MAHA MAHIMA RAJANA | ମହାମହିମ ରାଜନ | HUMAN SAGAR| PRASAD LIMA MUSIC OFFICIAL VIDEO | 2024

Описание к видео MAHA MAHIMA RAJANA | ମହାମହିମ ରାଜନ | HUMAN SAGAR| PRASAD LIMA MUSIC OFFICIAL VIDEO | 2024

A TRUE STORY BASED DEVOTIONAL SONG

FOR BETTER SOUND CLARITY
" USE HEADPHONES "

ଗୀତର ସମ୍ପୂର୍ଣ୍ଣ ଲେଖା :-

ମହାମହିମ ରାଜନ ହେ ଯୀଶୁ ମୋର , ଅନୁଗ୍ରହ ତୁମ୍ଭ ପ୍ରଚୁର -୨
ଅନୁରାଗ ପ୍ରେମତୁମ ଅତୁଳନୀୟ
ଅନୁପମ ଦୟା ତୁମ ଅବର୍ଣ୍ଣନୀୟ - ୦ -

କି ଜତନେ ତୁମରୁପେ , ମଣିଷକୁ ସରଜିଲ
ସରଗର ସେ ଯୋଜନା , ବୁଝିପରିନି ତା ମୂଲ
ପ୍ରଶଂସାରେ ସୁଭାଜନ , ଶାରୋଣ ଗୋଲାପ ମୋର
ମୋହୃଦୟ ସିଂହାସନେ , ଆସି ତୁମେ ବସା କର - ୨
ହେ ମହୀୟାନ ଚୀର ସୁନ୍ଦର , ଦୟା କ୍ଷମାର କୃପା ନିର୍ଝର - ୧ -

ମୋ ଜୀବନ ଯଉବନ , କେବଳ ତୁମରି ଦାନ
ପାଇଛି ମୁଁ ଅନୁଗ୍ରହେ ଧନ ଆଉ ସନମାନ
କୃତଜ୍ଞରେ ଭରି ଉଠେ , ମୋର ଏହି ଟିକି ମନ
ସ୍ମରିତୁମ କରୁଣାର ଗୋଟି ଗୋଟି ପ୍ରେମଦାନ - ୨
ହେ ପରିତ୍ରାଣ ପ୍ରେମିକ ବର , ଦେଇ ଜୀବନ କଲ ନିଜର - ୨ -



A OFFICIAL Full Video......

ମହାମହିମ ରଜନ ହେ ଯୀଶୁ ମୋର

MAHAMAHIMA RAJANA


AUDIO CREDITS :-

Singer : HUMAN SAGAR

Music : PRASAD LIMA

Lyrics : Rev PRAMOD GURU

Arrangements / Programming : SUBHAM SAMAL

Flute/ Sexsophone : SIMA ( Ollywood )

Recording : Studio Sai Audio Art ( SAA ) Ashish Mahapatra (CUTTACK)

Mastering : Ashish Mahapatra


VIDEO CREDITS :-

Cast : PRASAD LIMA & FAMILY

Concept & Direction : PRASAD LIMA

D.O.P / Camera : GOURAV KUMAR

Drown Camera : KASTURI STUDIO

Editing: : GOURAV KUMAR

Thumbnail designed by : GAGAN MURALI

Special thanks: Bro. Sishir Lima


ପ୍ରଭୁଙ୍କ ଗୌରବ ପାଇଁ ଆମ ସମସ୍ତ ଭିଡିଓ ଦେଖିବା ପାଇଁ Click କରନ୍ତୁ 🙏🙏

୧ . ଅପାସୋରା ସେ ପ୍ରେମ..... ( ହ୍ୟୁମାନ ସାଗର )
   • APASORA | ଅପାସୋରା ସେ ପ୍ରେମ |  HUMAN S...  

୨ . ନୀରବେ କେତେ ମୁଁ କାନ୍ଦିଛି... ( ଦୀପ୍ତି ରେଖା)
   • NIRABE KANDICHHI | ନୀରବେ  କାନ୍ଦିଛି  |...  

୩ . ମୋ ଓଠରେ ମୁଁ ଆନନ୍ଦରେ ...(ଅନୁରାଧା ପ୍ରୀୟାଁଶୁ)
   • ମୋ ଓଠରେ | MO OTHARE  | ANURADHA & PRI...  

୪ . Eye Watan/ ଏୟ ୱାତନ୍ ( Human Sagar)
   • AYE WATAN | ऐ  वतन  | HUMAN SAGAR & A...  

୫ . ହେ ମନ ମୋର ପାପ ପଥୁ ଫେର.... ( ଅମିତ୍ ପାଣି )
   • HE MANA  |  ହେ ମନ ମୋର  |  AMIT PANI  ...  

୬. ତୁମ ପରଶ (ଅମିତ୍ ପାଣି )
   • TUMA PARASHA | ତୁମ ପରଶ | AMIT PANI | ...  

