୧I

ଗାଉଥିବି ପ୍ରସଂଶା ହେ ପ୍ରଭୁ ତୁମର
ନେଇଁ ତୁମ ନାମ ନିତି ଓଠେ ମୋର
କରୁଥିବି ତୁମ ସେବା ନିରନ୍ତର
ମନ ପ୍ରାଣ ହୃଦୟ ସମର୍ପି ମୋର
(ମାଗୁଥିବି ତୁମ ନାମେ
ଆବଶ୍ୟକ ସବୁଦିନେ)

I୨I

ରହୁଥିବି ତୁମ ସାଥେ ଶୁଣି ବାକ୍ୟ
କଦାପି ମୁଁ ଛାଡିବିନି ତୁମ ପାଖ
ରଖୁଥିବି ତୁମ ପାଖେ ସଦା ବିଶ୍ୱାସ
ମାନୁଥିବି ଦିବା ରାତି ତୁମ ଆଦେଶ
(ତୁମ ବାକ୍ୟ ମାନୁଥିବି
ବାକ୍ୟ ମାନି ବଞ୍ଚୁଥିବି)
_____
Credits:-
*Title- Joputhibi Namo I ଜପୁଥିବି ନାମ
*Voice- Dipti Rekha Padhi (Indian Playback Singer)
*Lyrics and Music- Fr. Ranjan Lima, CM
*Arrangement- Bapi Samal
*Coordination- Sr. Tejaswini Baliarsingh, FSMA
*D.O.P & Edit (Special Thanks)- Ambram Ganta (Bapi)
*Producers- Biswa Bhusan Baliarsingh & Sanjeet Lima
*Contact- +91 7978477633
*Email - [email protected]
_____
ଯଦି ସଂଗୀତ ସାରଣୀ ପରିବାର ଦ୍ୱାରା ନିବେଦିତ ଲୋକପ୍ରିୟ ଗୀତ ଗୁଡ଼ିକ ଶୁଣିବା ପାଇଁ ଚାହାଁନ୍ତି, ତେବେ ତଳେ ଦିଆଯାଇଥିବା ଲିଙ୍କ ଗୁଡ଼ିକ ଦେଖି ନିଅନ୍ତୁ I

1. ଆଜି ଅଟେ ବଡ଼ଦିନ I Aji Ote Bododino I Amit Pani I
   • Aji Ote Bododino I ଆଜି ଅଟେ ବଡ଼ଦିନ I A...  

2. ହେ ପ୍ରଭୁ ମୁଁ କ୍ଷୁଧିତ | He Probhu Mu Khyudhito I Shasank Shekhar |
   • He Probhu Mu Khyudhito Iହେ ପ୍ରଭୁ ମୁଁ ...  

3. ଜପୁଥିବି ନାମ I Joputhibi Namo I Dipti Rekha Padhi I
   • Joputhibi Namo I ଜପୁଥିବି ନାମ I Dipti ...  

4. ବ୍ୟାକୁଳ I Byakulo I Human Sagar I
   • Byakulo II ବ୍ୟାକୁଳ II New Odia Christ...  

5. ସୁଧାମୟ ଯୀଶୁ ନାମ I Sudhamoyo Jisu Namo I Ananya Sritam Nanda
   • Sudhamoyo Jisu Namo I ସୁଧାମୟ ଯୀଶୁ ନାମ...  
_____
#newodiachristiansong
#newodiachristiandevotionalsongs
#christiandevotionalsongs
#joputhibinamo
#joputhibinamochristiansong
#joputhibinamoodiachristiansong
#joputhibinamonewodiachristiansong
#joputhibinamonewodiachristiandevotionalsong
#joputhibinamonewodiachristiandevotionalsong2023
#joputhibinamodiptirekhapadhinewodiachristiansong
#superhitodianewchristiandevotionalsong
#superhitchristiandevotionalsong
#bestchristianodiasong
#topodiachristiansong
#newodiachristiansong
#frranjanlimachristiansongs
#fatherranjanlimachristiansongs
#fatherranjanlimaodiachristiandevotionalsongs
#christiansong
#christiansong2023
#diptirekhapadhinewchristiansong
#diptirekhanewodiachristiandevotionalsong
#shasanksekharnewodiachristiandevotionalsong
#ranjanlima
#frranjanlimacm
#heprabhumukhudito
#ranjanlimachristiandevotionalsong
#frranjanlimacmchristiandevotionalsong
#ranjanlimachristiansong
#frranjanlimacmchristiansong
#ajiotebododino
#ajiotebododinonewchristmasspecialsong
#ajiotebododinonewchristmasspecialsong
#songitosaroniofficialsongs
#songitosaronichristiandevotionalsong
#heprobhumukhyditonewodiachristiansong
_____
!!* Anti-Piracy Warning *!!
This content is copyrighted to songitosaroniofficial. Any unauthorized reproduction, redistribution, or re-upload (audio or video) is strictly prohibited of this material. Legal action will be taken against those who violate this copyrighted material.

Комментарии

Информация по комментариям в разработке