Daytime Vendors, Nighttime Burglars: ଦିନେ ବେପାର, ରାଏତନେ ଚୁରି କରୁଥିଲେ ଆର ଧରଲା ପୁଲିସ

Описание к видео Daytime Vendors, Nighttime Burglars: ଦିନେ ବେପାର, ରାଏତନେ ଚୁରି କରୁଥିଲେ ଆର ଧରଲା ପୁଲିସ

ଦିନ୍ ବେଲା ଫେରିବାଲା ହେଇ କରି ବେପାର୍ କରୁଥିଲେ, ରାଏତ୍ ବେଲେ ଚୁରଉ ଥିଲେ । ଲୋକ୍ ନାଇଁ ରହୁଥିବାର୍ ଘରକେ କରୁଥିଲେ ଟାର୍ଗେଟ୍ । ବଲାଙ୍ଗିର୍ ଜିଲ୍ଲାର୍ ଭିନଭିନ୍ ଜାଗାନେ ଚୁରି କରୁଥିବାର୍ ବାହାର୍ ରାଜ୍ୟର୍ ଗୁଟେ ଚୋର୍ ଗେଙ୍ଗ୍ କେ ଧରିଛେ ବଲାଙ୍ଗିର୍ ପୁଲିସ୍ । ଗିରଫ ହେଇଥିବାର୍ ଚୋର୍ ମାନକର୍ ଠାନୁ ୧୬୦ ଗ୍ରାମ୍ ସୁନା, ୧୭୦୮ ଗ୍ରାମ୍ ରୁପା, ନଗଦ୍ ୨ ଲାଖ୍ ଟଙ୍କା ଜବତ୍ କରବାର ସାଙ୍ଗେ ତାକର୍ ବେଙ୍କ ଏକାଉଣ୍ଟ ନୁ ବି ୩ ଲାଖ୍ ୪୦ ହଜାର୍ ଟଙ୍କା ଜବତ୍ ହେଇଛେ । ସବୁ ହେଇକରି ବଦମାସମାନଙ୍କର୍ ଠାନୁ ୧୪ ନୁ ୧୫ ଲାଖ୍ ଟଙ୍କାର୍ ଜିନିଷ୍ ଜବତ୍ କରାହେଇଛେ । ଗିରଫ୍ ବଦମାସମାନଙ୍କରନୁ ୬ ଜଣ ମଧ୍ୟପ୍ରଦେଶ, ୨ ଜଣ ମହାରାଷ୍ଟ୍ର ଆର୍ ଜନେ ବରଗଡ ଜିଲ୍ଲାର୍ ବଲି ସୂଚନା ଦେଇଛନ୍ ବଲାଙ୍ଗିର ଏସପି ଋଷିକେଶ ଖିଲାରୀ ।

For more such updates, please Like, Comment, and Share our videos and Subscribe to our YouTube channel.

Contacts:-
Mail- [email protected]
Facebook-   / paharaa24x7  
YouTube-    / paharaa24x7  
Instagram-   / paharaa24x7  
Twitter-   / paharaa24x7  
WhatsApp- 7205661076
Website- https://www.paharaa.com/

Thanks & Regards
www.Paharaa.com

#Odisha #Paharaa #Balangir #PoliceArrest #ThiefGroup #DaytimeVendors #NighttimeBurglars #CrimeNews #BalangirUpdates #OdishaNews #LocalNewsOdisha #PoliceAction

Комментарии

Информация по комментариям в разработке