୭ . ଅନୁତାପ ର ଲୁହ ନେଇ ( ଅନୁରାଧା ପାଣିଗ୍ରାହୀ )
   • ANUTAPA | ଅନୂତାପର ଲୁହ | ANURADHA PANI...  

୮ . ପାପେ ନାଇ ବିତା ସେ ଜୀବନ ( ବିଦ୍ୟୁତ୍ ଭାତ୍ରା )
   • PAPE NAI  |  ପାପେ ନାଇ  |  BIDYUT BHAT...  

୯ . କାଏ ମନ୍ତର୍ କଲାହୋ ( ବିଦ୍ୟୁତ୍ ଭାତ୍ରା )
   • କାଏ ମନ୍ତର କଲା | KAI MANTOR | NEW CHRI...  

୧୦ . ପଥହରା ପଥିକ ( ଜୁନସ୍ ଗାଣ୍ଟା )
   • PATHA HARA  |  ପଥହରା  | JUNASH GANTA ...  

୧୧ . ଚରଣେ ଶରଣ ( କୁମାର ବାପି )
   • ଶରଣ  |  SARANA  |  KUMAR BAPI  | PRAS...  

୧୨ ଶୁଭହ ଶାମ୍ ମେ ଭଜୁଁ ତେରା ନାମ( ହିନ୍ଦୀ) ( ତପୁ ମିଶ୍ର )
   • SUBHA SHAAM  |  सुबह साम  |  TAPU MIS...  

୧୩ ଦିଲ୍ ମେ ଆ ଏକବାର୍ / Dil main aa ( ତପୁ ମିଶ୍ର)
   • DIL MAIN AA | दिलमैं आ | TAPU MISHRA ...  

୧୪. କରତେ ହେଁ ଅର୍ପନ୍ ( ହିନ୍ଦୀ ) ( ଅନୁରାଧା ପାଣିଗ୍ରାହୀ )
   • ARPAN  | अरपन l  | ANURADHA PANIGRAHI...  



🙏🙏 ସତ୍ୟ ଘଟଣା ଉପରେ ଆଧାରିତ 🙏🙏


ଘଟଣାଟି ଏହିପରି ...

କାହାଣୀର ନାୟକ ଜଣେ ଖ୍ରୀଷ୍ଟୀୟ ମଧ୍ୟବିତ୍ତ ପରିବାରର ଉତ୍ତମ ଚରିତ୍ର ଶାନ୍ତଶିଷ୍ଟ ଯୁବକ ଅଟନ୍ତି । ଏବଂ ଏକ ପ୍ରତିଷ୍ଠିତ କମ୍ପାନୀ ରେ ଦୀର୍ଘ ୩ ବର୍ଷରୁ କାର୍ଯ୍ୟରତ ହେବା ସହିତ ଉତ୍ତମ ବେତନ ଭୋଗି ମଧ୍ୟ ଅଟନ୍ତି ..!
ଏହି ସମୟରେ ଗୋଟିଏ ପ୍ରତିଷ୍ଟିତ ଖ୍ରୀଷ୍ଟୀୟ ପରିବାରରେ ଏକ ସୁଶିଳ , ନମ୍ର ଏବଂ ସୁନ୍ଦରି ଝିଅଙ୍କ ସହିତ ବିବାହ ନିର୍ବନ୍ଧ ହୋଇଥାଏ ...।

ଏକ ବଡ଼ ଚାକିରି ଏବଂ ଉତ୍ତମ ପ୍ରତିଷ୍ଠିତ ପରିବାର ରେ ପ୍ରସ୍ତାବ କୁ ନେଇ ନାୟକ ବହୁତ ଆନନ୍ଦରେ ଥିବା ସମୟରେ .... ସମୟର ବିଡମ୍ବନା ଦେଖନ୍ତୁ .... ହଠାତ୍ ନାୟକଙ୍କ ଜୀବନରେ ଦୁଖର ଜୁଆର ମାଡି ଆସେ । ଗୋଟିଏ ଚକ୍ରାନ୍ତ ବା ଷଡଯନ୍ତ୍ର କରି କମ୍ପାନୀର ମୂଖ୍ୟ Director ଉଦ୍ଦେଶ୍ୟ ମୂଳକ ଭାବରେ ନାୟକଙ୍କୁ ଜୋର୍ ଜବରଦସ୍ତି ଚାକିରି ରୁ ବହିଷ୍କାର କରିବା ସହିତ ଯେତେ ନେହୁରା ହେଲେ ମଧ୍ୟ କର୍ଣ୍ଣ ଗୋଚର ନକରି ଧକ୍ୟା ମାରି gate ବାହାରକୁ ବାହାର କରି ଦିଅନ୍ତି ...!
ଏବଂ ସେହି director ଙ୍କ ସାଙ୍ଗ ଯେହେତୁ ଝିଅର ବାପା...ଏଣୁ director phone ମାଧ୍ୟମରେ ସମସ୍ତ ଚାକିରିରୁ ବହିଷ୍କୃତ ବିଷୟ ଜଣାଇ ଦିଅନ୍ତି ଯ ଦ୍ଵାରା ଝିଅଙ୍କ ବାପା ନାୟକଙ୍କୁ ଫୋନ୍ କରି ଘରକୁ ଡ଼ାକି ଅପମାନ କରି ଗଣ୍ଠି ବନ୍ଧା ହୋଇଥିବା ସୁନା ମୁଦି ନାୟକଙ୍କ ମୁହଁରେ ଫୋପାଡି ଘରୁ ଚାଲିଯାଇ ଆଉ କେବେବି ତାଙ୍କ ମୁହଁ ନ ଦେଖାଇବ ସହିତ ଘରକୁ ନ ଆସିବାକୁ ଆଦେଶ ଦେଇ ଘଉଡ଼ି ଦିଅନ୍ତି ...

