ମଳୟ ପବନ ଯାଏ ବହି || MALAYA PABANA JAE BAHI (New Kirtan With Lyrics) || Sameer Pradhan

Описание к видео ମଳୟ ପବନ ଯାଏ ବହି || MALAYA PABANA JAE BAHI (New Kirtan With Lyrics) || Sameer Pradhan

SPECIAL THANX TO SOUND RUPASHREE (SAJAN), JAGATSINGHPUR

ବନ୍ଧୁରେ ବାନ୍ଧରେ ପୀରତି ଡୋର
ପୂରରେ ପଲ୍ଲୀରେ ପ୍ରେମ ଜୁଆର
ମଳୟ ପବନ ଯାଏ ବହି
ମଧୁ ରାଧା ନାମ ଗାଇ ଗାଇ
ଭକତ ଭାବେ ବିଭୋର

ଦିଗେ ଦିଗେ ଚଉଦିଗେ ଆନନ୍ଦ ଆଳୟ
ବାଜେ ତା' ବିଜୟ ଭେରି ନବ ସୂର୍ଯ୍ୟ ଉଦୟ
ଅଥଳ ସାଗର ବେଳା ଡେଇଁ
ତା କର କମଳ ଯାଏ ଛୁଇଁ
ଧନ୍ୟ ଆଜି ଚରା ଚର

ପୂର୍ଣ୍ଣ ପରି ସମୋହନ ଆଦରେ ନିକଟ
ବରେଣ୍ୟ ଭାବି ପୂଜିଲେ ସର୍ବ ଘଟେ ପ୍ରକଟ
ପ୍ରଭୁ ପରି କେହି ପ୍ରିୟ ନାହିଁ
ସନ୍ତାପ ମୋଚନ ଭାବଗ୍ରାହୀ
କୋଟି କରୁଣା ଭଣ୍ଡାର

ସତନାମ ଛନ୍ଦେ ଛନ୍ଦେ ପରାଣ ମୋହିତ
ସକଳ ସଖା ସବୁରି ବିଭୁ ଚିର ବନ୍ଦିତ
ନାହିଁ ଦୁଃଖ କ୍ଳେଶ ବାଧା ନାହିଁ
ପ୍ରେମ ପରସି ଦେ ପ୍ରେମୀ ହୋଇ
ଅମୃତ କରି ପ୍ରସାର

LYRICS & MUSIC : AMARENDRA PANDA


#satsang #srisrithakuranukulchandrasong #srisrithakuranukulchandra #srisrithakuranukulchandragaan #odia #bhakti #music #odiamusic #odiamusicvideo #odiasong #religion #chorus #odiabhajan #kirtan #kirtanodia #kirtanbhajan #nagarkirtan #bapibhaikirtan #satsangdeogharkirtansong #devotionalmusic #odiabhajankirtan

Комментарии

Информация по комментариям в разработке