BJP MLA Candidate Sidhant Mohapatra on the Political Situation in Digapahandi LS Constituency | OR

Описание к видео BJP MLA Candidate Sidhant Mohapatra on the Political Situation in Digapahandi LS Constituency | OR

ଦିଗପହଣ୍ଡିରେ ସିଦ୍ଧାନ୍ତଙ୍କ ଟାର୍ଗେଟ... ଯଦି 25 ବର୍ଷ ଶାସନ ପରେ ବି ଅନେକ କାମ ରହିଛି, ଲୋକଙ୍କ ପାଖରେ ମୌଳିକ ସୁବିଧା ପହଞ୍ଚିନି । ତେବେ ନୈତିକତା ଏବଂ ମାନବିକତା ଦୃଷ୍ଟିରୁ ପ୍ରଥମେ ଲୋକଙ୍କୁ କ୍ଷାମ ମାଗି ଏ ଜାଗାରୁ ସକ୍ଷମ ନୁହେଁ ବୋଲି ଓହରିବା କଥା ବୋଲି କହିଛନ୍ତି ଦିଗପହଣ୍ଡି ବିଜେପି ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର। ଶୁଣନ୍ତୁ ଏନେଇ ଆଉ କଣ କହିଛନ୍ତି ସିଦ୍ଧାନ୍ତ।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #Odisha #digapahandi #SidhantMohapatra #BJP #PoliticalNews #OdishaPolitics

Комментарии

Информация по комментариям в разработке