DEKHADEKHA ASICHANTI DAYALA RAJA||BY AMITAV SAMANTARAY||1st Anniversary of Satsang vihar,Sundergarh

Описание к видео DEKHADEKHA ASICHANTI DAYALA RAJA||BY AMITAV SAMANTARAY||1st Anniversary of Satsang vihar,Sundergarh

ଦେଖ ଦେଖ ଆସିଛନ୍ତି ଦୟାଲ ରାଜା ଉଛୁଳେ ଆନନ୍ଦ ଧାରା ହୋଇ ଆତ୍ମହରା ମାଆ ମାନେ ସର୍ବେ ମିଳି ଦିଅ ହୁଳ ହୁଳି.... ଭାଇ ମାନେ ସର୍ବେ ମିଳି ଦିଅ କରତାଳି... ଉଛୁଳେ ଆନନ୍ଦ ଧାରା....... ।।

ତୁମେ ମୋ ଜୀବ ଜୀବନ, ତୁମେ ମୋ ପରାଣ ଧନ ତୁମ ନାମ ଭଜୁଥିବି,ଭୁଲି ମୁଁ ବାଧା ବନ୍ଧନ... ପ୍ରେମମୟ ଗୋରା ଚାନ୍ଦ ଦେଲା ଆଜି ଧରା (୧) ଉଚ୍ଛୁଳେ ଆନନ୍ଦ ଧାରା.... ।।

ମଧୁର ଚାହାଣି ତୁମ, ହରେ ଅନନ୍ତି ଦୁଃଖ ବେଦନା ତୁମ ଅମିୟ ପରଶ ମନେ,ଭରେ ଆଜି ଆନମନା.. ଜୀବନର ଚଲା ପଥେ ତୁମେ ହିଁ ସାହାରା (୨) ଉଛୁଳେ ଆନନ୍ଦ ଧାରା.... ।।

କେତେ ମୋତେ ପାଅ ଭଲ,ବୁଝି ନାଇ ତାର ମୂଲ... ତଥାପି କରିନ ଦୂର, ପ୍ରେମେ କୋଳେ ତୋଳି ନେଲ... ଭାବ ବିନୋଦିଆ ହରି ପ୍ରେମର ପସରା (୩) ଉଛୁଳେ ଆନନ୍ଦ ଧାରା.....||

Комментарии

Информация по комментариям в разработке