Ete Dina Gala Pare | ଏତେ ଦିନ ଗଲା ପରେ | Subhalaxmi Dash | Shasank Sekhar | Odia Cover Song | 2021

Описание к видео Ete Dina Gala Pare | ଏତେ ଦିନ ଗଲା ପରେ | Subhalaxmi Dash | Shasank Sekhar | Odia Cover Song | 2021

Cover Credits :
Song : Kete Dina gala pare
Singer =Subhalaxmi Dash, Shasank Sekhar
Arrangement =Neel Mukharjee
Mixed Master, Recorded = Somesh Satpathy (Somesh Studio)
DOP =S Chakra

Original Credits :
Song : କେତେ ଦିନ ଗଲା ପରେ kete dina gala pare
Lyrics : Nizam, Rabindra Sahoo, Samanta Nandakishor
Music : Akhsay Mohanty
Singer : K. S Chitra, Badri Narayan
Film : ମଣି ନାଗେଶ୍ବରୀ
Follow me on these sites
○Facebook =   / subhalaxmi-dash-258991431608771  
○Instagram =   / subhalaxmidashtrisha  

#etedina_galapare successfully available at all digital music platforms now you can listen n download this song " *#Ete Dina Gala Pare 💕
♪Stream the Full Song Here♪

►Spotify : http://spoti.fi/2S6E7DN

►Gaana : http://bit.ly/3tUJMKs

►JioSaavn: http://bit.ly/3uVSYzE

►Apple Music: On Process . . . . .

►Amazon Prime Music : http://amzn.to/3uVSPw6

►Wynk: http://bit.ly/33PFMAe

►Resso: http://bit.ly/2S2iIeW

► YouTube Music : http://bit.ly/3eUcTJR

Also Available On 🎼🎶❤️
iTunes , Facebook Music 🎶 , Instagram Music 🎼 & International Apps ❤️

Enjoy & stay connected with us!
👉 Find us on Facebook: http://bit.ly/38ujOp9

👉 Follow us on Instagram: https://instagram.com/jiban_lives_4_m...

©️ Subhalaxmi Dash

F = କେତେ ଦିନ ଗଲା ପରେ ଅ ଦିନ ଆସିଛି...2
ଯେ ଦିନକୁପାଇବାକୁ କେବେଠୁ ଚାହିଁଛି....2
M = ନୂଆ ଆଶା ନୂଆ ଦିନ ନୂଆ ପ୍ରେମ ନୂଆ ମନ
ତୋ ପାଇଁ ଆଣିଛି, କେତେ ଦିନ ଗଲା ପରେ ସେଦିନ ଆସିଛି
F= ଯେଦିନ କୁ ପାଇବାକୁ କେବେଠୁ ଚାହିଁଛି

F= ଏଇ ଜୀବନ ଏଇ ସିନ୍ଦୁର କେଡେ ସୁନ୍ଦର ଲାଗେ ସୁନା ସୁନା. 2
M= ତୋ ଆଖିରେ ନାଲି ଓଠରେ ଖେଳେ ହସର ଢେଉ ଚୁନା ଚୁନା
M= ଚୁନା ଚୁନା
F= ସୁନା ସୁନା
M= ଚୁନା ଚୁନା
F= ସୁନା ସୁନା... ନାଚିବି ମୁଁ ଗାଇବି ମୁଁ ଏ ମନ କହୁଛି, ବାଟ ଭୁଲା ବାଟୋଇ ମୋ ପାଖକୁ ଫେରିଛି
................1

M= ମୁଁ ପାଇଛି ତୋ ବାହୁରେ, ତୋ ପ୍ରେମରେ ସାଥୀ ସ୍ୱର୍ଗ ମୋର.....2
F = ତୁମ ଆଶାର ତୁମ ସ୍ୱପ୍ନର ନୂଆ ସରଗ ଆଉ ଅଳ୍ପ ଦୂର
ଅଳ୍ପ ଦୂର
M= ସ୍ୱର୍ଗ ମୋର
F=ଅଳ୍ପ ଦୂର
M= ସ୍ୱର୍ଗ ମୋର,
F= ତୁମ ପ୍ରେମ ବରଷାରେ ଆଜି ମୁଁ ଭିଜୁଛି, ଏ ଜୀବନେ ତୁମକୁ ମୁଁ ଭଲଯେ ପାଇଛି
M=ଏତେ ଦିନ ଗଲା ପରେ ସେଦିନ ଆସିଛି
F= ଯେଦିନକୁ ପାଇବାକୁ କେବେଠୁ ଚାହିଁଛି

#EteDinaGalaPare #SubhalaxmiDash #ShasankSekhar #କେତେଦିନଗଲାପରେ #CoverSong #NewOdiaCoverSong #OdiaCover2021 #LatestCoverSong

Комментарии

Информация по комментариям в разработке