Sei Jhiati Tu | New Odia Song | Subhalaxmi Dash | Shasank Sekhar | Somesh Satpathy | ସେଇ ଝିଅଟି ତୁ

Описание к видео Sei Jhiati Tu | New Odia Song | Subhalaxmi Dash | Shasank Sekhar | Somesh Satpathy | ସେଇ ଝିଅଟି ତୁ

ସମସ୍ତଙ୍କୁ ନମସ୍କାର ସ୍ନେହ ଭରା ଭଲପାଇବା 🙏♥️ସେଇ ଝିଅଟି ତୁ ଏ ଗୀତକୁ ଆରମ୍ଭରୁ ଶେଷ ଯାଏଁ ଦେଖନ୍ତୁ ଏବଂ ନିଜର ମନର କଥାକୁ କମେଣ୍ଟ ବୋକ୍ସ ରେ ଲେଖିବା ପାଇଁ ଜମା ଭୁଲନ୍ତୁ ନାହିଁ, ମୋର ଆଶା ଏ ଗୀତ ଆପଣଙ୍କୁ ଅପଣଙ୍କ ପୁରୁଣା ସ୍ମୃତି ମନେ ପକେଇବ ଏବଂ ମନରେ ନୂଆ କିଛି ଭାବନା ଆଣିବ🙏
ପୁରୁଣା ଗୀତକୁ ନୂଆ ରୂପରେ ଆଣିବା ପାଇଁ ମୋର ଚେଷ୍ଟା ଏବଂ ତାକୁ ବିକୃତ ନ କରି ଗୀତର ସୌନ୍ଦର୍ଯ୍ୟ ବଢେଇବା ଆମ ନୂଆ ପିଢ଼ିଙ୍କ ପ୍ରଚେଷ୍ଟା ଜୟ ଜଗନ୍ନାଥ 🙏
Cover Credits :
Song = Sei Jhiati tu - Chhuin Dei kahuchha
Singer =Subhalaxmi Dash, Shasank Sekhar
Arrangements= Abhishek Panigrahi
Recorded Mixed Mastering =Somesh Satpathy
poster =Anshuman
DOP = S Chakra
Recreated By Subhalaxmi Dash

Original Credits :
Song =Sei Jhiatib Tu - Chhuin Dei kahucha
Lyrics = Arun Mantri
Music = Malay Mishra
Singer = Shakti Mishra, Ira Mohanty
Mouvie Name = Rakhi Bandhili Mo Rakhiba Mana
Production Head = Sun Radio, Sun Music
#SeiJhiatiTu #SubhalaxmiDash #ShasankSekhar #OdiaCoversongs #ShasankSekharsongs #SubhalaxmiDashSongs #Newodiasongs #SomeshSatpathysongs #SomeshMusic #SomeshOriginals #LatestOdiacover #Odiaunplugged #NewOdiaUnplugged #ସେଇଝିଅଟିତୁ #IramohantySongs #ShaktiMishrasongs #IramohantyOldsongs #OldodiaSongs #Purunagita #purunaodiagita

Lyrics :

ପୁ =ଛୁଇଁ ଦେଇ କହୁଛୁ ମତେ ଛୁଅଁନା,
ଭଲ ପାଇ କହୁଛୁ ଭଲ ପାଅନା,
ଅଭୁଝା ମୋ ମନ କହେ ରାତି ଦିନ,
ଭଲ ପାଏ ଯାହାକୁ ମୁଁ, ମୁଁ, ମୁଁ
ସେଇ ଝିଅଟି ତୁ ସେଇ ଝିଅଟି ତୁ

ଝି =ଭୁଲିବାକୁ ଚାହୁଁଛି ଭୁଲି ପାରେନା,
ଫେରିବାକୁ ଚାହୁଁଛି ଫେରି ପାରେନା,
ଜାଣେ ମନ ମୋର କରେ ସବୁ ପର
ଭଲ ପାଏ ଯାହାକୁ ମୁଁ, ମୁଁ, ମୁଁ
ସେଇ ପୁଅଟି ତୁ ସେଇ ପୁଅଟି ତୁ

ପୁ = ତୁ ମାଗିଛୁ ହୃଦୟ ମତେ ମୁଁ ଦେବିଲ ଜୀବନ ତତେ, ତୁ ମାଗିଛୁ ସିନ୍ଦୁର ମତେ ମୁଁ ଦେବିଲ ରକତ ତତେ

ଝି = ରକତ ଯେବେ ଝରିବ ତୋର ହେବ ସେଦିନ ମରଣ ମୋର, ମରଣ ଶେଜ ଯୁଇରେ ଶୋଇ ଚାହିଁ ଥିବି ମୁଁ ବାଟକୁ ତୋର
ପୁ = ଚାହିଁ ଦେଇ କହୁଛୁ ମତେ ଚାହଁନା,
ଛାଡି ଦେଇ କହୁଛୁ ଚାଲି ଯାଅନା
ଏଇ ଦୁନିଆରେ ଯାହା ବନ୍ଧନରେ ବାନ୍ଧି ହେଇ ରହିଛି ମୁଁ, ମୁଁ, ମୁଁ
ସେଇ ଝିଅଟି ତୁ ସେଇ ଝିଅଟି ତୁ

ଝି = ଆ ଆ ଆ.........
ପୁ = ଆ ଆ ଆ........

ଝି = ତୋ ହାତ ଧରି ହେବି ମୁଁ ପାରି କଣ୍ଟାର ବାଟ ଲୁହର ନଈ, ମୋ ଠାରୁ କେହି ନେଲେ ଛଡେଇ ପଣତରେ ତତେ ଦେବି ଲୁଚେଇ
ପୁ = ପଣତ ଯଦି ଜୀବଲ ଚିରି କାହାଣୀ ଆମ ଜୀବନୀ ସରି, କାହାଣୀ ଯେବେ ଜୀବଲ ସରି ମୁଁ ଜଳିବି ତୋ ହାତ ଧରି
ଝି =ଜଳିବାକୁ ଚାହୁଁଛି ଜଳି ପାରେନା,
ମରିବାକୁ ଚାହୁଁଛି ମରି ପାରେନା,
ଯାହା ପାଇଁ ଆଜି ଘର ଟିଏ ଖୋଜି
ମନ୍ଦିରଟେ ପାଇଛି ମୁଁ, ମୁଁ, ମୁଁ
ସେଇ ପୁଅଟି ତୁ ସେଇ ପୁଅଟି ତୁ

ପୁ = ସେଇ ଝିଅଟି ତୁ ସେଇ ଝିଅଟି ତୁ

Комментарии

Информация по комментариям в разработке