ଦିନେ ସନ୍ଧ୍ୟା ନଇଁ ଆସିବ।Dine sandhya noin asiba।New Christian song।Human sagar।Salem lima।Bapi samal।।

Описание к видео ଦିନେ ସନ୍ଧ୍ୟା ନଇଁ ଆସିବ।Dine sandhya noin asiba।New Christian song।Human sagar।Salem lima।Bapi samal।।

Song -Dine sandhya noi asiba

Singer - Human Sagar

Lyrics &music - Salem Lima

Music arrangement - Bapi samal

Producer - Rabindra Srambutika

Mix& mastering - MRR studio CTC

Video editing - Ambram ganta

Special thanks - Sridhara,Joseph Srambutika


ପ୍ରଭୁ ଯୀଶୁଙ୍କ ମହାନ୍ ନାମର ଗୌରବ ପ୍ରଶଂସା ହେଉ,କେବଳ ତାଙ୍କର ଦୟା ଓ ଅନୁଗ୍ରହରୁ ଆଜି ପର୍ଯ୍ୟନ୍ତ ଆମ୍ଭେମାନେ ବଞ୍ଚି ଆସିଛୁ,ପ୍ରକୃତରେ ଆମ୍ଭମାନଙ୍କ କୌଣସି ଧର୍ମକର୍ମ ସକାଶୁ କି ବଳ ସକାଶୁ ବଞ୍ଚିଅଛୁ ତାହା ନୁହେଁ, କେବଳ ତାଙ୍କର ଦୟା ଓ ଅନୁଗ୍ରହ ପାଇଁ। ହଁ ଯଦି ଆମେ ବଞ୍ଚିଛୁ ଏହାର ଅର୍ଥ ନୁହେଁ କି,ଆମ୍ଭେମାନେ ଏହି ପୃଥିବୀରେ ଅମର ହୋଇ ରହିଯିବା, ନିଶ୍ଚିତ ଭାବରେ ଆମ୍ଭମାନଙ୍କର ଜୀବନର ସନ୍ଧ୍ୟା ଦିନେ ନଇଁ ଆସିବ ଓ ଆମ୍ଭମାନଙ୍କ ଜୀବନରୂପ ସୁରୂଜ ଦିନେ ଅସ୍ତ ହୋଇଯିବ।
RS MUSIC OFFICIAL ତରଫରୁ ଆପଣମାନଙ୍କ ନିମନ୍ତେ ଉପରୋକ୍ତ ବିଷୟ ଉପରେ ଆଧାରିତ ଏହି ସୁନ୍ଦର ମନଛୁଆଁ ଭକ୍ତିପୂର୍ଣ୍ଣ ଗୀତ ଆଜି ମୁକ୍ତିଲାଭ କଲା।ଯେଉଁ ଗୀତକୁ ଗାଇଛନ୍ତି ଓଡ଼ିଶାର ଲୋକପ୍ରିୟ ଗାୟକ Human Sagar।ଆଶା
କରୁଛୁ ଗୀତଟି ବହୁତ୍ ହିଁ ଭଲ ଲାଗିବ ଏବଂ ସମସ୍ତଙ୍କର ହୃଦୟସ୍ପର୍ଶୀ ହୋବ ।ଯଦି ଗୀତଟି ଭଲ ଲାଗେ ତେବେ ନିଶ୍ଚୟ Like,Share & Subscribe କରିବା ସହ ପାଖରେ ଥିବା Bel Icon କୁ ଦବାଇବାକୁ ଭୁଲିବେ ନାହିଁ।ଯାହା ଫଳରେ ଏହି channel ର ନୂଆ ନୂଆ ଗୀତ ଆପଣମାନଙ୍କ ନିକଟକୁ ପହଞ୍ଚିବାକୁ ପାରିବ । ନମସ୍କାର ।

#humansagarchristiandevotionalsong
#rabindrasrambutikachristiandevotionalsong
#sridharagantachristiandevotionalsong
#kushagantachristiandevotionalsong
#amitpanichristiandevotionalsong
#jaganmohannagchristiandevotionalsong
##bidyutbatrachristiandevotionalsong

!! ANTI-PIRACY !!

This content is copyright to Rabindra Srambutika any unauthorized reproduction redestribution, re-upload (Audio or video) is strictly prohibited of this material.Legal action will be taken against those who violete this copyright material present.

song

ଜୀବନ ଦିନେ ଚାଲିଯିବ,ନିଃଶ୍ୱାସ ତୋର ଛାଡ଼ିଯିବା
କ୍ଷଣିକ ସୁଖ ତୋହର ଦିନେ ସରିଯିବ (୨ଥର)
ଦିନେ ସନ୍ଧ୍ୟା ନଇଁ ଆସିବ ତ ଆସିବ
ଦିନେ ଜୀବନ ସୂରୁଜ ତୋର ଲିଭିବ (୨ଥର)
(୧) ଏ ଜଗତେ ଦିନ ସବୁ ତୋର
କରିଛନ୍ତି ପୂର୍ବରୁ ସେ ନିରୂପଣ
ଥିବାଯାଏ ଜଗତେ ତୋ ପ୍ରାଣ
ଯୀଶୁଙ୍କ ବାକ୍ୟ କୁ ସଦା କର ପାଳନ(୨ଥର)
ଦିନେ ସବୁ ହଜିବ ତୋର ଚକ୍ଷୁ ବୁଜିବ
କ୍ଷଣିକ ସ୍ବାର୍ଥ ତୋହର ସବୁ ମଉଳିବ
ଦିନେ ସନ୍ଧ୍ୟା ନଇଁ ଆସିବ ତ ଆସିବ
ଦିନେ ଜୀବନ ସୁରୁଜ ତୋର ଲିଭିବ
(୨) ବୃକ୍ଷ ଯଦି କଟାଯିବ ବନ୍ଧୁ
ପଲ୍ଲବିତ ହୋଇପାରେ ଏହା ତ ଜାଣ
କିନ୍ତୁ ଯେବେ ମନୁଷ୍ୟ ମରିବ
ଆଉ କେବେ ଫେରିବନି ଏ କଥା ମାନ (୨ଥର)
ଦିନେ ସବୁ ସରିବ ଯାହା ତୋହର ଥିବ
ଧୂଳିର ଶରୀର ତୋର ଧୂଳିରେ ମିଶିବ(୨ଥର)
ଦିନେ ସନ୍ଧ୍ୟା ନଇଁ ଆସିବ ତ ଆସିବ
ଦିନେ ଜୀବନ ସୂରୁଜ ତୋର ଲିଭିବ(୨ଥର)
ଜୀବନ ଦିନେ ଚାଲିଯିବ ନିଃଶ୍ୱାସ ତୋର ଛାଡ଼ିଯିବ।

[ସମାପ୍ତ]

Комментарии

Информация по комментариям в разработке