Sudhamoyo Jisu Namo I ସୁଧାମୟ ଯୀଶୁ ନାମ I New Odia Christian Devotional Song I Ananya Sritam Nanda I

Описание к видео Sudhamoyo Jisu Namo I ସୁଧାମୟ ଯୀଶୁ ନାମ I New Odia Christian Devotional Song I Ananya Sritam Nanda I

___
ପ୍ରିୟ ଶ୍ରୋତା ବନ୍ଧୁଗଣ,

ସଂଗୀତ ସାରଣୀ ପରିବାର ଆପଣମାନଙ୍କୁ ପ୍ରଭୁ ଯୀଶୁ ଙ୍କ ମହା ନାମରେ ନମସ୍କାର ଜଣାଏ I "ପରମେଶ୍ବର ଖ୍ରୀଷ୍ଟଙ୍କ ନାମକୁ ଅନ୍ୟ ସମସ୍ତଙ୍କ ନାମ ଅପେକ୍ଷା ମହାନ କଲେ " -(ଫିଲିପ୍ପୀୟ ୨:୯) । ଉକ୍ତ ପ୍ରସଙ୍ଗକୁ ଆଧାର କରି, ସଦାପ୍ରଭୁଙ୍କ କରୁଣା ଏବଂ ଆପଣ ମାନଙ୍କ ପ୍ରେମ, ପ୍ରାର୍ଥନା ଏବଂ ଆଶିର୍ବାଦ ର ଫଳ ସ୍ଵରୂପେ ଆମ୍ଭେମାନେ ପ୍ରଭୁଙ୍କ ଗୌରବ କରିବା ନିମନ୍ତେ କିଛି ପ୍ରୟାସ କରି, ଏହି ମଧୁର ଗୀତଟି ପ୍ରସ୍ତୁତ କରିଛୁ I

ଆଶା କରୁ ଏହି ଗୀତ ଦ୍ଵାରା ପ୍ରଭୁଙ୍କର ଗୌରବ ହେବା ସହ ଆପଣମାନଙ୍କ ପ୍ରେମ ଏବଂ ଆଶୀର୍ବାଦ ନିଶ୍ଚୟ ମିଳିବ I
___
ଗୀତର ସମ୍ପୂର୍ଣ୍ଣ ଲେଖା:-

ଗାଉଥିବି ଯୀଶୁ ନାମ
ଆନନ୍ଦମୟ ସେ ନାମ
ଭଜୁଥିବି ଯୀଶୁ ନାମ
ମଙ୍ଗଳମୟ ସେ ନାମ
(ଅତି ପ୍ରିୟତମ
ମୋ ଯୀଶୁଙ୍କ ନାମ
ତ୍ରିଭୂବନେ ନାହିଁ
ତାଙ୍କ ନାମ ସମ
ସୁଧାମୟ ସେହି ନାମ)

I୧I

ବୁଲିଲି ସଂସାର ପଛେ
କ୍ଷଣିକ ସୁଖକୁ ଚାହିଁ
ବୁଝିଲି କ୍ଷଣ ସୁଖରେ
ଶୂନ୍ୟତା ର ଅନ୍ତ ନାହିଁ
ଏ ଭୂବନେ ଥିବା ଯାଏ
ପୂଜିବି ଯୀଶୁଙ୍କ ନାମ
ଶରଣ ନେଇଁ ସେ ନାମେ
କାଟିବି ସୁଖରେ ଦିନ

(ଯୀଶୁ ନାମେ ହିଁ ମିଳେ ତୃପ୍ତି
ଯୀଶୁ ନାମେ ଅଛି ମୁକତି
ତାଙ୍କ ନାମ ଦିଏ ଶକତି
ସେହି ନାମେ ମିଳଇ ଶାନ୍ତି )

