ଲୋକଙ୍କ ଅଭିଯୋଗ ଶୁଣିଲେ ପ୍ରଶାନ୍ତ ଜଗଦ୍ଦେବ || Khordha

Описание к видео ଲୋକଙ୍କ ଅଭିଯୋଗ ଶୁଣିଲେ ପ୍ରଶାନ୍ତ ଜଗଦ୍ଦେବ || Khordha

ପବିତ୍ର ଘୋଷ ଯାତ୍ରାରେ ରାସ୍ତା ପାର୍ଶ୍ବରେ ଅଭିଯୋଗ ଶୁଣାଣି ଆରମ୍ଭ କରିଛନ୍ତି ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଆଜି ଖୋର୍ଦ୍ଧା ଷ୍ଟେଟ ବ୍ୟାଙ୍କ ଛକ ନିକଟ ରାସ୍ତା ପାର୍ଶ୍ବରେ ବିଧାୟକ ପ୍ରଶାନ୍ତ ଢଗଦେବଙ୍କ ସହିତ ଖୋର୍ଦ୍ଧାର ଉପଜିଲ୍ଲାପାଳ, ତହସିଲଦାର, ଖୋର୍ଦ୍ଧା ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ, ବିଡିଓ ଏବଂ ପୋଲିସ ଅଧିକାରୀଙ୍କୁ ନେଇ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣାଣି କରି ସମାଧାନ କରିଥିଲେ ।
ଲୋକଙ୍କ ଅଭିଯୋଗ ଶୁଣିଲେ ପ୍ରଶାନ୍ତ ଜଗଦ୍ଦେବ || Khordha BJP MLA Prashant Jagdev || Public Grievance || OR
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #prasantjagdev #khordha #grievance

Комментарии

Информация по комментариям в разработке