ବଦଳିବା କେତେ ଜରୁରୀ, କିଏ ଏହି ରେଭେନ୍ସା ?| Ravenshaw University Name Change Row | Dharmendra Pradhan |OR

Описание к видео ବଦଳିବା କେତେ ଜରୁରୀ, କିଏ ଏହି ରେଭେନ୍ସା ?| Ravenshaw University Name Change Row | Dharmendra Pradhan |OR

କେନ୍ଦ୍ରମନ୍ତ୍ରୀଙ୍କ ଏହି ବୟାନ ନିଆଁ ଲଗାଇଛି । ରେଭେନ୍ସାଭିଆନଙ୍କ ମଧ୍ୟରେ ଏହାକୁ ନେଇ ଆସୁଛି ବଡ଼ ପ୍ରତିକ୍ରିୟା । ତେବେ ନାଁ ବଦଳିବା ଜରୁରୀ କି ନାହିଁ ତାହା ତ ପଛ କଥା ହେଲେ କାହିଁକି ଏକଥା ଉଠିଲା ଏହା ପଛର କି କାରଣ ଅଛି । ତେବେ ଏହି ପ୍ରସଙ୍ଗରେ ଆଲୋଚନା ତ କରିବା ପ୍ରଥମେ ଜାଣିବା କିଏ ଏହି ରେଭେନ୍ସା । କାହିଁକି ତାଙ୍କ ନାଁରେ ହୋଇଥିଲା ରେଭେନ୍ସା କଲେଜ ।


ବଦଳିବା କେତେ ଜରୁରୀ, କିଏ ଏହି ରେଭେନ୍ସା ? | Ravenshaw University Name Change Row | Dharmendra Pradhan | Odisha Reporter
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #ravenshawuniversity #DharmendraPradhan #namechangerow #Odisha

Комментарии

Информация по комментариям в разработке