I୨I

ଆସିଲେ ଝଡ଼ ବତାସ
ହୃଦେ ନ ହେବି କାତର
ହେବିନି ତିଳେ ଅଥୟ
ହେଲେ ଜୀବନ ଅନ୍ଧାର
ଏହି ଭବ ସାଗରରେ
ରଖିବି ଆଶ୍ରା ସେ ନାମେ
ଦିବା ନିଶି ତାଙ୍କ ନାମ
ସ୍ମରୁଥିବି ମୋ ଜୀବନେ

(ସେ ନାମେ ସମୁଦ୍ର ହୁଏ ସ୍ଥିର
ରୋଗ ବ୍ୟାଧି ସବୁ ହୁଏ ଦୂର
ମୃତ ଫେରି ପାଏ ଜୀବନ
ଦୃଷ୍ଟି ଲଭେ ଅନ୍ଧ ନୟନ)
___
Credits:-
*Title-Sudhamayo Jisu Namo I ସୁଧାମୟ ଯୀଶୁ ନାମ
*Voice- Ananya Sritam Nanda (Indian Playback Singer)
*Lyrics & Music- Fr. Ranjan Lima, CM
*Coordination- Sr. Tejaswini Baliarsingh, FSMA
*Arrangement - Bapi Samal
*Recording and Mixing - Prativa Studio, CTC & Sarat-Praful, Bengaluru
*D.O.P & Edit –Ambram Ganta (Bapi)
*Producers- Biswa Bhusan Baliarsingh & Sanjeet Lima
*WhatsApp Contact- +91 7978477633
*Email - [email protected]
___
ଯଦି ସଂଗୀତ ସାରଣୀ ପରିବାର ଦ୍ୱାରା ନିବେଦିତ ଲୋକପ୍ରିୟ ଗୀତ ଗୁଡ଼ିକ ଶୁଣିବା ପାଇଁ ଚାହାଁନ୍ତି, ତେବେ ତଳେ ଦିଆଯାଇଥିବା ଲିଙ୍କ ଗୁଡ଼ିକ ଦେଖି ନିଅନ୍ତୁ I

1. ଆଜି ଅଟେ ବଡ଼ଦିନ I Aji Ote Bododino I Amit Pani I
   • Aji Ote Bododino I ଆଜି ଅଟେ ବଡ଼ଦିନ I A...  

2. ହେ ପ୍ରଭୁ ମୁଁ କ୍ଷୁଧିତ | He Probhu Mu Khyudhito I Shasank Shekhar |
   • He Probhu Mu Khyudhito Iହେ ପ୍ରଭୁ ମୁଁ ...  

3. ଜପୁଥିବି ନାମ I Joputhibi Namo I Dipti Rekha Padhi I
   • Joputhibi Namo I ଜପୁଥିବି ନାମ I Dipti ...  

4. ବ୍ୟାକୁଳ I Byakulo I Human Sagar I
   • Byakulo II ବ୍ୟାକୁଳ II New Odia Christ...  

5. ସୁଧାମୟ ଯୀଶୁ ନାମ I Sudhamoyo Jisu Namo I Ananya Sritam Nanda
   • Sudhamoyo Jisu Namo I ସୁଧାମୟ ଯୀଶୁ ନାମ...  
___
#newodiachristiansong
#christiansongs
#newodiachristiandevotionalsong
#bestodiachristiansong
#bestodiachristiandevotionalsong
#sudhamoyojisunamo
#gauthibijisunamo
#songitosaroniofficialsongs
#songitosaroniofficialchristiandevotionalsongs
#ananyasritiamnandasongs
#ananyasritamnanda
#ananyasritamnandachristiansongnew
#frranjanlimacmchristiansong
#ranjanlimachristiansong
#topodiachristiansong
#superhitodiachristiansong
#newodiachristiandevotionalsongs
#newodiachristiansong
#christiansongs
#ananyasritamnanda
#christiandevotionalsongs
___
!!* Anti-Piracy Warning *!!
This content is copyrighted to songitosaroniofficial. Any unauthorized reproduction, redistribution, or re-upload (audio or video) is strictly prohibited of this material. Legal action will be taken against those who violate this copyrighted material.

Комментарии

Информация по комментариям в разработке