ପରବର୍ତ୍ତୀ ସମୟରେ ଏହି ଦୁଃଖଦ ପରିସ୍ଥିତିରେ ନାୟକ ଦୁଃଖରେ ନିଜକୁ ସମ୍ଭାଳି ନ ପାରି ମର୍ମାହତ ହୋଇ ଭାଙ୍ଗି ପଡନ୍ତି ଏବଂ ପରିଶେଷରେ ମୃତ୍ୟୁବରଣ ( SUISIDE ) କରିବାକୁ ନିଷ୍ପତ୍ତି ନିଅନ୍ତି...

ଏବଂ ପରବର୍ତ୍ତୀ ଜୀବନରେ ପବିତ୍ର ଧର୍ମଶାସ୍ତ୍ର ଗିତସଂଘିତା ୧୦୯ : ୧ - ୫ ଏବଂ ୨୧ ପଦ ଅନୁଯାଇ ପରମେଶ୍ଵର କିପରି ଭାବରେ ନାୟକଙ୍କ ଜୀବନରେ ଆଶୀର୍ବାଦ ଆଣିଦିଅନ୍ତି ଏବଂ ପରମେଶ୍ଵର ପୁଣିଥରେ ସମସ୍ତ ହରେଇ ଦେଇଥିବା ଆଶିର୍ବାଦ ଠାରୁ ଆହୁରି ଅଧିକ ମାତ୍ରାରେ ମାନ , ସମ୍ମାନ ଏବଂ ପ୍ରତିଷ୍ଠା ରେ ଭରି ଦିଅନ୍ତି ଆପଣ ମାନେ ନିଜେ ଦେଖି ନିଅନ୍ତୁ ଏବଂ ପରମେଶ୍ବରଙ୍କ ଗୌରବ ସମ୍ଭ୍ରମ ଓ ମହିମା କରନ୍ତୁ..

ଆଶା କରୁ ଏଇ ଗୀତଟି ଅନେକଙ୍କ ମନକୁ ଛୁଇଁବା ସହିତ ଆନେକଙ୍କ ଆତ୍ମିକ ଦିଗରେ ଅଭିବୃଦ୍ଧି ହେଉ ଏହା ଆମ୍ଭମାନଙ୍କ କାମନା ଏବଂ ପ୍ରଭୁଙ୍କ ଠାରେ ପ୍ରାର୍ଥନା..

ଆମ Channel ର ସମସ୍ତ ଗୀତ ଗୁଡ଼ିକ ଶୁଣନ୍ତୁ ଓ ନୂତନ ଗୀତ ଗୁଡିକ ର Notification ପାଇବା ପାଇଁ ଆମ Channel କୁ SUBSCRIBE କରିବା ସହିତ Bell 🔔 icon କୁ ଦବାନ୍ତୁ ...ପ୍ରଭୁ ଯୀଶୁ ଆମ ସମସ୍ତଙ୍କୁ ଆଶିର୍ବାଦ କରନ୍ତୁ ଅମେନ୍ ଧନ୍ୟବାଦ 🙏🙏

!! ANTI - PIRACY WARNING !!

This Content is COPYRIGHT to PRASAD LIMA MUSIC , Any Unauthorized Reproduction , Redistribution, Re-upload (Audio or Video) is Strictly Prohibited.


#Mahamahimarajana
#PrasdLimaMusic
#NewHumanSagarSongs
#NewHumanSagarChristianSong
#NewChristmasSongs #NewYearSongs2021
#BestHindiChristianSongs
#KumarBapiSongs
#LatestOdiaChristianSongs #LatestHindiChristianSongs
#HindiSongs #Gospelsongs #IndianDevotionalSongs
#JesusSongs #ChristianSongs #WorshipSongs #HolySpiritSongs
#AmitPaniNewSongs
#NewOdiachristianDevotionalSongs
#NewOdiachristianDevotionalalbum
#NewOdiachristianvideoalbum

Комментарии

Информация по комментариям в разработке