ଅଚ୍ୟୁତ 25 ଲକ୍ଷରେ ନେଇଗଲେ 33 କୋଟିର ଜମି ! | Achyuta Samanta | KISS Land Scam | Odisha Reporter

Описание к видео ଅଚ୍ୟୁତ 25 ଲକ୍ଷରେ ନେଇଗଲେ 33 କୋଟିର ଜମି ! | Achyuta Samanta | KISS Land Scam | Odisha Reporter

ଅଚ୍ୟୁତ ୨୫ ଲକ୍ଷ ଟଙ୍କା ଦେଇ ରାଜଧାନୀରେନେଇଗଲେ 10 ଏକର ଜମି!... ବିଜେଡିର ପୂର୍ବତନ ଗେହ୍ଲା ପୁଅ ଅଚ୍ୟୁତ କିସ୍ ପାଇଁ ଶାଗ ମାଛ ଦରରେ ଜମି ନେଇଛନ୍ତି.... ପଟିଆ ପଥରଗାଡ଼ିଆରେ ଜମିର ସରକାରୀ ଭେଲ୍ୟୁ ଏକର ପିଛା ୩ କୋଟି ୩୦ ଲକ୍ଷ ଟଙ୍କା.... ଅଚ୍ୟୁତଙ୍କ ଅଳ୍ପ ଟଙ୍କାରେ କୋଟି କୋଟି ଟଙ୍କା ମୂଲ୍ୟର ଜମି ହାତେଇବାର ନୂଆ ଫର୍ମୁଲା... ଅଚ୍ୟୁତଙ୍କ ପାଇଁ ଆଇନକୁ ମୋଡ଼ି ମକଚି ଦେଇଛନ୍ତି ସରକାରୀ ବାବୁ ଓ ନବୀନ !.... ଆଇନର ଗଳା ବାଟର ଫାଇଦା ନେଇ କମ୍ ଦାମରେ ହାତେଇଛନ୍ତି ସରକାରୀ ଜମି....

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #AchyutaSamanta #kiss #odisha #landscam #news #odishareporter

Комментарии

Информация по комментариям в разработке